Sign in
Sign in
Recover your password.
A password will be e-mailed to you.
କରୋନା : ଗତ ୨୪ ଘଣ୍ଟା ଭିତରେ ୫୨,୦୫୦
ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୨,୦୫୦ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୮,୫୫,୭୪୬ ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୮୬,୨୯୮ ଜଣ | ଏ ଯାବତ ଦେଶରେ ୧୨, ୩୦, ୫୧୦ ଜଣ ସୁସ୍ଥ ହୋଇ ଘରକୁ…
କର୍ଣ୍ଣାଟକ ବିରୋଧୀ ଦଳ ନେତା ଶ୍ରୀ ସିଦ୍ଧରାମେୟାଙ୍କୁ କରୋନା : ଡାକ୍ତରଖାନାରେ ଭର୍ତ୍ତି
ବାଙ୍ଗାଲୋର : ବରିଷ୍ଠ କଂଗ୍ରେସ ନେତା, କର୍ଣ୍ଣାଟକ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ତେଣୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ଏ ବିଷୟ ସେ ନିଜେ ଟୁଇଟ କରି ଅବଗତ କରାଇଛନ୍ତି ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି…
ସାନି ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ
COVID-19 ପରିସ୍ଥିତି ମଧ୍ୟରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ କେନ୍ଦ୍ର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର | କେନ୍ଦ୍ର କହିଛି ଯେ ସଂପୃକ୍ତ ରାଜ୍ୟରେ ଯାତ୍ରୀଙ୍କ ଆସିବା ପରେ ସେମାନଙ୍କ ଆକଳନ ଅନୁଯାୟୀ କ୍ଵାରେଣ୍ଟାଇନ ଏବଂ ଆଇସୋଲେସନ ସମ୍ବନ୍ଧରେ…
ବାରିପଦାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ସମ୍ଭାବନା
ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ବାରିପଦାରେ
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ତୃତୀୟ ରାଜ୍ୟ ଭାବେ ପ୍ଲାଜମା ଥେରାପି ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟରେ ତୃତୀୟ ପ୍ଲାଜମା ବ୍ୟାଙ୍କ ପଶ୍ଚିମ ଓଡ଼ିଶାର ରାଉରକେଲାଠାରେ ଗତ ଜୁଲାଇ ମାସରେ…
ଆୟୁଷ ଡାକ୍ତର କରୋନା ଯୋଦ୍ଧା ଟି !!!
କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇବେ ଆୟୁଷ ଡାକ୍ତର !
ଭୁବନେଶ୍ୱର : ସରକାର କହୁଛନ୍ତି କରୋନା ବିରୋଧରେ ଲଢେଇ କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଦିଆନଯିବା ଦରକାର | ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆଶା ଅଙ୍ଗନବାଡି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ଯୋଦ୍ଧା | ହେଲେ ରାଜ୍ୟ ସ୍ୱାସ୍ଥ୍ୟ…
ଉନ୍ମୋଚିତ ହେଲା ଏନ୍ସିଇଆରଟିର 8 ସପ୍ତାହ ବିଶିଷ୍ଟ ଉଚ୍ଚପ୍ରାଥମିକ ବିକଳ୍ପ ଶିକ୍ଷା ପାଠ୍ୟକ୍ରମ
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ବିକଶିତ ଏହି ବିକଳ୍ପ ପାଠ୍ୟକ୍ରମ ପିଲାମାନଙ୍କୁ ଶୈକ୍ଷିକ ଦିଗ୍ଦର୍ଶନ ଦେବାରେ ସହାୟକ ହେବ : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଉଚ୍ଚପ୍ରାଥମିକ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ବିକଳ୍ପ ଶୈକ୍ଷିକ ପାଠ୍ୟକ୍ରମ…
ବ୍ରଜରାଜନଗରରେ ଭୁଜାଲି ମାଡ଼ : ଦୁଇ ଯୁବକ ଆହତ
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡା :-ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗା ନଗର ଅଞ୍ଚଳରେ ଦୁଇ ଜଣ ଯୁବକ ଭୁଜାଲି ମାଡ଼ରେ ଆହାତ। ସୂଚନା ଅନୁଯାୟୀ, ଆଜି ପ୍ରାୟ ସନ୍ଧ୍ୟା 4.30 ସମୟରେ ଜଣେ ବ୍ୟକ୍ତି ଅନ୍ୟ ଦୁଇ ଜଣ ବ୍ୟକ୍ତି ଙ୍କ ସହିତ ଖୁବ ଯୁକ୍ତି ତର୍କ ଚାଲିଥିଲା ସମୟରେ ସେହି…
ମହାନଗର ନିଗମରେ କରୋନା ସ୍ଥିତି ସଂଗୀନ !
ଆଜି ଦିନକରେ ୯୩ , ୬ ଦିନରେ ୩୦୦ ଚି଼ହ୍ନଟ
ସମୁଦାୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୮୧
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଜ଼ିଲ୍ଲା ର ତୃତୀୟ ସ୍ଥାନ ରେ ସମ୍ବଲପୁର ଜ଼ିଲ୍ଲା ରହିବା ସହିତ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l…
ବରଗଡ଼ ସାଂସଦଙ୍କୁ ସାକ୍ଷାତ କଲେ ଝାରସୁଗୁଡ଼ା ବାର ଏସୋସିଏସନର ସଦସ୍ୟ ମାନେ
ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ବାର ଏସୋସିଏସନର ସଦସ୍ୟ ମାନେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଝାରସୁଗୁଡ଼ାର ସର୍କିଟ ହାଉସରେ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ କୋଇଲା ଖଣି ସମ୍ବନ୍ଧିତ ସମସ୍ତ ମାମଲା ପାଇଁ ଝାରସୁଗୁଡ଼ାରେ ଏକ…
ଭାରତ ରତ୍ନ ପକ୍ଷରୁ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ, ଝାରସୁଗୁଡା ପରିଷଦ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିନରେ କମିଟିର ଅଧକ୍ଷ କବି ଅନନ୍ତରାମ ସାହୁ, ସାଧାରଣ ସଂପାଦକ କବି ନୀକୁଞ୍ଜ ବିହାରୀ ମିଶ୍ର, ପ୍ରତିଷ୍ଟାତା ବିବେକାନନ୍ଦ ମିଶ୍ର ସ୍ଵଭାଵ କବିଙ୍କ…