“ପାଟଣାଗଡ଼ରେ ପ୍ରତ୍ୟହ ଦୀପାବଳୀର ବାସ୍ନା”

ପାଟଣାଗଡ଼:(ଶାସକ ପ୍ରଶାସକ-ଯତୀନ୍ଦ୍ର ନନ୍ଦ ):  ଆମ୍ଭେ ଭଲ ଭାବରେ ଜାଣିଛୁ ଯେ ଦୀପାବଳୀରେ ହିଁ ବାଣ ଫୁଟା ଯାଇଥାଏ ବୋଲି !ଏକଥାବି ଜାଣିଛୁ ଦୀପାବଳୀର ଦିନକ ଆଗରୁ କିମ୍ବା ଦିନକ ପରେ ମଧ୍ୟ  କାଁଭାଁ ବାଣର ଶବ୍ଦ ଶୁଣିବାକୁ ମିଳିଥାଏ ! ତାସାଙ୍ଗକୁ ବିବାହ ଉତ୍ସବ ଆଦି କାର୍ଯ୍ୟରେ ମଧ୍ୟ ବାଣ…

ମହିଳା ମଣ୍ଡଳ ପକ୍ଷରୁ ସଚେତନତା ବୈଠକ

ବୁଗୁଡା / ଡ଼ଃ. କୁମୁଦ ଚନ୍ଦ୍ର ବେହେରା : ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପଣ୍ଡସରା ପଞ୍ଚଶୀଳ ନଗର ଅଞ୍ଚଳ ମହିଳା ମଣ୍ଡଳ ପକ୍ଷରୁ ଏକ ସଚେତନତା ବୈଠକ ଅକ୍ଟୋବର ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବେ…

ମାଧବୀ ଚେର ସହ ବାଇକ ଜବତ, ୨ ଗିରଫ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବନବିଭାଗ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନରେ  ଅକ୍ଟୋବର ୧୯ ତାରିଖ ଦିନ ୮୦ କିଲୋ ଔଷଧିୟ ମାଧବୀ ଚେର ଏବଂ( ଓଡ଼ି ୩୨ ଏଫ ୩୮୮୯ ) ଏକ  ବାଇକ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୋଟ ବଡ଼ ଦୁଇଟି ବସ୍ତାରେ ୮୦ କିଲୋ ଔଷଧିୟ ମାଧବୀ ଚେର ଧରି…

 “ କ୍ରିଏଟିଭ୍ ଆର୍ଟସ୍” ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ପ୍ରବୀଣ ପଣ୍ଡାଙ୍କ ବିୟୋଗରେ ଶୋକସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରକ୍ଷାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ ବ୍ୟାୟମ ଶାଳା ପରିସରରେ “ କ୍ରିଏଟିଭ୍ ଆର୍ଟସ୍” ନାଟ୍ୟ ଅନୁଷ୍ଠାନ ପକ୍ଷରୁ…

ମିଶନ ଦଳ ଡିଆଁ : ପଦୁଅଁ ପୋଖରୀକୁ ଡେଇଁଲେ ଶଙ୍ଖୁଆ 

ବିଜେଡି ଛାଡ଼ି ବିଜେପିରେ ଜୀବନବିନ୍ଦୁ ଅଭିଯାନର ଜିଲ୍ଲା ସଂଯୋଜକ  ବାଲେଶ୍ୱର ଅର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ଓ ମହିଳା ବିଜେଡି ସଦର ସଭାନେତ୍ରୀ ବି ମିଶିଲେ ବିଜେପିରେ  ବାଲେଶ୍ୱର(ଶାସକ ପ୍ରଶାସକ ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଖେଇ ଆସୁଥିଲେ ବି ବିଭିନ୍ନ ଦଳର ଛାମୁଆ କର୍ମୀଙ୍କ…

ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ଦାୟିତ୍ୱ ଗ୍ରହଣ

ବାଲେଶ୍ୱର,(ଶାସକ ପ୍ରଶାସକ): କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲାକୁମାରଙ୍କ ଓଡ଼ିଶା ଗସ୍ତକାଳରେ ଦଳର ଜିଲ୍ଲାସ୍ତରୀୟ କମିଟି ଗଠନ ସାଙ୍ଗକୁ କର୍ମକର୍ତ୍ତା ଚୟନ କାର୍ଯ୍ୟ ଜୋରଦାର ହୋଇଛି । ତେବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବେ ସଂଜୀବ ଗିରିଙ୍କ ଦାୟିତ୍ୱ ଅର୍ପଣକୁ ନେଇ ଦଳୀୟ…

ଟିକଟ ପାଇନୁ ଵୋଲି ଉଣା ନାହିଁ ମନ : ସଫେଇ ଦେଲେ ରବି ଓ ଜୀବନ

ବାଲେଶ୍ୱର: ଯେତେ ଲୁଚେଇଲେ ବାଲେଶ୍ୱର ବିଜେଡିରେ ଭିତିରି ଅସନ୍ତୋଷ ପଦାକୁ ଆସିଯାଉଛି ସାମାଜିକ ଗଣମାଧ୍ୟମରେ । କିଛି ନେତା ବି ଜାଣି ଶୁଣି ଏଭଳି ଖବର ବି ସାମାଜିକ ଗଣମାଧ୍ୟମରେ ପ୍ରାୟୋଜିତ ଭାବେ କରାଉଛନ୍ତି | କେତେ ବେଳେ ରବି ଜେନାଙ୍କୁ ନେଇ ବାହାରୁଛି ତ କେତେବେଳେ ଆଲୋକ ସାହୁଙ୍କୁ ନେଇ…

ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ:ବିଜେପି

ଦିଗପହଣ୍ଡି ଦଳିତ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା :  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେପି  ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ…

ନବନିଯୁକ୍ତ ଜିଲ୍ଲା ସଭାପତି ନିହାର ମହାନନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ବରଗଡ :- ଆଜି ସନ୍ଧ୍ୟାରେ କଂଗ୍ରେସର ନବନିର୍ବାଚିତ ବରଗଡ ଜିଲ୍ଲା ସଭାପତି ଶ୍ରୀ ନିହାର ମହାନନ୍ଦଙ୍କୁ ପାଇକମାଲରେ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗତକାଲି ଶ୍ରୀ ମହାନନ୍ଦ  ବରଗଡ଼ ଜିଲ୍ଲା , ଜିଲ୍ଲା ସଭାପତି ଭାବେ ନିଯୁକ୍ର…

ଟିଟିଲାଗଡ ବ୍ଲକ ଗସ୍ତରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ  

ଟିଟିଲାଗଡ, ( ଗୌରବ ଦର୍ଜୀ)-ଓଡ଼ିଶା ସରକାର ରାଜ୍ୟର ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଅଞ୍ଚଳ ରେ ମହିଳା ମାନଙ୍କୁ ବ୍ୟବସାୟ କରିବାପାଇଁ ଉତ୍ସାହ କରୁଛନ୍ତି। ଛତୁ ଚାଷ, ମା ଓ ଶିଶୁ ଖାଦ୍ୟ  ପ୍ରସ୍ତୁତି କରଣ, ଜୈବିକ ଖତ ତିଆରି, ଆଦି ବିଭିନ୍ନ…