ମନ୍ତ୍ରୀ ସୁଶାନ୍ତଙ୍କ ସହିତ କଥା ହେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ 

ବରଗଡ :- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ କରୋନା ରିପୋର୍ଟ ପୋଜିଟିଭ ଆସିଛି । ମନ୍ତ୍ରୀ ନିଜେ ଏହି ଖବର ଟ୍ୱିଟ କରି ଦେଇଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା କହିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ୟାବିନେଟ ସହଯୋଗୀ ଶ୍ରୀ ସିଂ ଙ୍କର…

ଇଂ. କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ପୂର୍ବ ତଟ ରେଳପଥର ନୂଆ ମୁଖ୍ୟ ଜନସଂପର୍କ ଅଧିକାରୀ

ଭୁବନେଶ୍ୱର/ ଶାସକ ପ୍ରଶାସକ  : ପୂର୍ବ ତଟ ରେଳପଥର ମୁଖ୍ୟ ଜନ ସଂପର୍କ ଅଧିକାରୀ ଭାବେ ୨୦୧୦ ବ୍ୟାଚ୍ ଭାରତୀୟ ରେଳବାଇ ମେକାନିକାଲ୍ ଇଂଜିନିୟର୍ ସେବାର ବରିଷ୍ଠ  ଅଧିକାରୀ ଶ୍ରୀ କୌଶଳେନ୍ଦ୍ର କିଶୋର ଖାଡ଼ଙ୍ଗା ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ…

କେନ୍ଦୁଝର ଜିଲ୍ଲାର ଚାରି ପ୍ଲାଜମା ଦାତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପ୍ରେମାନନ୍ଦ 

 ବଡ଼ବିଲ (ଶାସକ ପ୍ରଶାସକ):   କରୋନା ପରି ଏକ ମହାମାରୀରୁ ମୁକ୍ତି ପାଇଁ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ କାର୍ଯ୍ୟ କରୁଛି। କରୋନା ରୋଗ କବଳରୁ ମୁକ୍ତି ପାଇଥିବା ବା ସୁସ୍ଥ ହୋଇ ଆସୁଥିବା ଅଧିକରୁ ବ୍ୟକ୍ତି ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ,  ଏଥିପାଇଁ…

ପ୍ରଚୁର ମାତ୍ରାରେ କଫ ସିରଫ , ନିଶା ଇଂଜେକସନ ଓ ନିଶା ବଟିକା ଜବତ

ବରଗଡ :- ଯୁବପିଢୀକୁ ନିଶା ଶକ୍ତ କରାଇ ବେଆଇନ ଭାବରେ ପ୍ରଚୁର ଅର୍ଥ ରୋଜଗାର କରିବା ସହିତ ନିଜର ରୁବାଵ ଜାହିର କରି ଲୋକଙ୍କୁ ଭୟଭୀତ କରାଇବା କିଛି ଅସାମାଜିକ ବ୍ୟକ୍ତି ମାନଙ୍କର ନିତିଦିନିଆ କାମ । ଏହିଭଳି ଅସାମାଜିକ ବ୍ୟକ୍ତି ମାନଙ୍କର ପାଇଁ ଯୁବ ସମାଜ ଭିତରେ ଅପରାଧିକ ମନୋବୃତି ସୃଷ୍ଟି…

ଆଖି ବୁଜିଦେଲେ ସଂଗୀତ କିମ୍ବଦନ୍ତୀ ପଣ୍ଡିତ ଯଶରାଜ

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ, ମହାନ ସଙ୍ଗୀତ ସାଧକ , ଅନନ୍ୟ ସଙ୍ଗୀତ ଗୁରୁ ପଣ୍ଡିତ ଯଶରାଜ ଆଜି ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କୁ 90 ବର୍ଷ ହୋଇଥିଲା । ମେଵାତି ଘରାନାର ଜଣେ ଅନନ୍ୟ ସଙ୍ଗୀତଜ୍ଞ ତଥା ଗୁରୁ ଭାବେ ଭାରତୀୟ ସଙ୍ଗୀତ ଜଗତରେ ଥିଲେ ଜଣେ ସ୍ପର୍ଦ୍ଧିତ…

 ଏକାମ୍ରକ୍ଷେତ୍ର ଯୋଜନା :  ନୂଆ ରୂପରେ ସଜେଇ ହେବ ଏକାମ୍ର କ୍ଷେତ୍ର

http://www.youtube.com/watch?v=d54DJw0r86w ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଶିବରାତ୍ରି ମହାଦୀପ ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖି ହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା Bhubaneswar(shasak Prashasak) :   ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…

୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ

  ଭୁବନେଶ୍ୱର : ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ଅଧୀନରେ ପରିଚାଳିତ ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା 19 ତାରିଖ ଦିନ 11ଟା ସମୟରେ ପ୍ରକାଶ ପାଇବ । ଏ ବିସୟରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି ।

ବିଏମସି ଏରିଆରେ ୧୯୮, କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୯୪  ଲୋକାଲ କଣ୍ଟାକ୍ଟ ଦେଖନ୍ତୁ

 ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଛନ୍ତି ୧୯୮ ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  କବାରେଣ୍ଟାଇନ ସେଣ୍ଟରରୁ ୧୦୪   ଜଣ | ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି  ୯୪  ଜଣ | ବିଏମସି ଏରିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୮୭ ଜଣରେ ପହଁଚିଥିବା ବେଳେ…

ରୋଟାରୀ କ୍ଲବ ବରମୁଣ୍ଡା ତରଫରୁ କୋଭିଡ଼୍-୧୯ ପ୍ରତିଷେଧକ ଔଷଧ ବଣ୍ଟନ

ଭୁବନେଶ୍ୱର(ଶାସକ ପ୍ରଶାସକ)  : ରୁଚିକା ମାର୍କେଟ ଦୁର୍ଗା ମଣ୍ଡପଠାରେ ରୋଟାରୀ କ୍ଲବ ବରମୁଣ୍ଡା ତରଫରୁ ମାଗଣା ସ୍ଵୀକୃତ  ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ହୋମିଓପ୍ୟାଥିକ ଇମ୍ୟୁନିଟି  ବର୍ଦ୍ଧକ କୋଭିଡ଼-୧୯ର ପ୍ରତିଷେଧକ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ପ୍ରାୟ ୫୦୦ ପ୍ୟାକ୍ ଔଷଧ, ଫେସ୍ ମାସ୍କ …

ଅଭିନବ ଢଙ୍ଗରେ ଗଂଜେଇ ଚାଲାଣ ବେଳେ ଧଇଲା ପୋଲିସ 

ବାରିପଦା/ ଦିଲ୍ଲୀପ ମହାନ୍ତି : ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ଆନ୍ତଃରାଜ୍ୟ ରାକେଟକୁ ମାଡିବସିଲା ବେତନଟୀ ପୁଲିସ । ୪୪୭ କିଲୋଗ୍ରାମ ଓଜନ ଗଞ୍ଜେଇ ସହ ପିକଅପଭ୍ୟାନ ଜବତ ।  ୨ ଅଭିଯୁକ୍ତ ଗିରଫ । ବେତନଟୀ ଥାନା ଆଇଆଇସି, ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ…