Sign in
Sign in
Recover your password.
A password will be e-mailed to you.
ଅସ୍ତିତ୍ୱ ହରାଇବାକୁ ବସିଛି ମୟୂରଭଞ୍ଜର ପ୍ରାଚୀନ ସଂଗ୍ରହାଳୟ
ମୟୂରଭଞ୍ଜ ଜିଲା ପ୍ରଶାସନର ପାରିବା ପଣିଆ : ଅତୀତ ସ୍ମାରକୀ ସଂରକ୍ଷିତ ସଂଗ୍ରହାଳୟରେ ଝୁଲୁଛି ତାଲା
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଇତିହାସରେ ଭଞ୍ଜବଂଶ ଦୁଇ ଶାଖାରେ ବିଭକ୍ତ ହୋଇ ଉତ୍ତର ଓ ମଧ୍ୟ ଓଡ଼ିଶାରେ ନବମ-ଦଶମ ଶତାଦ୍ଧୀ ସମୟରେ ରାଜତ୍ୱ କରୁଥିବାର ଜଣାପଡେ଼ । ଉତ୍ତର…
ଶ୍ରମିକ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନରେ ପୂର୍ବତଟ ରେଳବାଇ ଅଂଚଳକୁ ଫେରିଲେଣି ତିନି ଲକ୍ଷ ରୁ ଅଧିକ ପ୍ରବାସୀ…
# ପୂର୍ବତଟ ରେଳପଥ ୬୩୬ ରୁ ଅଧିକ ଶ୍ରମିକ ସ୍ପେସିଆଲ ଟ୍ରେନ ପରିଚାଳନା କରିଛି
# ପୂର୍ବତଟ ରେଳ ପଥ କୁ ବିଭିନ୍ନ ରାଜ୍ୟ ରୁ ୨୫୦ ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଆସିଥିଲା, ସେଥିରୁ ଓଡିଶା ପାଇଁ ୨୪୭ ଟି ଓ ଆନ୍ଧ୍ର ପ୍ରଦେଶ ପାଇଁ ୩ ଟି ଥିଲା
# ପୂର୍ବତଟ ପକ୍ଷରୁ ୧୪ ଟି ଶ୍ରମିକ…
ଓଏଏସ ପ୍ରାର୍ଥୀଙ୍କ ହଠାତ୍ ମୃତ୍ୟୁ, ସାରା ସହରରେ ଶୋକାକୁଳ ପରିବେଶ।
ଟିଟିଲାଗଡର ଜଣେ ସ୍ୱନାମଧନ୍ୟ ଶିକ୍ଷକ ଶ୍ରୀ ଚିନ୍ତାମଣି ମହାପାତ୍ରଙ୍କ ବଡ଼ ପୁଅ ଅଭିଳାଷ ସ୍ୱରୂପ ମହାପାତ୍ର ଙ୍କ ଆଜି ସକାଳୁ ମୃତ୍ୟୁ ହୋଇଛି। ସେ ଗତ ବର୍ଷ ନିଜର ପରିଶ୍ରମ ଓ ଟ୍ୟାଲେଣ୍ଟ୍ ବଳରେ ସାରା ରାଜ୍ୟରେ ପ୍ରମୁଖ ସ୍ଥାନରେ ରହି ଆମ ବଲାଙ୍ଗୀର ଜିଲ୍ଲା ଓ ଟିଟିଲାଗଡ ସହର ତଥା ତାଙ୍କ ମାତା…
ରେଙ୍ଗାଲିରେ କରୋନା ଯୋଦ୍ଧାଙ୍କୁ ସଂମ୍ବର୍ଦ୍ଧିତ କଲା ଉତ୍କଳୀୟମ ଫାଉଣ୍ଡେସନ ।
http://www.youtube.com/watch?v=s4styyLbbjc
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲିରେ କରୋନା ଯୋଦ୍ଧାଙ୍କୁ ଆଜି ସଂମ୍ବର୍ଦ୍ଧିତ କରାଯାଇଛି l ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ ଏବଂ ବୈଦ୍ଯୁତିକ ସାମ୍ବାଦିକ ସଂଘ ରେଙ୍ଗାଲି ମିଲିତ ଭାବରେ କୋଭିଡି -୧୯ ମହାମାରି…
ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟରେ ପ୍ରକୃତି, ସଂସ୍କୃତି ଏବଂ ମାନବଧିକାର ନେଇ କାର୍ଯ୍ୟ କରୁଥିବା ଉତ୍କଳୀୟମ ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ କୋଭିଡା -୧୯ ମହାମାରି କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ଙ୍କ ପାଇଁ କାଯ୍ୟ କରୁଥିବା ଵ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ଭାବରେ…
କରୋନା : ଆଜି ସୁସ୍ଥ ହେଲେ ୧୩୭ ଜଣ
ଭୁବନେଶ୍ୱର : ଆଜି ସକାଳେ ୨୬୪ ଜଣ ଆକ୍ରାନ୍ତ ହୋଇଥିବା ଓ ତିନି ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୩୭ ଜଣ | ଏମାନନଙ୍କୁ ମିଶାଇ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୪୩ରେ ପହଞ୍ଚିଛି |
ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଂଜାମରୁ ୩୩ ଜଣ ଥିବା…
ଥମୁନି ଖଣିଜ ଚୋରା କାରବାର : ମାଙ୍ଗାନିଜ ବୋଝେଇ ଟ୍ରକ ଓ ବଲେରୋ। ଜବତ, ୫ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଏକ ବାର ଚକିଆ ଟ୍ରକକୁ ଜବତ କରିଛି ବଡ଼ବିଲ ପୋଲିସ। ଟ୍ରକରେ ୨୦ ଟନ ମାଙ୍ଗାନିଜ ବୋଝେଇ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ପୋଲିସ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଚୋରିରେ…
୪ଦିନ ମଧ୍ୟରେ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କୁରାଳ ଫାଣ୍ଡି ଅଂଚଳରେ ଆତ୍ମହତ୍ୟା ଯେପରି ଏକ ଧାରାରେ ପରିଣତ ହୋଇଗଲାଣି । ଗତ ଗୁରବାର ଦିନ କୁରାଳ ଗଡ଼ସାହିର ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଆଜି ଗିରିଡ଼ିପଲ୍ଲୀର ଜଣେ ଯୁବକ ପୁଣି ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ…
ଯୁବକଙ୍କ ପ୍ରେମ ଜନିତ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର
ଘଟଣାର ତନାଘନା ଆରମ୍ଭ କଲା ସାଇଣ୍ଟିଫିକ ଟିମ
ଟିଟିଲାଗଡ (ଗୌରବ ଦର୍ଜି)-ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଗୋପବନ୍ଧୁ ପଡାରେ ଏକ ଅଭାବନୀୟ ଘଟଣା ଘଟିଛି।ଯୁବକ ଙ୍କ ମୃତ ଦେହଙ୍କୁ ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ।ସୂଚନା ଅନୁଯାଇ ନୟାଗଡ଼ ଜିଲ୍ଲା ସିକାରାଡ଼ା ଗ୍ରାମର…
କନ୍ଧମାଳ ଫ୍ରେସ୍ ଘୁ ଉଦୟଗିରି କାହା ସ୍ବାର୍ଥରେ : ଜିଲ୍ଲାପାଳ ନଜର ଦେବେ କି ?
' କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ଯ ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବା ସହିତ ତାର ସଫଳତା ପାଇଁ ବିଭିନ୍ନ ସାମାଜିକ /ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ଅନୁଯାୟୀ ସରକାରୀ ସୁବିଧା ଯୋଗାଇ ଦେଉଛନ୍ତି…