କାକା ହତ୍ୟାକାରୀ ପୁତୁରା ଗିରଫ

ବରଗଡ :- ଆଜି ସକାଳେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ କାଂଶଡ଼ା ଗ୍ରାମର ବ ଯେ ତାଙ୍କର ବାପା ଜମିଦାର ବିଶ୍ୱାଳକୁ ସେହି ଗ୍ରାମର ସଦାନନ୍ଦ ବିଶ୍ୱାଳ  ହତ୍ୟା କରିଛନ୍ତି ।        ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ପୂର୍ବ ଶତ୍ରୁତାକୁ ନେଇ ସକାଳୁ ମୃତକ ଓ ଅଭିଯୁକ୍ତ ଙ୍କର ଭିତରେ…

ରେଳ ଟ୍ରାକରେ ଗଡ଼ିଲା ରେଳ ସାଇକଲ 

ନିରୀକ୍ଷଣ, ଯାଞ୍ଚ ଓ ଜରୁରୀ ମରାମତି ପାଇଁ ରେଳ ଟ୍ରାକରେ ଶୀଘ୍ର ଯାତ୍ରା କରିବାର ଏକ ଅଭିନଵ ପ୍ରକ୍ରିୟା  l ଖୋର୍ଦ୍ଧା ରୋଡ ମଣ୍ଡଳ ଦ୍ୱାରା  ନିଜସ୍ୱ ପ୍ରଚେଷ୍ଟାରେ ପ୍ରସ୍ତୁତି  ରେଳ ସାଇକଲ ର ହାରାହାରି ବେଗ ଘଣ୍ଟା ପ୍ରତି 10କିମି  ଏବଂ  ସର୍ବାଧିକ  ବେଗ ଘଣ୍ଟା ପ୍ରତି…

ଏନଇଇଟି-ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

"ଏନଇଇଟି ପାଇଁ ପ୍ରାୟ ୫୦୦୦୦ ଓ ଜେଇଇ ପାଇଁ ପ୍ରାୟ ୪୦୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୭ ଟି ସହରରେ ପରୀକ୍ଷାକେନ୍ଦ୍ର ଯଥେଷ୍ଟ ନୁହେଁ | ଏତେ ପିଲା ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ବି ବର୍ତ୍ତମାନ କରୋନା କାଳରେ ନିରାପଦ ନୁହେଁ |" ଭୁବନେଶ୍ୱର: ଦେଶରେ ଅନୁଷ୍ଠିତ ହେବାକୁ ଥିବା…

ଶେଷରେ ଭତ୍ତା ପାଇଲେ ୮୫ ବର୍ଷିୟା ବରିଷ୍ଠ ନାଗରିକ ଅମୃତି

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଆଧାର କାର୍ଡ ଖଣ୍ଡିଏ ପାଇଁ ୮୫ ବର୍ଷିୟା ବୃଦ୍ଧାଙ୍କ ଭତ୍ତା  ଅଟକି ରହିଥିବା ଖବର ଗତକାଲି ପ୍ରକାଶ ପାଇବା ପରେ ଘଟଣାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ  ଦେଇଥିବା…

ହାତୀ ଗୋଡ଼ା ତ ମାଗୁନୁ , ରାସ୍ତାଟିଏ ମାଗୁଛୁ !

ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ : ପ୍ରରିବାଦ ଦର୍ଶାଇ ରୋଇଲେ ଧାନ । ମାଲକାନଗିରି  ( ଶ୍ରୀନିବାସ ପାତ୍ର) :  ଭଲ ରାସ୍ତା ଟିକିଏ ପାଇଁ ବାରମ୍ବାର ଦୌଡିବାକୁ ପଡୁଛି ପ୍ରଶାସନ ପାଖକୁ | ହେଲେ ମିଳୁଛି କେବଳ ପ୍ରତିଶୃତି ଆଉ ନିରାଶା |  ହୋଇ  ପାରୁନି ରାସ୍ତା.| "ସମସ୍ତଙ୍କୁ ଜଣାଇ…

ସୁରଙ୍କ ନାହିଁ ବାଡ଼ବତା, ଯୋଉଠି ପାରିଲେ ସେଇଠି ପୋତିଲେ ଛତା !

