Sign in
Sign in
Recover your password.
A password will be e-mailed to you.
ସରକାରୀ ଡାକ୍ତଖାନା ର ରକ୍ତ ଭଣ୍ଡାର ରେ ସକ୍ରିୟ ଦଲାଲ୍ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲା ଟିଟିଲାଗଡ ବିକାଶ…
ଟିଟିଲାଗଡ (ଗୌରବ ଦରଜୀ)- କରୋନା ମହାମାରୀ ସମୟରେ ଉନ୍ନତମାନର ଚିକିତ୍ସା ପାଇଁ ରୋଗୀ ବାହାରକୁ ଯାଇପାରୁନାହାନ୍ତି । ଭାଗ୍ୟକୁ ଆଶ୍ରା କରି ସମସ୍ତେ ଚିକିତ୍ସା ପାଇଁ ସହରର ଏକମାତ୍ର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଅନ୍ୟପଟେ ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା ଭୁଷୁଡି…
ରେଙ୍ଗାଲି ବ୍ଲକ : ନୋ ପିସି ନୋ ୱାର୍କ !
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଲାଣି। ଏଠାରେ ବିନା ପିସିରେ କୌଣସି କାମ ହୋଉନାହିଁ। ଏକଥା ଆମେ କହୁ ନାହୁଁ ଏଠାକାର ଲୋକ ପ୍ରତିନିଧି ତଥା ସାଂସଦ ପ୍ରତିନିଧି କହୁଛନ୍ତି। ଭିଓ-୧- ଏକଦା ବିଭିନ୍ନ ଲୋକାଭିମୁଖି କାର୍ଯ୍ୟ…
ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ଓ ବିଧାୟକ
ବରଗଡ :- ବିଶ୍ୱ ମହାମାରୀ କୋରୋନା କବଳରୁ ସଂକ୍ରମିତ ବ୍ୟକ୍ତି ମାନଙ୍କର ଜୀବନ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଅନୁରୋଧ , ଜିଲ୍ଲା…
ୟୁପିଏସସି ପରୀକ୍ଷାରେ ଦଶମ ସ୍ଥାନରେ ଓଡ଼ିଆ ଝିଅ ସଞ୍ଜିତା
ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ୨୦୧୯ ଚୂଡାନ୍ତ ଫଳାଫଳ upsc.gov.in ରେ ଘୋଷିତ | ଦଶମ ସ୍ଥାନରେ ରହିଛନ୍ତି ଓଡ଼ିଆ ଝିଅ ସଞ୍ଜିତା | ଭୁବନେଶ୍ୱରର ସଞ୍ଜିତା ମହାପାତ୍ର ଓଏଏସ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ପୂର୍ବରୁ ରାଉରକେଲାସ୍ଥିତ…
ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ ,ରେଜଲ୍ଟ ଦେଖିବାକୁ କ୍ଲିକ କରନ୍ତୁ
ଓଡିଶାରୁ ଟପ ଟେନରେ ଦି ଜଣ, ୮୨୯ ଜଣିଆ ତାଲିକାରେ ୨୧ ଜଣ
ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ୨୦୧୯ ଚୂଡାନ୍ତ ଫଳାଫଳ upsc.gov.in ରେ ଘୋଷିତ | ସେପ୍ଟେମ୍ବର 2019 ରେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ହୋଇଥିବା ଏକ ଲିଖିତ ପରୀକ୍ଷା ଏବଂ ବ୍ୟକ୍ତିତ୍ୱ ପରୀକ୍ଷା…
ମେହେର ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ
ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ା। ଶ୍ରାବଣ ପୂର୍ଣ୍ଣିମା ତିଥିରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ମେହେର (ଭୁଲିଆ)ସମାଜ ଟାଉନ ୟୁନିଟ ପକ୍ଷରୁ ପାଳନ କରାଯାଇଛି। ସମାଜ ପକ୍ଷରୁ ଦିନ ୧୧ଟା ବେଳେ zoom meeting ସାହାଯ୍ୟ ରେ facebook live …
ଆଜି ଓଡ଼ିଶାରେ କରୋନା ୧୩୮୪ /୯
ଗଂଜାମ ୨୮୮ , ଖୋର୍ଦ୍ଧା ୨୦୧, କଟକ ୧୨୧, ସମ୍ବଲପୁର ୮୨
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୨୬ ଜିଲ୍ଲାରୁ ୧୩୮୪ ଜଣ ଚିହ୍ନଟ ହୋଇଥିବା ବେଲେ ୯ ଜଣଙ୍କ ଜୀବନ ଯାଇଛି | ମୃତକଙ୍କ ମଧ୍ୟରେ ୬ ଜଣ ଗଂଜାମ ଜିଲ୍ଲାରୁ ହୋଇଥିବା ବେଳେ ପୁରୀ , ଯାଜପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ…
କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ଟିମକୁ ଘେରିଲେ ଗ୍ରାମବାସୀ
ବୌଦ୍ଧ (ଶାସକ ପ୍ରଶାସକ)–ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଞ୍ଚାୟତର ବଉଳସିଙ୍ଗା ଗ୍ରାମରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ଗତ ରବିବାର ଦିନ ରିପୋର୍ଟ ଆସିଥିଲା l ସରପଞ୍ଚ ବଉଳସିଙ୍ଗା ଗ୍ରାମକୁ ଆଜି ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି |…
୧୫କି.ମି ଚାଲିବା ପରେ ୪ ହାଇଦ୍ରାବାଦ୍ ଫେରନ୍ତା ପ୍ରବାସୀଙ୍କୁ ମିଳିଲା ପ୍ରଶାସନିକ ସହାୟତା
ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଏବଂ ଶଙ୍କୁଲେଇ ପଞ୍ଚାୟତ ଅଞ୍ଚଳର ୪ଜଣ ପ୍ରବାସୀ ହାଇଦ୍ରାବାଦ୍ରୁ ଫେରି ଗତ କାଲି ବ୍ଲକ ସଦରମହକୁମା ଚାରିଛକରେ ପଞ୍ଚିଥିଲେ। ସମସ୍ତେ ଭୂବନେଶ୍ୱରରୁ ଏକ ବସରେ ଆସି ଚାରିଛକରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବାପରେ ଛତ୍ରଙ୍ଗ…
ଗୋଟିଏ ଦସ୍ତଖତରେ ଟ୍ରମ୍ପ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଦେଲେ ଝଟକା !
ୱାସିଂଟନ : "Today, I am signing an executive order to ensure that the Federal government lives by a very simple rule: Hire American.
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ କାର୍ଯ୍ୟନିର୍ବାହୀ ଆଦେଶ ବା ଗୋଟିଏ ଦସ୍ତଖତରେ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ…