କୋବିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ପାଇଁ ନୀରବ ପ୍ରାର୍ଥନା ସହ ଶପଥ ଗ୍ରହଣ 

 ବରଗଡ :- କୋବିଡ଼ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ପାଇଁ ତଥା ଏହି ଘଡିସନ୍ଧି ମୁହୂର୍ତ୍ତରେ କୋବିଡ଼ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି , ରାଜ୍ୟବାସୀ ଙ୍କୁ ଆଜି ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଏକ ମିନିଟ ପାଇଁ ମୌନ ରହିବା ସହିତ…

“ମୁଁ ଜିତିବି, ମୋ ଓଡିଶା ଜିତିବ ଏବଂ ମାନବ ଜାତି ବି ଜିତିବ”

କୋଭିଡ ଯୋଦ୍ଧାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବୁନାହିଁ – ମୁଖ୍ୟମନ୍ତ୍ରୀ ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଲଢେଇକୁ ମଜବୁତ କରିବାକୁ ସାମୁହିକ ଶପଥ ଗ୍ରହଣ,ମୁଖ୍ୟମନ୍ତ୍ରୀ ଦିଆଇଲେ ଶପଥ  ରାଜ୍ୟରେ କରଣାରୁ ଆରୋଗ୍ୟଙ୍କ…

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା 

 କୋଭିଡ଼୍ ନିୟମ ଅନୁପାଳନ ନିମନ୍ତେ ମିଳିତ ଶପଥ ଗ୍ରହଣ। ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀର ଘଡିସନ୍ଧି ମୁହୂର୍ତ୍ତରେ ନିଜ ଘର ପରିବାରକୁ ଭୁଲି ତ୍ୟାଗ  ଓ ସମର୍ପଣ ମନୋଭାବ ଘେନି ଦିନ ରାତି ଅନବରତ ଭାବେ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ପୋଲିସ୍, ଅଙ୍ଗନବାଡ଼ି ଓ ଆଶା…

ଓଡିଶାର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁଲଭ୍ୟ ହେବ – ମୁଖ୍ୟମନ୍ତ୍ରୀ

ବୁର୍ଲା ଓ ବ୍ରହ୍ମପୁରରେ ଉଦ୍ଘାଟିତ ହେଲା ଦୁଇଟି ପ୍ଲାଜମା ବ୍ୟାଙ୍କ  ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ ଭୁବନେଶ୍ବର(ଶାସକ ପ୍ରଶାସକ) : ପୂର୍ବରୁ ରାଜ୍ୟରେ କଟକ, ଭୁବନେଶ୍ୱର ଓ ରାଉରକେଲା ଠାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା…

“ଅଧିକ ସାର ଯୋଗାଇଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି’ : ମନ୍ତ୍ରୀ ଡ. ସାହୁ

 ଖରିଫ୍ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କଲେ କୃଷିମନ୍ତ୍ରୀ  ଚାଷୀମାନଙ୍କୁ ସାର ଓ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ଯୋଗାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ଚାଷୀଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ…

ଶ୍ରୀ ରାମଲୀଳା ସାଂସ୍କୃତିକ ପରିଷଦ ପକ୍ଷରୁ ଅଖଣ୍ଡ ଦୀପ ପ୍ରଜ୍ୱଳନ

ବୌଦ୍ଧ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା  ବାଉଁଶୁଣି ଗ୍ରାମ ପଞ୍ଚାୟତର ବଉଦିଆପଡା ଶ୍ରୀରାମଲୀଳା ସାଂସ୍କୃତିକ ଉନ୍ନୟନ ପରଷଦ ପକ୍ଷରୁ ଅଯୋଧ୍ୟାରେ ଶ୍ରୀରାମ ପ୍ରଭୁଙ୍କ ମନ୍ଦିର ନିର୍ମାଣର ଭୂମିପୂଜନ ଉପଲକ୍ଷେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବା ସହ କରୋନା ମହାମାରୀରୁ ଭାରତବର୍ଷକୁ ରକ୍ଷାକରିବା…

