ମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ସରକାରୀ ନଥିଲା, ବିଜେଡିର ରାଜନୈତିକ କାର୍ଯ୍ୟକ୍ରମ ଥିଲା: ବିଜେପି

ପ୍ଲାଜ୍‌ମା ସଂଗ୍ରହ ପାଇଁ ହୋଇଥିବା ସରକାରୀ ବୈଠକକୁ ବିଜେପି ବିଧାୟକ ଏବଂ ସାଂସଦଙ୍କୁ ଅଣଦେଖା ଅଭିଯୋଗ ବାରିପଦା,(ଦିଲ୍ଲୀପ ମହାନ୍ତି ): ମୟୂରଭଞ୍ଜରେ ଜୋର୍‌ ଧରିଛି କରୋନା ରାଜନୀତି। ପ୍ଲାଜ୍‌ମା ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରୀ ଭାବେ ମୟୂରଭଞ୍ଜ ଗସ୍ତ…

ଫେସବୁକ ପ୍ରେମରୁ ପ୍ରତାରଣା : ଦୁଇବର୍ଷ ପରେ ହେଲା ଥାନାରେ ଅଭିଯୋଗ, ଯୁବକ ଗିରଫ

ବାରିପଦା,(ଦିଲ୍ଲୀପ ମହାନ୍ତି): ଫେସବୁକ ପ୍ରେମରୁ ସମ୍ପର୍କ ଏବଂ ପରେ ନିବିଡ଼ତା। ଏହାର ସୁଯୋଗରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଉତ୍ତୋଳନ। ପରେ ବ୍ଲାକ୍‌ମେଲିଂ। ବାରିପଦା ଟାଉନ୍‌ ଥାନାରେ ଏପରି ଅଭ‌ିଯୋଗ କରିଛନ୍ତି ଜନୈକା ଯୁବତୀ। ବୈଶିଙ୍ଗା ଥାନା କଳମା ଅଞ୍ଚଳର ଯୁବକ ରାଜିବ…

ୟୁପିଏସ୍‌ସିରେ ସଫଳ ହେଲେ କଳାହାଣ୍ଡିର ଦୁଇ ପୁଅ

ଜୁନାଗଡ/ ଭବାନୀପାଟଣା :  ୟୁପିଏସ୍‌ସିରେ କଳାହାଣ୍ଡି ଜିଲାରୁ ୨ ପୁଅ ସଫଳତା ଆଣି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେସିଙ୍ଗା ସହରର ରାହୁଲ ଗୋଏଲ ପିତା ସୁନୀଲ ଗୋୟଲ ୧୬୮   ରେଙ୍କ  ରଖିଥିବା ବେଳେ  ଭବାନୀପାଟଣାର ସହରର ଅଙ୍କିତ  ମିଶ୍ର ପିତା  ରଞ୍ଜନ ମିଶ୍ର ୨୯୪ ନଂ ରେଙ୍କ ରଖି ଉତ୍ତୀର୍ଣ୍ଣ…

ଜିଲ୍ଲା ବିଜେପି ପକ୍ଷରୁ ଆଶୁ ଆରୋଗ୍ୟ କାମନା ପାଇଁ ପୂଜାର୍ଚ୍ଚନା 

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା। ଜିଲ୍ଲା ବିଜେପି ପକ୍ଷରୁ ଗ୍ରୁହମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା  କରାଯାଇଛି। ବିଶ୍ଵ ସହ ଦେଶସାରା କୋଭିଡ 19 କୋରୋନା ସଂକ୍ରମଣ ମହାମାରୀ ରୂପ ଧାରଣ କରିଥିବା ବେଳେ ବିଗତ କିଛି ଦିନ ପୂର୍ବେ ଗ୍ରୁହମନ୍ତ୍ରି  ଅମିତ ଶାହ କୋରୋନା ସଂକ୍ରମଣ ରେ…

ଅଯୋଧ୍ୟାରେ ହେବ ଭୂମିପୂଜନ : ଖୁସିର ଦୀପାବଳି ପାଳନ କରିବାକୁ ଭିଏଚପି ନେତୃବୃନ୍ଦଙ୍କ ଅନୁରୋଧ 

ସୁନ୍ଦରଗଡ଼ - ଆଜି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ | ତେଣୁ ଏହି ଐତିହାସିକ କ୍ଷଣକୁ ଭବ୍ୟ ଉତ୍ସବ ଭାବରେ ପାଳନ କରିବା ତଥା ଖୁସିର ଦିପାବଳୀ ରୂପେ ପାଳନ କରିବା ପାଇଁ…

“ଶିକ୍ଷାଗତ ଯୋଗ୍ୟତା ନଥାଇ ଅଫିସରେ ହୋଇଛନ୍ତି ଥଇଥାନ ” !!!

ଅତିଶୀଘ୍ର ବଦଳି ପାଇଁ ଏସପିଙ୍କ ନିକଟରେ ଦାବୀ  କିଏ ଦେଉଛି ବର୍ଷବର୍ଷ ଧରି ପ୍ରୋତ୍ସାହନ ତାହାକୁ ନେଇ ଉଠୁଛି ସାଧାରଣରେ ଅନେକ ପ୍ରଶ୍ନବାଚୀ  ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନକୁ ମାଡି ବସିଥିବା ତଥା ବିନା ଶିକ୍ଷାଗତ ଯୋଗ୍ୟତାରେ ଅଫିସରେ ଥଇଥାନ ହୋଇଥିବା…

ରାଖୀ ପରଦିନ ଭଉଣୀମାନଙ୍କ ପାଇଁ ବଡ ଉପହାର ଆଣିଦେଲା ନବଲଙ୍କ ସଫଳତା

 ବାପାମାଙ୍କ ପାଇଁ ଖୁସି ଆଉ ଅଞ୍ଚଳବାସୀଙ୍କ ପାଇଁ ଗୌରବ  ବଲାଙ୍ଗୀର/ କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଡଲୁରାମ ଜୈନଙ୍କ ପୁଅ ନବଲ କୁମାର ଜୈନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୨୫ ର‍୍ୟାଙ୍କ ରଖି ସଫଳତାର ସହ ଉତ୍ତୀର୍ଣ ହୋଇଛନ୍ତି । ଏହି ଖବର ପ୍ରସାରଣ ପରେ…

ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପ୍ରାପ୍ୟ ପ୍ରଦାନରେ ସାମାନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ – …

ଭୁବନେଶ୍ବର,: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ  ନିର୍ଦ୍ଦେଶ ଦେଇଛନ୍ତି।…

“ଆସନ୍ତାକାଲି ସଂଧ୍ୟା ୬ଟାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା”

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ ଭୁବନେଶ୍ୱର (ଶାସକ ପ୍ରଶାସକ) କିଛି ଦିନ ତଳେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଲେ କୋଭିଡି ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ପୁଣି ଆସନ୍ତା କାଲି  ନିରବ ପ୍ରାଥନା କରିବା ସହ ଏକ ଶପଥ ପାଠ ନେବା ପାଇଁ ଅନୁରୋଧ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ 

ଭୁବନେଶ୍ୱର : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା କରୋନା ଆକ୍ରାନ୍ତ ହେବ ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଆକ୍ରାନ୍ତ ହୋଇଛନ୍ତି | ଏ ବିଷୟ ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ଟୁଇଟ କରି ଉଲ୍ଲେଖ କରିଛନ୍ତି | ସେ  ତାଙ୍କ ଟୁଇଟରେ…