ଲୁହାଛଡ଼ ଚୋରି ଅଭିଯୋଗରେ ଦୁଇଜଣ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ) ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଝାରସୁଗୁଡ଼ାରୁ ଦୁଇ ଜଣଙ୍କୁ ଲୁହାଛଡ଼ ଚୋରି କରିବା ଅଭିଯୋଗରେ ବଡ଼ମାଲ ପୋଲିସ ଗିରଫ କରିଛି।  ସୂଚନାରୁ ପ୍ରାପ୍ତ ଯେ ରିତୁ କୁମ୍ଭାର ଓ କରନ ଶର୍ମା ନାମକ ଦୁଇଜଣ ଯୁବକ ବେଦାନ୍ତର କାନ୍ଥ ଡେଇଁ ଆଜି ତା:୧୩/୦୮/୨୦୨୦ ଦିନ ପ୍ରାୟ ୧ ଟା…

ମୟୁରଭଞ୍ଜ ଜିଲ୍ଲା ଚାଲିଛି ଲଘୁ ଖଣିଜ ମାଫିଆଙ୍କର ଗୁଣ୍ଡାଗର୍ଦ୍ଦି 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୟୁରଭଞ୍ଜ ଜିଲ୍ଲା ଚାଲିଛି ଲଘୁ ଖଣିଜ ମାଫିଆଙ୍କର ଗୁଣ୍ଡାଗର୍ଦ୍ଦି । ତେବେ କିଛି ଦିନ ପୂର୍ବରୁ ବେତନଟୀ ତାହାଡ଼ିଲର ପୂର୍ବତନ ତହସିଲଦାରଙ୍କ ବାଲି ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିବା ବେଳେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ…

କଟକଣା ବନାମ ପେଟପାଟଣା: ଷ୍ଟେସନ ବଜାର ହାଟରେ ଦୋକାନ ଖୋଲା

ପ୍ରଶାସନର ଚଢ଼ଉ ପରେ ଉତ୍ତେଜନା, କେମିତି ଚଳିବୁ ଜବାବ୍ ମାଗିଲେ ବ୍ୟବସାୟୀ ବାରିପଦା(ଦିଲ୍ଲୀପ ମହାନ୍ତି): ଦିନେ କୋଳାହୋଳପୂର୍ଣ୍ଣ ହେଉଥିବା ମୟୂରଭଞ୍ଜ ଜିଲ୍ଲାର ହାଟ ଏବେ ଶୂନଶାନ। କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜିଲ୍ଲାପ୍ରଶାସନ ଚଳିତ ମାସ  ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ…

ମୟୂରଭଞ୍ଜ ଜିଲ୍ଲାର ୨ ବ୍ଲକର ୬୬ ହଜାରରୁ ଅଧିକ ଜନାସାଧାରଣଙ୍କ ଜଳ କଷ୍ଟ ଦୂର ହେବ

ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ପ୍ରଦାନ କଲେ ସାଂସଦ ମମତା ମହାନ୍ତ ବାରିପଦା(ଶାସକ ପ୍ରଶାସକ)- ଗତ ଅଗଷ୍ଟ ୧୨ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ କ୍ୟାବିନେଟ ବୈଠକରେ ୪ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା…

ବିଜେପୁର ପୋଲିସର ବଡ଼ ସଫଳତା: ବନ୍ଧାହେଲେ ଦଶ ଡକାୟତ

ଚୋରି ସାମଗ୍ରୀ ରଖିଥିବା ଅଭିଯୋଗ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରଫ   ବରଗଡ :- ଗତ 12 ତାରିଖ ଦିନ ବିଜେପୁର ଥାନାରେ ବୁଢ଼ାପଲି ସୋଲାର ପ୍ଲାଣ୍ଟ ରୁ କିଛି ଦୁର୍ବୃତ୍ତ ସେଠାରେ କାର୍ଯ୍ୟ ରତ ସିକୁରୀଟି ଗାର୍ଡ ମାନଙ୍କୁ ଆକ୍ରମଣ କରି ଷୋହଳ ଗୋଟି ସୋଲାର ପ୍ଲେଟ ଡକାୟତି କରି ନେଇଥିବା…

ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର – ମୁଖ୍ୟମନ୍ତ୍ରୀ

ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର( ଶାସକ ପ୍ରଶାସକ) : ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି । ୨୦୧୯…

ବିପଦ ସଙ୍କୁଳ ଅବସ୍ଥାରେ  ବିଶ୍ରାମାଗାର

 ମ. ରାମପୁରରୁ ଜଗତ ସାହୁ : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଡ. କର୍ଲାଖୁଣ୍ଟା ପଞ୍ଚାୟତ ର ପାଜିବହାଲି ଛକ ରେ ଥିବା ଯାତ୍ରୀ ବିଶ୍ରାମାଗାର ଅବସ୍ଥା ଅତି ଦୟନୀୟ।ଏଠାରେ ଥିବା  ବିଶ୍ରମାଗାର୍ ର ଛାତ୍ କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଅଂଶ ଫାଟି ଆଁ କଲାଣି।…

ରାୟଗଡ ଜିଲ୍ଲା ବିକାଶ ପରିଷଦ ଦେଲା ଗାନ୍ଧୀ ଜୟନ୍ତୀରୁ ଅନଶନ ଧମକ 

ଗୁଣୁପୁର / ସିଦ୍ଧାର୍ଥ ଦାସ :ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ , ତହସିଲଦାର ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିଷଦର ଜିଲ୍ଲା ଆବାହକ ପ୍ରଦୀପ ଦାଶ, ବୋମାଲି କାନ୍ତା ରାଓ , ଉପଖଣ୍ଡ ଆବାହକ ଶକ୍ତି ଦାଶ,ଗୁଣପୁର ବ୍ଲକ…

କେନ୍ଦ୍ରୀୟ ମାଛ ଚାଷ ଯୋଜନାରେ ଚାଷୀ ବେଶ ଉପକୃତ ହେଉଥିବା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

http://www.youtube.com/watch?v=daTP6Rn03mA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବେ ଆମେ ମାଛ ଚାଷ କରି ସୀମିତ ଜାଗାକୁ ମାଛ ବିହନ ଓ ମାଛ  ବିକ୍ରିବଟା କରୁଥିଲୁ , ବର୍ତ୍ତମାନ କିନ୍ତୁ  ପ୍ରଧାନମନ୍ତ୍ରୀ ଭାରତ ନିର୍ମାଣ ଯୋଜନାରେ ଆମେ ଆମର ବିଭିନ୍ନ କିସମ ମାଛବିହନ ଓ…

“ଗଙ୍ଗାଧର ମେହେର ଜଳସେଚନ ଏକ ମରିଚିକା”

http://www.youtube.com/watch?v=WKdBcHtGOYg ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଆଣିଲେ ଅଭିଯୋଗ  ବରଗଡ଼ (ଶାସକ ପ୍ରଶାସକ): ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା, ଓଡିଶା ବାସୀଙ୍କୁ ଚକ୍ମା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ ।…