ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ଆଜି ପ୍ଲାଜମା ଦାନ କରିଥିବା ବ୍ରଜ ମୋହନ ଉପାଧ୍ୟାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଜୁ ଜନତା ଦଳର ଟାଉନ ସଭାପତି ଶ୍ରୀ ସନ୍ଦୀପ ଅବସ୍ତି, ପୂର୍ବତନ ନଗରପାଳ ଶ୍ରୀ ହରିଷ ଗଣତ୍ରା, ବାର ସଭାପତି ଶ୍ରୀ ପି ରାମା ରାଓ, ଶ୍ରୀ ଅଶୋକ ଦାସ, ଶ୍ରୀ ପିଣ୍ଟୁ ପାଢ଼ୀ, ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଶ୍ରୀ ଦିବ୍ୟ ଲୋଚନ ଉପାଧ୍ୟାୟ, ଶ୍ରୀ ଆଦିତ୍ୟ ନାଥ, ଶ୍ରୀ ଅକ୍ଷୟ କୁମାର ଦନ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.