“ସଂସ୍କୃତି ଚର୍ଚ୍ଚା’ ଲୋକାର୍ପିତ

  ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ "ସଂସ୍କୃତି ଚର୍ଚ୍ଚା'ର ପ୍ରଥମ ଖଣ୍ଡ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି |  ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ "ସଂସ୍କୃତି ଚର୍ଚ୍ଚା'…

ଅନଲାଇନରେ  ସଂରକ୍ଷଣ ହେବ ରବିନ୍ଦ୍ର, ଉତ୍କଳ ଓ ଭଞ୍ଜକଳା ମଣ୍ଡପ

ଭୁବନେଶ୍ୱର,(ଶାସକ ପ୍ରଶାସକ) ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱରର ତିନୋଟି ମଣ୍ଡପ- ରବିନ୍ଦ୍ରମଣ୍ଡପ, ଉତ୍କଳମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସଂରକ୍ଷଣ ଅନ୍ଲାଇନରେ  ହୋଇପାରିବା  ସ୍ଥାନୀୟ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଭର୍ଚୁଆଲ୍…

 ତହସିଲଦାର – ମାଫିଆ ଲିଙ୍କ ଅଭିଯୋଗ :କ୍ରାଇମବ୍ରାଞ୍ଜ ତଦନ୍ତ ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ବେତନଟୀ ତହସିଲର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ସହିତ ଲଘୁ ଖଣିଜ ସମ୍ପଦ ଚୋରା ବ୍ୟବସାୟ ଚଳାଇଥିବା ମାଫିଆମାନଙ୍କ ସହିତ ଲିଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆଜି କ୍ରାଇମବ୍ରାଞ୍ଚର ଡ଼ିଏସପି ବିକାଶ ବେହୁରୀଆଙ୍କ…

ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

କୋଭିଡ୍ ସୁପରିଚାଳନା ଏବଂ  ପ୍ଲାଜମା ଥେରାପି ପାଇଁ ପ୍ଲାଜମା ସଂଗ୍ରହ ଉପରେ ନେଲେ ସମୀକ୍ଷା ବୈଠକ   । ଭୁବନେଶ୍ୱର(ଦିଲ୍ଲୀପ ମହାନ୍ତି ) : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ ।

ପଦ୍ମପୁର- ମଙ୍ଗଳବାର ଦିବା ୯ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ୫୫ ତମ ପ୍ରତିଷ୍ଠା ଦିବସ କୋଭିତ ୧୯ ର ସମସ୍ତ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ…

ବିଶାଲଖିଣ୍ଡା ପଞ୍ଚାୟତରେ ମାଗଣା ହୋମିଓପ୍ୟାଥିକ ଔଷଧ ବଣ୍ଟନ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): କରୋନା ରୋଗ ର ସଂକ୍ରମଣ ଓ ଭୟାବହତା ବୃଦ୍ଧି ସଙ୍ଗେ ସଙ୍ଗେ ଏହାର ମୁକାବିଲା ପାଇଁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଚାଲିଛି । ଗୋଟେ ପଟେ ସରକାରୀ ବେସରକାରୀ ସ୍ତରରେ ଏହାର ପ୍ରତିଷେଧକ ଔଷଧ ଓ ରୋଗରୁ ଆରୋଗ୍ୟ ଲାଭ କରିବାର ଔଷଧ…

କରୋନା ବେଳରେ ପ୍ରତିଟି ଦିନ କଟିଥାଏ ସାଧାରଣ ଜନତାଙ୍କ ପାଖରେ

ନୟାଗଡ (ବିଶ୍ୱଜିତ ନାୟକ) - ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତିଟି ଦିନ କଟିଥାଏ ସାଧାରଣ ଜନତାଙ୍କ ପାଖରେ । ଯେକୌଣସି ଵର୍ଗର ହେଉ ବା ଯେକୌଣସି ଜାତିର ହେଉ ଯେକେହି ଅସୁବିଧାର ସମ୍ମୁଖୀନ ହୁଅନ୍ତି…

କୋଭିଡ – ୧୯ ପରିଚାଳନା ରେ ବ୍ୟାପକ ତ୍ରୁଟି, ଅଭିଯୋଗ ଆଣିଲେ ସଂଘରୋଧ କେନ୍ଦ୍ର ର ୬ ଜଣ ସୈନିକ 

 ସୈନ୍ୟ ବିଭାଗ ଉଚ୍ଚ ପଦାଧିକାରୀଙ୍କ ଚିଠିକୁ ପ୍ରଶାସନର ଅଣଦେଖା l ୧୦ ଦିନ ହେବ କରାଯାଉ ନାହିଁ କରୋନା ପରୀକ୍ଷା l  ସଂଘରୋଧ କେନ୍ଦ୍ରରୁ ସଂକ୍ରମିତ ହେବା କଲେ ଆଶଙ୍କା l ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା ରେ କୋଭିଡ - ୧୯ ପରିଚାଳନା ରେ ବ୍ୟାପକ ତ୍ରୁଟି ପରିଲକ୍ଷିତ…

ସମଗ୍ର ପଶ୍ଚିମାଞ୍ଚଳରେ ନୂଆଖାଇ ଏବଂ ପୂର୍ବଦିନ ସଟଡାଉନକୁ କୋହଳ କରିବା ଦାବି 

ଆର.ଡି.ସି ଙ୍କୁ ଦାବୀ ପତ୍ର ଦେଲା  ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ପଶ୍ଚିମାଞ୍ଚଳ ର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ସମ୍ବଲପୁର ଜିଲ୍ଲା ସଟଡାଉନ ରଖିବା ପାଇଁ  ଜିଲ୍ଲା  ପ୍ରଶାସନ ପକ୍ଷରୁ  ନୋଟିସ ଜାରି କରାଯାଇଛି  । ଅଗଷ୍ଟ ମାସର ପ୍ରତେକ ସପ୍ତାହ ର…

“କୋଭିଡ୍-୧୯ ସ୍ଥିତିରେ ଚାଷୀମାନଙ୍କ ନିକଟରେ ପହଂଚିବା ବଡ ମାଧ୍ୟମ ସାଜିଛି ସାମାଜିକ ଗଣମାଧ୍ୟମ’

ଲକ ଡାଉନ ବେଳେ ଭର୍ଚୁଆଲ୍ ମାଧ୍ୟମରେ ଚାଷୀଙ୍କ ପାଖରେ ପହଂଚିଛି କୃଷି ବିଭାଗ  "ହ୍ୱାଟସ୍ଆପ୍ ଗ୍ରୁପରେ  ସାମିଲ ହୋଇଛନ୍ତି  ୯ ଲକ୍ଷ ୨୦ ହଜାରରୁ ଅଧିକ  ଚାଷୀ ' " ଚାଷୀଙ୍କ ପାଖରେ ସିଧାସଳଖ ପହଂଚିଛି ବହୁ ସମୟୋପଯୋଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା : ମନ୍ତ୍ରୀ ଡ. ସାହୁ  ଭୁବନେଶ୍ୱର(ଶାସକ…