ସିଡିଏମଓ ଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଏଏନଏମ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ନୂତନ ଭାବରେ କୋଭିଡ-୧୯ ରେ ସମ୍ବଲପୁର ଜିଲ୍ଲା କୋଭିଡ କାର୍ଯ୍ୟ ପାଇଁ ସର୍ତ୍ତମୂଳକ ଭାବରେ ANM ନିଯୁକ୍ତି ପାଇଥିବା ୧୪୭ଜଣଙ୍କୁ ତାଙ୍କର ତିନି ମାସ ପୁରି ଯାଇଥିବାରୁ କାର୍ଯ୍ୟରୁ CDMO ଙ୍କ ଆଦେଶ କ୍ରମେ ବରଖାସ୍ତ କରାଯାଇଛି !ମାତ୍ର ବରଖାସ୍ତ ହୋଇଥିବା ANM…

ପାଣି ଟ୍ୟାଙ୍କର ଧକ୍କାରେ ବୄଦ୍ଧ ଆହତ ,ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ ।

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା କୁତନା ଗ୍ରାମ ନିକଟସ୍ଥ ଝାରବନ୍ଧ ଡ୍ୟାମ କାର୍ଯ୍ୟରେ ଲାଗିଥିବା ଏକ ପାଣି ଟ୍ୟାଙ୍କର ଗାଡି ନମ୍ବର ଓଆର-୧୫-୫୩୯୫ ସେହି କୁତନା ଗ୍ରାମର ୬୦ ବର୍ଷୀୟ ବୄଦ୍ଧା କୁବେର ମହାପାତ୍ର ନିଜ ଘର ପିଣ୍ଡାରେ ବସିଥିବା ବେଲେ ଏହି ପାଣି ଟ୍ୟାଙ୍କର ଶକ୍ତ ଧକ୍କା…

ଦେଢ଼ଶହରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି “କୌଶଲ୍ୟା”   

         ମହିଳାଙ୍କୁ ସଶକ୍ତ କରିବା ପାଇଁ ଉତ୍କଳ ଆଲୁମିନାର ସମୟୋଚିତ ତଥା ମାହାତ୍ତ୍ୱାକାଂକ୍ଷୀ ପ୍ରକଳ୍ପ "କୌଶଲ୍ୟା" ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ‘କୌଶଲ୍ୟା’…

ଭାରସାମ୍ୟ ହରେଇ ବ୍ରିଜ ତଳକୁ ଖସିଲା ବାଇକ,ଜଣେ ମୃତ ଜଣେ ଗୁରୁତର.. 

ଅନୁଗୋଳ/ସନ୍ତୋଷ ମେହେର : ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ରାଇବାହାଳ ବ୍ରିଜଠାରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି I ମିଳିଥିବା ସୂଚନା ମୁତାବକ ଆଠମଲ୍ଲିକ ତେଲିସାହିର ଭୀମସେନ ମଲ୍ଲିକ ଓ  ବିନୋଦ ପାଣ୍ଡେ ବାଇକ ଯୋଗେ କିଶୋରନଗର ଅଞ୍ଚଳରୁ…

ଶିଳ୍ପୀ ସତ୍ୟଙ୍କ ବୋତାମରେ ତିଆରି କଳାକୃତି “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ରେ ସ୍ଥାନ ପାଇଲା 

ବୁଗୁଡା  : ଗଞ୍ଜାମ ଜିଲ୍ଲା, ସୋରଡ଼ାର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ୧୧୧୫ ଟି ରଙ୍ଗୀନ ବୋତାମ ବ୍ୟବହାର କରି ୧୮ ଇଞ୍ଚ × ୧୫ ଇଞ୍ଚ ସ୍ଥାନରେ ମାଁ କନ୍ଧୁଣି ଦେବୀଙ୍କ କଳାକୃତି ତିଆରି କରି "ଇଣ୍ଡିଆ ବୁକ ଅଫ ରେକର୍ଡ୍ସ" ସ୍ଥାନ ପାଇବାରେ ଗୌରବ ଅର୍ଜନ କରିଛନ୍ତି। ଶିଳ୍ପୀ ଶ୍ରୀ ମହାରଣା…

ଡ଼ରବାନ ଠାରେ ମିସେସ୍ ଇଣ୍ଡିଆ ୟୁନିଭରସ୍ କ୍ୱାରେଣ୍ଟାଇନ କୁଇନ୍ ପ୍ରତିଯୋଗିତାରେ ଯୋଗ ଦେବେ ଓଡ଼ିଆ ଝିଅ 

