Sign in
Sign in
Recover your password.
A password will be e-mailed to you.
ସାଧନା ଓ କଠିନ ପରିଶ୍ରମ ଶିଳ୍ପ ପ୍ରଗତିର ମୂଳମନ୍ତ୍ର
ରୁଚି ଉଦ୍ୟୋଗର ୪୫ତମ ପ୍ରତିଷ୍ଠା ଦିବସ
କଟକ(ଶାସକ ପ୍ରଶାସକ) : ନିଜର କଠିନ ପରିଶ୍ରମ ଓ ସାଧନା ଜରିଆରେ ଆଜି ରୁଚି ଉଦ୍ୟୋଗ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛି । ଏହା ପଛରେ ରହିଛି କୋଟି କୋଟି ଓଡ଼ିଆଙ୍କ ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦ । ତେଣୁ ସଫଳତା ପଛର ଏଇ ମଣିଷମାନଙ୍କ ପାଇଁ ସେବା…
ବଜ୍ରାଘାତରେ ଜଳିଗଲା 33 କେଭି ଲାଇନ
୧୦ଘଣ୍ଟା ହେଲା ଓଡଗାଁ ଅଂଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଅଂଚଳରେ ଗତକାଲି ମଧ୍ୟାହ୍ନରେ କାଳବୈଶାଖି ବର୍ଷା ସହ ଅସଂଖ୍ୟ ବଜ୍ରାଘାତ ହୋଇ କୁରାଳରେ ଗୋଟିଏ ପାଳଗଦା ଜଳିଯାଇଥିଲା । ଆଜି ମଧ୍ୟ ମଧ୍ୟାହ୍ନ ସମୟରୁ ବଜ୍ରାଘାତ ସହିତ ବର୍ଷା…
ବଢ଼ିଲା ଝାମେଲା : ମନ୍ତ୍ରୀଙ୍କ ଝିଅଙ୍କ ନାଁରେ ରୁଜୁ ହେଲା ମାମଲା
ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ।
ଝାରସୁଗୁଡ଼ା (ସୁଭାଷ ସହାରେ): ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦିପାଳି ଦାସଙ୍କ ସରକାରୀ ଭବନରେ କୋଭିଡ-19 ନିୟମ ଉଲଂଘନ ଏକ ନୂଆ ମୋଡ଼ ନେଇଛି। ଗତ ୨୨ ଜୁନରେ ସରକାରୀ ଭବନରେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ନରସିଂହ…
ଶେଷରେ ଆଇଏଏସ ବିଜୟ କେତନଙ୍କ ଉପରୁ ଉଠିଲା ନିଲମ୍ବନ
ଭୁବନେଶ୍ୱର (ଶାସକ ପ୍ରଶାସକ) ଯୁବ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ୱନ । ଆଉ ନିଲମ୍ବନ ପ୍ରତ୍ୟାହାର ହେବାପରେ ତାଙ୍କୁ ରାଜ୍ୟ ସରକାର ରାଜସ୍ବ ପର୍ଷଦର ସଚିବ ଭାବେ ଅବସ୍ଥାପିତ କରିଛନ୍ତି | ପୂର୍ବତନ ଉଦ୍ୟାନକୃଷି ନିର୍ଦ୍ଦେଶକ ଥିବା ଶ୍ରୀ ଉପାଧ୍ୟାୟ ଗତବର୍ଷ…
ରେଢାଖୋଲ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୪,୮୨, ୭୮୭ ଟଙ୍କା
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିକ୍ଷକ ମାନେ ଟଙ୍କା ଦାନ କରିଥିବା ଜଣାପଡିଛି। ଶିକ୍ଷକ ସଂଘ ତରଫରୁ ସମସ୍ତ ଶିକ୍ଷକ ମୋଟ ଚାରିଲକ୍ଷ ବୟାଅସୀ ହଜାର ସାତ ଶହ ସତାଅଶୀ ଟଙ୍କା ଦାନ…
ବାଲ୍ୟବିବାହକୁ ରୋକିଲା ଚାଇଲଡ୍ ଲାଇନ୍
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର କମ୍ ବୟସରୁ ବାହାଘର ନ ହେବା ପାଇଁ ଗଣ ମାଧ୍ୟମରେ ବାରମ୍ବାର ସଚେତନ କଲେ ମଧ୍ୟ ଗ୍ରାମାଞ୍ଚଳର ଲୋକମାନେ ମାନୁ ନାହାନ୍ତି। ବରପାତ୍ର ମିଳିଗଲା ପରେ ଅତି କମ୍ ବୟସରୁ ବାହାଘର କରି ନିଜ ମୁଣ୍ଡରୁ ବୋଝ ଗଲା ବୋଲି ଭାବୁଛନ୍ତି। ଏମିତି…
ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡିର ଜୀବନବିନ୍ଦୁ, ୪୦ ୟୁନିଟ ସଂଗୃହିତ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଅପରାହ୍ନ ସମୟରେ ଶାନ୍ତିନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି ରକ୍ତଦାନ…
ରାଜ୍ୟ ସରକାର ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ : ବୈଜୟନ୍ତ
ରେଙ୍ଗାଲି ବିଧାନସଭା ଭର୍ଚୁଏଲ ରେଲିର ଜନ ସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ରେଙ୍ଗାଲି/ ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ…
ସହଯୋଗର ହାତ ବଢେଇଲା ଯାଦବ ବିକାଶ ପରିଷଦ
ସିନାପାଲ୍ଲୀ(ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ମାଲପଡା ଗ୍ରାମର ସାବିତ୍ରୀ ହଂସ ଦିର୍ଘ ୬ ମାସ ହେଲା ଝୁଣ୍ଟି ପଡି ନିଜର ଡାହାଣ ଗୋଡ ଭାଗିଂ ଘରେ ବସିଛନ୍ତି | ଯାହା କିଛି ନିଜ ଉପାର୍ଜିତ ଅର୍ଥରୁ ପ୍ରଥମେ ଖଡିଆଳ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…
ଶ୍ରୀମନ୍ଦିର ଖୋଲିଲେ ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରୁ…
ଓଡିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟରତ :ପୁନମ ମହାଜନ
ସଂଗଠନ, ସମ୍ପର୍କ, ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବା
ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆହ୍ୱାନ
ନୂଆ…