Sign in
Sign in
Recover your password.
A password will be e-mailed to you.
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ କରୋନା
ଗୁଆହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ଏ ବିଷୟ ନିଜ ଟୁଇଟର ହାଣ୍ଡଲରେ ଏ ବିଷୟ ଉଲ୍ଲେଖ କରିଛନ୍ତି | ସେ ଆଜି ଟୁଇଟ କରି ଜଣାଇଛନ୍ତି ଯେ " ଗତକାଲି ହୋଇଥିବା ପରୀକ୍ଷାରେ ମୋର କୋଭିଡ୍ 19 ପଜିଟିଭ୍…
ବଗଲା ଧର୍ମଶାଳା ସଂପୂର୍ଣ୍ଣ ଜମି ଅଧିଗ୍ରହଣ ବେଆଇନ୍
ଭୁବନେଶ୍ୱର(ଶାସକ ପ୍ରଶାସକ) – ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ସରକାରଙ୍କୁ ବିଶ୍ୱାସ କରି ଜମି ହରାଇଥିବା ପୁରୀର ସମସ୍ତ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ…
ମେଲଛାମୁଣ୍ଡା ପଂଚାୟତକୁ ପଶିଲା କରୋନା, ଚିନ୍ତାରେ ବୁଦ୍ଧିଜୀବୀ
ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ପଂଚାୟତ ଅଧିନସ୍ଥ ମାଟିଆମହୁଲ ଗ୍ରାମର ଜୈନେକ ୪୫ବର୍ଷିୟ ବ୍ୟକ୍ତିଙ୍କ ପାଖରେ କରୋନା ପଜିଟିଭ ବାହାରିବା ପରେ ଗ୍ରାମ ବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଚାରି ଦିନ ପୂର୍ବରୁ ସୂଦୁର କଲିକତାରୁ…
ଆଜି ରାଜ୍ୟରେ କରୋନା ଲମ୍ବା ଡିଆଁ , ସବୁ ଜିଲ୍ଲାରୁ ମିଶେଇକି ୩୩୭୧
୧୧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ରାଜ୍ୟରେ କରୋନା ମାରିଛି ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ତେତିଶ ଶହ ମାର୍କ | ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୭୧ ଜଣ କରୋନା…
ପ୍ରଧାନମନ୍ତ୍ରୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ, ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି”…
• ୨୦୨୨ ସୁଦ୍ଧା ସବୁ ଗରିବ ପରିବାର ପାଇଁ ଘର ଯୋଗାଇଦେବା ମୋଦି ସରକାରଙ୍କ ଲକ୍ଷ୍ୟ
• ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ ଗରିବ ପରିବାରକୁ ଖୁସି ଦେଇଛି
• ସ୍ୱଚ୍ଛ ଭାରତରେ ରାଜ୍ୟରେ ୭୭.୧୪ ଲକ୍ଷ ଘର ପାଇଁ ଶୌଚାଳୟ ନିର୍ମାଣ
• ରାଜ୍ୟରେ…
ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୨୦
ଏହି ପୁରସ୍କାର ପାଇଁ ଦେଶର 702 ଜିଲ୍ଲା ପଞ୍ଜୀକୃତ, ଆସନ୍ତା 31ରେ ପୁରସ୍କାର ପ୍ରଦାନ କରାଯିବ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଭାରତ ସରକାର 2006ରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି । ତଦନୁସାରେ ଅସାଧାରଣ କାର୍ଯ୍ୟ,…
ପ୍ରବାସୀ ଓଡ଼ିଆ ସତ୍ୟ ସୁତାରଙ୍କ ଅଭିନବ ଉଦ୍ୟମ
ନିଜସ୍ୱ ପ୍ରଚେଷ୍ଟାରେ ଆରମ୍ଭ କଲେ "ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି"
ଚଳିତ ବର୍ଷର ମ୍ୟାଟ୍ରିକ ଟପ୍ପରଙ୍କୁ ମେଧାବୃତ୍ତି ଭାବେ ପ୍ରଦାନ କରାଗଲା ୧ ଲକ୍ଷ ଟଙ୍କାକ୍ଷ ଟଙ୍କା
ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡିଆ ଜାତି ଓ ମାଟି ପାଇଁ…
ମହାମନୀଷୀଙ୍କ ଜୀବନାଦର୍ଶ ଧ୍ୟେୟ ହେଉ , ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ହେଉ ସଂକଳ୍ପ : ବବି
ବିଜୁ ଯୁବଛାତ୍ର ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ଭର୍ଚୁଆଲ୍ ସାଙ୍ଗଠନିକ ସମୀକ୍ଷା ବୈଠକରେ ପ୍ରଣବଙ୍କ ପରାମର୍ଶ
ସନ୍ଥକବି ଭୀମଭୋଇ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ୱକୁ ଯୁବ ସମାଜର ଧ୍ୟେୟ ହେଉ
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଙ୍କଳ୍ପ…
ଡାକ୍ତରଖାନାରେ ଅନୁପ ସାଏ
ଝାରସୁଗୁଡ଼ା :(ସୁଭାଷ ସହାରେ) : ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ଛତିଶଗଡ଼ର ରାୟଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅନୁପ ସାଏଙ୍କୁ ଆଜି ସକାଳେ ହଠାତ ଛାତିରେ ଯନ୍ତ୍ରଣା ଓ ଅସ୍ବସ୍ତି ଅନୁଭବ ହେବାରୁ…
BIG BREAKING : ଧାର୍ଯ୍ୟ ତାରିଖରେ ହବ ଜେଇଇ- ଏନଇଇଟି ପରୀକ୍ଷା : ଏନଟିଏ ଜାରିକଲା ସଦ୍ୟ ନିର୍ଦ୍ଦେଶାବଳୀ
ବଢ଼ିଲା ପରୀକ୍ଷା କେନ୍ଦ୍ର ଆଉ ସିଫ୍ଟ , କମିଲା ପରୀକ୍ଷା ଗୃହରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଜେଇଇ- ଏନଇଇଟି ପରୀକ୍ଷା ସୂଚୀ ବଦଳାଇବା ପାଇଁ ଚାରିଆଡୁ ଦାବି ହେଉଥିଲେ ବି କାର୍ଯ୍ୟକ୍ରମ ରହିବ ଅପରିବର୍ତ୍ତିତ | ସର୍ବୋଚ୍ଚ ପରୀକ୍ଷଣ ସଂସ୍ଥା(ଏନଟିଏ) …