ସୁସ୍ଥଙ୍କ ସଂଖ୍ୟା ଟପିଲା ୨୫୦୦୦ 

ଭୁବନେଶ୍ୱର : ଆଜି ସୁସ୍ଥ ହେଲେ ୧୨୫୫ଜଣ | ଏହାସହିତ କରୋନା ଯୋଦ୍ଧାଙ୍କ  ଅକ୍ଲାନ୍ତ ଓ ତ୍ୟାଗପୂତ ସେବା କାରଣରୁ  ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅତିକ୍ରମ କରିଛି ୨୫୦୦୦| ଓଡିଶାର ମୋଟ ସୁସ୍ଥଙ୍କ ସଂଖ୍ୟା  ବର୍ତ୍ତମାନ ୨୫୭୩୭ ରେ ପହଞ୍ଚିଛି | ଆଜି ସର୍ବାଧିକ ୪୯୫ ଜଣ ଗଂଜାମ ଜିଲ୍ଲାରୁ…

ସର୍ବଭାରତୀୟସ୍ତରରେ ୧୯୫ ର‍୍ୟାଙ୍କ ହାସଲ କଲେ ବେଦଭୂଷଣ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ ରେ ବରିଷ୍ଠ ଶିକ୍ଷକ ଭାବରେ କାର୍ଯ୍ୟରତ ସୋମଦତ୍ତ ଶାସ୍ତ୍ରୀଙ୍କ ପୁତ୍ର ବେଦ ଭୂଷଣ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର‍୍ୟାଙ୍କ ହାସଲ କରିଛନ୍ତି। ବରଗଡ ଜିଲାର ମୂଳ ନିବାସୀ ବେଦ ଭୂଷଣ ଗତ ୨୦୧୭ର…

ୟୁପିଏସସି ପରୀକ୍ଷାରେ ସଫଳ ବିଶ୍ୱରଞ୍ଜନଙ୍କୁ ଶୁଭେଚ୍ଛା ଜଣାଇଲେ ଉତ୍ତର ବିଧାୟକ 

ଭୁବନେଶ୍ୱର (ଶାସକ ପ୍ରଶାସକ) :ଭୁବନେଶ୍ୱର ଉତ୍ତର  ନିର୍ବାଚନମଣ୍ଡଳୀ ୧୪ ନଂ ୱାର୍ଡ ଅନ୍ତର୍ଗତ ନିଳାଦ୍ରୀ ବିହାର ଅଞ୍ଚଳରେ ରହୁଥିବା  ଶ୍ରୀ ବେଣୁଧର ଭୋଳ ଓ ମିନତୀ ଭୋଳଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀକୁମାର ବିଶ୍ୱରଞ୍ଜନ ଏଥର ୟୁପିଏସସି ପରୀକ୍ଷାରେ ପାଇଛନ୍ତି ସଫଳତା ।  ଜଣେ ଦରଜୀ ଭାବେ ଜୀବିକା…

ସର୍ବକନିଷ୍ଠ ଆଇଏଏସ ସିମି କରଣ, ଗାଈ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଆସିଥିଲେ ଚର୍ଚ୍ଚାକୁ

 'ସାର୍, ସେହି ଗାଈ ମାନେ ଭାଗ୍ୟବାନ, ଆଇଆଇଟିରେ ପହଞ୍ଚିବା ପାଇଁ ଆମକୁ କଠିନ ପରୀକ୍ଷା କରିବାକୁ ପଡିଥାଏ | ହେଲେ ଏ ଗାଈ ମାନେ ଏମିତି  ବୁଲି ବୁଲି ଆଇଆଇଟିରେ ପ୍ରବେଶ ପାଇଯାନ୍ତି ।' ଭୁବନେଶ୍ୱର(ଶାସକ ପ୍ରଶାସକ) : ଏହି ବର୍ଷର ଯୋଗ୍ୟ ସର୍ବ କନିଷ୍ଠ ଆଇଏଏସ୍ ଅଧିକାରୀ ହୋଇଛନ୍ତି ସିମି କରଣ…