Sign in
Sign in
Recover your password.
A password will be e-mailed to you.
ଜୁଆଙ୍ଗ ଜନଜାତିଙ୍କ ଟଙ୍କା ହଡପ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିଆଯାଉ :ବିଜେପି
ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ହଡପ ଘଟଣାରେ କେନ୍ଦୁଝର ଜିଲ୍ଲା ଗସ୍ତ କରି ସରଜମିନ ତଦନ୍ତ କରି ଫେରିଲା ବିଜେପି ପ୍ରତିନିଧୀ ଦଳ
ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଜୁଆଙ୍ଗ ଜନଜାତିଙ୍କ ଏଟିଏମ ଓ ପାସୱାର୍ଡ ରଖି ଉଠାଇଛନ୍ତି କୋଟି କୋଟି ଟଙ୍କା
…
ଶିକ୍ଷକ ତରଣୀସେନ ବରିହାଙ୍କ ବିୟୋଗ ରେ ଶିକ୍ଷକ ସଂଘ ତରଫରୁ ଅନ୍ତିମ ଶ୍ରଦ୍ଧାଞ୍ଜଳି।
ପଦ୍ମପୁର-୨୪/୮ ରାଜବୋଡାସମ୍ବର ବ୍ଲକ ର ବଳଷ୍ଠ ଶିକ୍ଷକ ତଥା ଭେଉଁରିଆ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତରଣୀସେନ ବରିହାଙ୍କ ଗତ ରବିବାର ଦିନ ଚିକିତ୍ସାଧନ ଅବସ୍ଥାରେ ରୟପୁରଠାରେ ପରଲୋକ ହୋଇଥିଲା।ଆଜି ତାଙ୍କ ପାର୍ଥିବ ଶରୀର କୁ ଅନ୍ତିମ ଦର୍ଶନ ପାଇଁ ପଦ୍ମପୁର ସ୍ଥିତ ଶିକ୍ଷକ…
କରୋନାର କଟକଣା :ବିଧିରକ୍ଷା ପାଇଁ ମାଁ ସମଲେଶ୍ବରୀଙ୍କ ଠାରେ ଜଲିଲା ଶାନ୍ତି ଏକତା ଭାଇଚାରାର ମଶାଲ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ରବିବାର କରୋନା କଟକଣା ଭିତରେ ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ପଶ୍ଚିମ ଓଡିଶାର ପବିତ୍ର ଗଣପର୍ବ ନୂଆଁଖାଇ।ନୂଆଁଖାଇ ପରେ ଗାଁ ଗାଁ ରେ ଆରମ୍ଭହୁଏ "ନୂଆଁଖାଇ ଭେଟ ଘାଟ" ଚଲିତ ବର୍ଷ କରୋନା କଟକଣା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା…
ଆଜି ସମସ୍ତଙ୍କୁ ଟପିଗଲା କଟକ, ଗଞ୍ଜାମରେ ସୁଧୁରୁଛି ସ୍ଥିତି
୧୦ ପ୍ରାଣହାନୀ ସହ ଆଜି ସବୁ ଜିଲ୍ଲାରୁ ମିଶେଇକି ୨୯୪୯
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ପାଖାପାଖି ତିନି ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି |
ଗତ ୨୪ ଘଣ୍ଟା ଭିତରେ ମୋଟ ୬୦୯୦୯ ନମୁନା ପରୀକ୍ଷା ହୋଇଥିବା…
ସୋସିଆଲ ମିଡିଆରେ ମନ୍ତ୍ରୀଙ୍କ ଭଣ୍ଡା
ଭୁବନେଶ୍ୱର : ଆଜି ସକାଳୁ ସକାଳୁ ସୋସିଆଲ ମିଡିଆରେ ଭଣ୍ଡା ଦର୍ଶନ | ଏମିତି ସେମିତି ଭଣ୍ଡା ନୁହଁ | ମନ୍ତ୍ରୀଙ୍କ ବାଡ଼ିର ଭଣ୍ଡା ସିଏ | ଆଉ ମନ୍ତ୍ରୀ ନିଜେ ସେ ଭଣ୍ଡାକୁ ଧରି ଫଟ ଉଠାଇ ସୋସିଆଲ ମିଡିଆରେ ପକାଇଛନ୍ତି |
ସକାଳୁ ସକାଳୁ କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ ଗୋଟେ ଭଣ୍ଡା ଧରି ଫଟୋଟିଏ…
୪୦ ବର୍ଷ ପରେ ଜଗପତିଙ୍କୁ ଫେରାଇବ କରୋନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗପତି କାର୍ଯୀ ଯିଏକି ପ୍ରାୟ ୪୦ ବର୍ଷ ତଳେ ପେଟ ପାଇଁ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ। କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣବସତଃ କାର୍ଯ୍ୟ କରୁଥିବା କମ୍ପାନୀ ବନ୍ଦ ହୋଇଯିବା ପରେ…
ଦେଶରେ କରୋନା ୬୧,୪୦୮ /୮୩୬
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୬୧,୪୦୮ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୮୩୬ ଜଣଙ୍କ ମୃତ୍ୟୁ ହୋଇଛି | ଗତକାଲି ଦେଶରେ ୫୭,୪୬୮ଜଣ ସୁସ୍ଥ ହୋଇଛନ୍ତି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୧,୦୬,୩୪୯ ହୋଇଥିବା ବେଳେ ଏ ଯାବତ ଦେଶରେ…
ବିଶ୍ୱମାନର ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦୀ ସରକାରଙ୍କ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍
• ଚଳିତବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟରେ ସର୍ବାଧିକ 69 ହଜାର କୋଟିର ବ୍ୟୟବରାଦ
• ଓଡ଼ିଶାରେ 6ଟି ନୂଆ ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି
•…
ରୋହିତଙ୍କୁ ପ୍ରଶଂସାରେ ପୋତି ପକାଇଲେ ଗାଭାସ୍କର
"ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି, ହେଲେ ପରିସ୍ଥିତି ଅନୁମତି ଦେଇନଥିଲା"
ମୁମ୍ବାଇ (ଏଜେନ୍ସି) -ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି, କିନ୍ତୁ ପରିସ୍ଥିତି ମୋତେ ଅନୁମତି ଦେଇନଥିଲା ବୋଲି କହିଛନ୍ତି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ବିଶ୍ୱର…
ମୟୂରଭଞ୍ଜରୁ ୩ କୋଭିଡ଼-୧୯ ଯୋଦ୍ଧା ଓ ଜଣେ କରୋନା ମୁକ୍ତ ନିଜର ପ୍ଲାଜମା ଦାନ କଲେ , ଅପେକ୍ଷାରେ ଅନ୍ୟମାନେ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ କୋଭିଡ଼-୧୯ ସଂକ୍ରମଣରୁ ମୁକ୍ତ ହୋଇଥିବା କୋଭିଡ଼ ଯୋଦ୍ଧାଙ୍କ ସହ ୧୧ ଜଣ କରୋନା ସୁସ୍ଥ ବ୍ୟକ୍ତି ନିଜର ପ୍ଲାଜମା ଦାନ କରିବା ନିମନ୍ତେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସପିଟାଲରେ ପହଁଞ୍ଚିଥିବା ବେଳେ ଏମାନଙ୍କ…