ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ଦୀପାବଳି ଉପଲକ୍ଷେ ବୁର୍ଲା ବ୍ରହ୍ମା କୁମାରିଜ୍ ତରଫରୁ କୋରାନ। ନିୟମାବଳୀ ଅନୁଯାୟୀ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। ପ୍ରଫେସର୍ ଶ୍ରୀବତ୍ସ ମହାପାତ୍ର, ପ୍ରଫେସର୍ ପ୍ରକାଶ ସ୍ବାଇଁ, ଇ ଅଶୋକ ଦାସ, ଶରତ ବାରିକ୍ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଉପସ୍ଥିତ ଭାଇ ଭଉଣୀ ମାନେ ଦୀପ ଜାଳି ପ୍ରସାଦ ସେବନ କରିଥିଲେ। ପାୟଲ ଭଉଣୀ ଦ୍ଵାରା ରଙ୍ଗୋଲି ବିଶେଷ ଆକର୍ଷଣ ଥିଲା। ବ୍ରହ୍ମା କୁମାରୀ ଜ୍ୟୋତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post