ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତାର ସହ ଗ୍ରହଣ କରୁଛି : ପ୍ରଶାନ୍ତ ଭୂଷଣ

0

 ନୂଆଦିଲ୍ଲୀ : “ମୁଁ ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତାର ସହ ଗ୍ରହଣ କରୁଛି| ଏହା ସହିତ ୧ଟଙ୍କା  ଜରିମାନା ଜମା କରିସାରିଛି ” ବୋଲି କହିଛନ୍ତି   ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ  ପ୍ରଶାନ୍ତ ଭୂଷଣ |

ସର୍ବୋଚ୍ଚ ନ୍ୟାୟାଳୟ ତଥା ଭାରତର ପ୍ରଧାନ ବିଚାରପତି (ସିଜେଇ) ଏସ୍ ବବଡେଙ୍କ ବିରୋଧରେ ଟ୍ୱିଟ୍ କରି କୋର୍ଟକୁ ଅଦାଲତ ଅବମାନନା ବା ଅପରାଧିକ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ସାମାଜିକ କାର୍ଯ୍ୟକର୍ତ୍ତା ତଥା ଓକିଲ ପ୍ରଶାନ୍ତ ଭୂଷଣଙ୍କ ଉପରେ ସୋମବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏକ ତାଙ୍କ ଜୋରିମାନା ଆଦେଶ ଦେଇଥିଲେ | 

ଭୂଷଣ ଟୁଇଟ୍ କରି କହିଛନ୍ତି, “ମୋର ଓକିଲ ତଥା ବରିଷ୍ଠ ସହକର୍ମୀ ରାଜୀବ ଧାୱନ ଆଜି ଅବମାନନା ବିଚାର ପରେ ତୁରନ୍ତ ଏକ ତାଙ୍କ ଜରିମାନା ଜମା କରିସାରିଛନ୍ତି ” | 

Leave A Reply

Your email address will not be published.