ଭାରତ ଚୀନ ସୀମାନ୍ତରେ ପୁଣି ଉତ୍ତେଜନା 

0

ନୂଆଦିଲ୍ଲୀ (ଏଜେନ୍ସି)  ସୀମାରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ  ମଧ୍ୟରେ ସଂଘର୍ଷ | ସେନାସୂତ୍ରରୁ ମିଳିଥିବା ସୂଚନା  ଅନୁଯାୟୀ, ସହମତି ଉଲ୍ଲଂଘନ କରି ଚୀନ୍ ସୈନ୍ୟ ମାନେ  ପୂର୍ବ ଲଦାଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ସେନା ଚୀନ୍ ସୈନ୍ୟମାନଙ୍କୁ ପାଙ୍ଗୋଙ୍ଗଏବଂ ସୋ ହ୍ରଦ ଅଞ୍ଚଳରେ ପ୍ରବେଶ କରିବାକୁ ବାରଣ କରିଥିଲା। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ 29-30 ଅଗଷ୍ଟ ରାତିରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ଓ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିଲା |

Leave A Reply

Your email address will not be published.