ମିସେସ୍ ଇଣ୍ଡିଆ ସୁନ୍ଦରୀ ଟାଇଟଲ୍ ହାସଲ କଲେ ସନ୍ଧ୍ୟାରାଣୀ ରାୟଗଡ(ସରୋଜ ସାହୁ) : ନୂଆଦିଲ୍ଲୀର ନିଉଟଲ ପୁଲମାନରେ ହୋଇଥିବା ମିସେସ୍ ଇଣ୍ଡିଆ ୱାନ ଇନ ମିଲିୟନ ଦ୍ୱାରା ଆୟୋଜିତ ମିସେସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତା ହେଲେ ଜଣେ…

ଖଣି ମାଫିଆ କବଜାରେ ଝାରସୁଗୁଡ଼ା ଜିଲ୍ଲା। ବିରୋଧ କଲେ ମିଳୁଛି ଧମକ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ଦଲକି ଗାଁ 'ରେ ବେଆଇନ ଭାବରେ ମୋରମ ଖନନ ଚାଲିଛି ବୋଲି ଝାରସୁଗୁଡ଼ା ବିଜେପି ଅଭିଯୋଗ କରିଛି। ବିଜେପି ଅନୁସାରେ ଏ ସମ୍ବନ୍ଧରେ ବିଭାଗୀୟ କର୍ମଚାରୀମାନେ ମୁହଁରେ ତାଲା ପକାଇ ରହିଛନ୍ତି ।  ସୂଚନା ଅନୁଯାୟୀ, ଦଲକି ଗାଁ  ଖାତା ନମ୍ବର…

ଠକୁଛି ଏମସିଏଲ : ବାରମ୍ଵାର ଆନ୍ଦୋଳନ ପରେ ମଧ୍ୟ ଲୋକଙ୍କୁ ମିଳୁନାହିଁ ସୁଫଳ

ଝାରସୁଗୁଡ଼ା :(ସୁଭାଷ ସହାରେ) :ଏଥର ଏମସିଏଲ ବିରୋଧରେ ଛିଡ଼ା ହୋଇଛନ୍ତି ଖୋଦ ବିଜେଡିର ଝାରସୁଗୁଡ଼ା ଶାଖା। ଏମସିଏଲ ଖଣିରେ ଜମି ହରାଇଥିବା ବା ଉଦବାସ୍ତୁ ହୋଇଥିବା ଲୋକେ ନିଜ ନ୍ୟାଯ୍ୟ ଦାଵିରୁ ବଞ୍ଚିତ ହୋଇ ଆସୁଥିବା ଯୋଗୁଁ ଆଜି ବିଜୁ ଜନତା ଦଳ ରାସ୍ତା ରୋକ କରି ଆନ୍ଦୋଳନ କରିଥିଲେ।  ସୂଚନା…

ଗୋଣ୍ଡୱାନାରତ୍ନଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳିତ। 

ଝାରସୁଗୁଡ଼ା (ସୁଭାଷ ସହାରେ) :ଅଖିଳ ଭାରତୀୟ ଗୋଣ୍ଡୱାନା  ମହାସଭା ତରଫରୁ ଆଜି ଝାରସୁଗୁଡ଼ାରେ ଗୋଣ୍ଡୱାନାରତ୍ନ ଦାଦା ହୀରାସିଂହ ମାରକାମଙ୍କର ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋଣ୍ଡୱାନା ଭବନରେ  ପାଳିତ ହୋଇଥିଲା। ୧୯୪୨ ମସିହା ଜାନୁଆରୀ ୧୪ ତାରିଖରେ ବିଲାସପୁର ଜିଲ୍ଲାର ତିଂଜାରିଆ ଗ୍ରାମରେ…

ଭିଟାମାଟିରୁ ଉଚ୍ଛେଦ କରିବାକୁ ଚକ୍ରାନ୍ତ କରୁଛି ବନ ବିଭାଗ। ହକ ପାଇଁ ଲଢ଼ିବାକୁ ବାହାରିଲେ ଆଦିବାସୀ। 

ଝାରସୁଗୁଡା: (ସୁଭାଷ ସହାରେ) -ପୃଥିବୀର ସବୁ ଦେଶରେ ଆଦିବାସୀ ବିରୋଧରେ ଚକ୍ରାନ୍ତ। ମୂଲ୍ୟବାନ ଖଣିଜ ସଂପଦ ଓ ବନ୍ୟଜାତ ସାମଗ୍ରୀକୁ ନିଜ କବଳରେ ରଖିବା ପାଇଁ ସବୁବେଳେ ଆଦିବାସୀଙ୍କ ହକକୁ ମାରିଛନ୍ତି ସରକାର ଓ ସରକାରୀ ବିଭାଗ। ଓଡ଼ିଶାରେ ମଧ୍ୟ ଏହିପରି କମ ଉଦାହରଣ ନାହିଁ। କେତେବେଳେ ଶିଳ୍ପ…