Sign in
Sign in
Recover your password.
A password will be e-mailed to you.
କରୋନା ଲଢେଇରେ ଉତ୍ସର୍ଗୀତ ମହିଳା ପୋଲିସ ଅଧିକାରୀ
ଝାରବନ୍ଧ-ମନୋହର ଦାଶ: ମହାମାରୀ କରୋନା ର କରାଳ ଛାୟା ରେ ବିଶ୍ୱବାସୀ ଆଜି ଆଚ୍ଛାଦିତ ହୋଇଯାଇଛନ୍ତି।ଏହି ଅଜଣା ରୋଗରେ ବ୍ୟାପକ ଜୀବନ ନଷ୍ଟ ହେଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ…
କରୋନା କଟକଣା ଚୁଲିକୁ : ସଟଡାଉନ୍ରେ ମଧ୍ୟ ବାଲିଡିହା ଡ୍ୟାମ୍ରେ ଜମୁଛି ଭିଡ଼
କେବେ ଚେତା ପଶିବ, ଜିଲ୍ଲାରେ ଅଥୟ କଲାଣି କରୋନା
ଶ୍ୟାମାଖୁଣ୍ଟା/ ଦିଲ୍ଲୀପ ମହାନ୍ତି : ଜିଲ୍ଲାକୁ ଅଥୟ କଲାଣି କରୋନା। ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ମହାମାରୀ। ଆଜି କେବଳ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଏହାର କୌଣସି ପ୍ରଭାବ…
ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲର ଲୋଗୋ
'ବଡ଼ ଖବର' ଲୋକଙ୍କ ଚ୍ୟାନେଲ: ଅର୍ଦ୍ଧେନ୍ଦୁ
ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ 'ବଡ଼ ଖବର' | ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି | 'ବଡ଼ ଖବର' ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି ଘୋଷଣା କରିଛନ୍ତି ଏହାର ମୁଖ୍ୟ…
ଗୋଲିଆ ଗୁଳିକାଣ୍ଡ ଘଟଣା : ଏ.ଏସ.ପି.ଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ
ବୁଗୁଡା/ଡ଼. କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗତ ଅଗଷ୍ଟ ୧୪ ଶୁକ୍ରବାର ଦିନ ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ସେହି ଦୁଇ ପରିବାରର ଏତଲା କ୍ରମେ ବୁଗୁଡା ଥାନାରେ ଦୁଇଟି ମାମଲା ରୁଜୁ…
ମେଲଛାମୁଣ୍ଡାରେ ଅଂଚଳରେ ଉଡିଲା ତ୍ରିରଙ୍ଗା
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଅଂଚଳରେ କୋଭିଡ ନିୟମ ସବୁକୁ ଆଖି ଆଗରେ ରଖି ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୪ତମ ସ୍ୱାଧିନତା ଦିବସ ସନିବାର ସକାଳେ ମହାସମାରୋହରେ ପାଳିତ ହୋଇଯାଇଛି । ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଳମକୁନ୍ଦ ସାହୁ,…
ସ୍ବାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ, ପୁସ୍ତକ ଉନ୍ମୋଚନା ଓ ସମ୍ବର୍ଦ୍ଧନା
ପଦ୍ମପୁର,(ଶାସକ ପ୍ରଶାସକ): ୭୪ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପଦ୍ମପୁର ନିକଟସ୍ଥ ଘନାମାଲ ଗ୍ରାମର ଗଙ୍ଗାଧର ମେହେର ପାଠାଗାର ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ପ୍ରକୃତି ପ୍ରେମୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଗଙ୍ଗାଧର ମେହେର…
ଜାତୀୟ ଶିକ୍ଷାନୀତି – ୨୦୨୦ ଉପରେ ମାନସ ମନ୍ଥନ
ବିଜୁ ଜନତା ଦଳର କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଶାଖା ପକ୍ଷରୁ ଭର୍ଚୁଆଲ ଆଲୋଚନାଚକ୍ର
ସାମିଲ ହେଲେ ବହୁ ବିଶିଷ୍ଟ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ଅଭିଭାବକ
ଭୁବନେଶ୍ୱର(ଶାସକ ପ୍ରଶାସକ) : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଘୋଷଣା କରାଯାଇଛି । ଏହା…
ପର୍ଯ୍ୟଟନ ଶିଳ୍ପର ବିକାଶ ଓ ବେକାରୀମୁକ୍ତ ମୟୂରଭଞ୍ଜ ଗଠନକୁ ନେଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କଲା ଭଞ୍ଜସେନା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ଆସିବା ସମୟରେ ମନ୍ତ୍ରୀଙ୍କୁ ବାରିପଦା ପ୍ରଦକ୍ଷଣ ଗୃହରେ ଭଞ୍ଜସେନାର ଏକ…
ଇନିଂସ ସାରି ବାହୁଡ଼ିଗଲେ ଭେଟେରାନ କ୍ରିକେଟର ଚେତନ ଚୌହାନ
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଭେଟେରାନ୍ କ୍ରିକେଟ୍ ପ୍ରଶାସକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଚେତନ ଚୌହାନଙ୍କର 73 ବର୍ଷ ବୟସରେ ଦେହାନ୍ତ ହୋଇଛି। କୋଭିଡ -19 କାରଣରୁ ଜଟିଳତା ହେତୁ ଦେହାନ୍ତ ହୋଇଛି। ତାଙ୍କୁ 73 ବର୍ଷ ହୋଇଥିଲା। ତାଙ୍କର ଦେହାନ୍ତ ଖବର ଭାଇ ପୁଷ୍ପେନ୍ଦ୍ର…
ସୁନ୍ଦରଗଡ଼ ଜିଲ୍ଲାରେ ୭୪ ତମ ସ୍ଵାଧୀନତା ଦିବସ ପାଳନ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ରିଜର୍ବ ପୋଲିସ ପଡ଼ିଆରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ସାମିଲ ହୋଇ…