ସାରା ଦେଶରେ କରୋନା ଆକ୍ରାନ୍ତ : ୮୫୦୦୦ ଉପରେ ୧୨ ରାଜ୍ୟ, ୯୦୦୦ ତଳେ ୧୧ 

ନୂଆଦିଲ୍ଲୀ : ଆଜି ସକାଳ ଆଠଟା ସୁଦ୍ଧା ସାରାଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୩,୧୦,୨୩୫ ଚିହ୍ନଟ ହୋଇଥିବା ବେଳେ ଏ ଯାବତ ଦେଶରେ ୨୫,୨୩,୭୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୫,୯୯୧  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦,୪୭୨ ରେ ପହଂଚିଛି…

ରେଳ ବିଭାଗର ନଛୋଡ଼ବନ୍ଧା ରୂପ, ହନ୍ତସନ୍ତ ବ୍ରଜରାଜନଗର ନିବାସୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗର ସହର ମଧ୍ୟ ଦେଇ ଯାଇଥିବା ଏକମାତ୍ର ରାଜପଥ ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡ଼ୁଛି। ଲୋକଙ୍କ ଜୀବନରେଖା ସଦୃଶ ଏହି ରାସ୍ତାଟି ପ୍ରତ୍ୟେକ ବର୍ଷ ଦୁଇଥର ଆବଶ୍ୟକ କରେ ମରାମତି। ରାସ୍ତାର ବାମପାର୍ଶ୍ବରେ ରେଳବାଇ ଅଧୀନରେ ଥିବା ଜମି ଅବ୍ୟବହୃତ…

କରୋନା କଟକଣା ଯୋଗୁଁ ଅନଲାଇନରେ ନୂଆଁଖାଇ ପାଳିଲା “କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ” 

ପଦ୍ମପୁର : କରୋନା କଟକଣା ଯୋଗୁଁ ନୂଆଁଖାଇ ପର୍ବ ପାଳନରେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସେତେଟା ଉତ୍ସାହ ନଥିଲେ ମଧ୍ୟ ଅନଲାଇନ୍ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ଏହି ପରିପ୍ରେକ୍ଷିରେ “କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ” ପକ୍ଷରୁ ସଂପାଦକ ଦିଲ୍ଲିପ କୁମାର ସରାପଙ୍କ…

ଆଜି ବି ରାଜ୍ୟରେ ଲମ୍ବା ଡିଆଁ , ସବୁ ଜିଲ୍ଲାରୁ ମିଶେଇକି ୩୩୮୪  

ଆଜି ବି ୧୧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରେ   ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ରାଜ୍ୟରେ କରୋନା ମାରିଛି ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ତେତିଶ ଶହ ମାର୍କ |  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦  ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି  ୩୩୮୪  ଜଣ…

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ 

କରୋନା ଆତଙ୍କକୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି  ଏନଇଇଟି-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ…

ସଏଲ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ନିଃଶୁକ୍ଳ ପାଠ୍ୟ ପୁସ୍ତକ ବିତରଣ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ସମଗ୍ର ବିଶ୍ବ ରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଭାରତ ରେ ମଧ୍ୟ ଏହାର ପ୍ରଭାବ ରେ ଲୋକ ମାନଙ୍କ ମନରେ ଭୟ ଶ୍ରୁଷ୍ଟି ହେଉଛି। ଏହା ଦ୍ୱାରା ସବୁଠୁ ଅଧିକ ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହଉଛନ୍ତି। ଅନେକ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଡିଜିଟାଲ…

ସାରା ଦେଶରେ ବିସ୍ଫୋରଣ : ଆକ୍ରାନ୍ତଙ୍କ ସଂଖ୍ୟା ଲଗାମଛଡ଼ା 

କରୋନା ଟପିଲା ୩୩ ଲକ୍ଷ, ମୃତ୍ୟୁ ବି କାଲିପରି ହଜାରେ ଉପରେ  ଆଜି ସୁଦ୍ଧା ଷାଠିଏ ହଜାର ଟପିଲାଣି କରୋନା ମରଣ ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି ୩୨ ଲକ୍ଷ ଟପିଥିଲା, ଆଜି ଦେଶରେ କରୋନା ୩୩ ଲକ୍ଷ ଟପିଲା |  ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୫,୭୬୦ କୋଭିଡ…

ଯଶିପୁର ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର

 ନଳକୂପ ମରାମତି ସାମଗ୍ରୀ କିଣାରେ ଚଞ୍ଚକତା ଅର୍ଥହୋରି ଲୁଟ ପାଇଖାନା ନିର୍ମାଣରେ ବ୍ୟାପକ  ଅନିୟମିତତା ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଟେଲ ଏଜେନ୍ସିକୁ  ସଂଗରୋଧ କେନ୍ଦ୍ରର ଖାଦ୍ୟ ଦାଇତ୍ୱ ଅର୍ପଣ ଜେନେରେଟର କିଣାରେ ୧୦ ଲକ୍ଷରୁ ଉର୍ଦ୍ଧ…

ତାଳଚେର ସାର କାରଖାନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା  ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ତାଳଚେର ସାର କାରଖାନା ଦ୍ୱାରା କାର୍ଯ୍ୟକାରୀ…

ମୋଦି ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ପଦକ୍ଷେପ ଓଡ଼ିଶାରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବ –…

• ଭାରତ ସରକାର ଜୈବ ବିବିଧତା ସଂରକ୍ଷଣ ପାଇଁ ପ୍ରତିଶ୍ରୁତିବଦ୍ଧ • ବିଲୁପ୍ତପ୍ରାୟ ପ୍ରଜାତି ଗୁଡ଼ିକର ସୁରକ୍ଷାକୁ ଭାରତ ସରକାରଙ୍କ ପ୍ରାଧାନ୍ୟ • ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା ପୂର୍ବ ଭାରତର ଜୈବ-ବିବିଧତା ହଟସ୍ପଟ୍ ମଧ୍ୟରୁ ଅନ୍ୟତମ • ବାଘ ପ୍ରକଳ୍ପ ଦେଶରେ ବଡ଼ ସଫଳତାର ସହ…