ଚୁଲୀକୁ ଗଲା କଟକଣା, ଖୋଦ  ଜଟଣୀ ବିଧାୟକଙ୍କ ଦ୍ୱାରା  କୋଭିଡ ନିୟମ ବାଟବଣା  ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଖୋର୍ଦ୍ଧା ଜିଲ୍ଲା  ବିଶେଷ କରି ରାଜଧାନୀରେ ଏବେ ଅବସ୍ଥା ଅନିୟନ୍ତ୍ରିତ | ପ୍ରଶାସନ…

ଚିକିତ୍ସା ପାଇଁ ହାତ ବଢ଼ାଇଲେ ମହିଳା ସଂଗଠନ ‘ଏଇତ ଜୀବନ’।

ଝାରସୁଗୁଡ଼ା :(ସୁଭାଷ ସହାରେ) : ଏଇତ ଜୀବନ ' ମହିଳା ସଂଗଠନ  ଝାରସୁଗୁଡ଼ା ସହରର ଏକ ଦିନ ମଜୁରିଆଙ୍କ ଝିଅର ଚିକିତ୍ସା ପାଇଁ ସହୃଦୟତାର ପରିଚୟ ଦେଇଛନ୍ତି। ଆଗାମୀ ଦିନରେ ଅନ୍ୟାନ୍ୟ ସଂସ୍ଥା ସହ ମିଶି ଏହିପରି କାର୍ଯ୍ୟ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ସଂଗଠନର କର୍ମକର୍ତ୍ତାମାନେ। …

ଯୁବ ଛାତ୍ର ନେତୃତ୍ୱକୁ ବବି ଦେଲେ ପ୍ରେରଣାତ୍ମକ ସାଙ୍ଗଠନିକ ଗୁରୁ ଜ୍ଞାନ 

ବିଜୁ ଯୁବ ଛାତ୍ର ଜନତା ଦଳର ଭର୍ଚୁଆଲ୍ ମିଟିଙ୍ଗ୍ ଦ୍ୱାରା ୪ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ  ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ମିଟିଙ୍ଗର୍ ଅୟଆରମ୍ଭ ହୋଇଯାଇଛି । ପ୍ରଥମ  ପର୍ଯ୍ୟାୟରେ ୪ଜିଲ୍ଲା…

ବର୍ଦ୍ଧିତ ଖାଦ୍ୟ ଚାହିଦା ପୂରଣ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ :…

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ   "ମଣିଷର ଜ୍ଞାନର ଭଣ୍ଡାରର ପରିସୀମା ବୃଦ୍ଧି ପାଉଥିବାବେଳେ ମାନବ ସମାଜ ବି ନୂତନ ଆହ୍ୱାନର ମଧ୍ୟ ସମ୍ମୁଖୀନ ହେଉଛି |" ଭୁବନେଶ୍ୱର(ଶାସକ ପ୍ରଶାସକ) : ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା…

ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଭ୍ରମିତ କରୁଛି ବିଜେପି : ବିଜେଡି

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ସଫଳତାର ସହ ପକ୍କାଘର ନିର୍ମାଣ ପାଇଁ ବିଜେପି ଶାସିତ କେନ୍ଦ୍ର ସରକାରଦିଲ୍ଲୀରେ ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଓଡିଶା ବିଜେପି କିନ୍ତୁ ନିୟମିତ ଭାବେ ଏ ସଂକ୍ରାନ୍ତରେ ମିଥ୍ୟା ସୂଚନା ଦେବା ସହିତ ଓଡିଶାବାସୀଙ୍କୁ ଭ୍ରମରେ ପକାଇବାକୁ ଅପଚେଷ୍ଟା…