Sign in
Sign in
Recover your password.
A password will be e-mailed to you.
ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତାର ସହ ଗ୍ରହଣ କରୁଛି : ପ୍ରଶାନ୍ତ ଭୂଷଣ
ନୂଆଦିଲ୍ଲୀ : "ମୁଁ ସୁପ୍ରିମକୋର୍ଟଙ୍କ ରାୟକୁ କୃତଜ୍ଞତାର ସହ ଗ୍ରହଣ କରୁଛି| ଏହା ସହିତ ୧ଟଙ୍କା ଜରିମାନା ଜମା କରିସାରିଛି " ବୋଲି କହିଛନ୍ତି ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ |
ସର୍ବୋଚ୍ଚ ନ୍ୟାୟାଳୟ ତଥା ଭାରତର ପ୍ରଧାନ ବିଚାରପତି (ସିଜେଇ) ଏସ୍ ବବଡେଙ୍କ ବିରୋଧରେ…
ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
http://www.youtube.com/watch?v=_z0Wxwoohn8
ସ୍ୱାୟତ ଶାସନ ଦିବସ – ୨୦୨୦ ପାଳିତ
“ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପ୍ ଶୁଭାରମ୍ଭ
ଭୁବନେଶ୍ୱର(ଶାସକ ପ୍ରଶାସକ): ଅଗଷ୍ଟ ୩୧ ତାରିଖ ସ୍ୱାୟତ ଶାସନ ଦିବସ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ…
ଭାରତ ଚୀନ ସୀମାନ୍ତରେ ପୁଣି ଉତ୍ତେଜନା
ନୂଆଦିଲ୍ଲୀ (ଏଜେନ୍ସି) ସୀମାରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ | ସେନାସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହମତି ଉଲ୍ଲଂଘନ କରି ଚୀନ୍ ସୈନ୍ୟ ମାନେ ପୂର୍ବ ଲଦାଖରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ସେନା ଚୀନ୍ ସୈନ୍ୟମାନଙ୍କୁ ପାଙ୍ଗୋଙ୍ଗଏବଂ ସୋ ହ୍ରଦ…
ଚାନ୍ଦବାଲି ବିଧାୟକଙ୍କୁ କରୋନା, ମିଶିଥିବା ଲୋକ ପରୀକ୍ଷା କରାଇ ନିଅନ୍ତୁ
ଭୁବନେଶ୍ୱର : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ଚିହ୍ନଟ ହୋଇଛନ୍ତି | ସେ ନିଜେ ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି | ବନ୍ୟା ସମୟରେ ଲୋକଙ୍କ ସେବା କରିବାରୁ ବଂଚିତ ହେଉଥିବା ଯୋଗୁ ସେ ଭାରି ମନଦୁଃଖ କରିଛନ୍ତି | ସେ ଭଲ ଅଛନ୍ତି ଆଉ ତାଙ୍କ ସହ ମିଶିଥିବା ଲୋକ ଯତ୍ନବାନ…
ବନ୍ୟାଘେରରେ ଛତିଶଗଡ଼ର ସୀମାନ୍ତଵର୍ତ୍ତୀ ଝାରସୁଗୁଡ଼ା ଜିଲ୍ଲାର ଗ୍ରାମ : ପ୍ରଶାସନର ତତ୍ପରତା।
ଝାରସୁଗୁଡ଼ା :(ସୁଭାଷ ସହାରେ): ହୀରାକୁଦ ଜଳଭଣ୍ଡାରର ପଛୁଆ ଜଳ ଯୋଗୁଁ ଆଜି ମଧ୍ୟ ଛତିଶଗଡ଼ ଓ ଝାରସୁଗୁଡ଼ାର ଅନେକ ଗ୍ରାମ ବନ୍ୟାଜଳରେ ଘେରି ଯାଇଛନ୍ତି। ସ୍ଥାନୀୟ ଜନସାଧାରଣଙ୍କ ଦୁଃଖ ସରିବା ନାମ ନେଉନାହିଁ। ତେବେ ପ୍ରଶାସନର ତତ୍ପରତା ପାଇଁ କିଛିଟା ଦୁଃଖ ଉପଶମ ହୋଇପାରିଛି।
ହୀରାକୁଦ…
ପ୍ରତିଦିନ କରୋନା ଟପୁଛି ଲକ୍ଷ ଘର : କାଲି ଟପିଥିଲା ୩୫, ଆଜି ଟପିଲା ୩୬
୨୪ ଘଣ୍ଟା ଭିତରେ ସାରା ଦେଶରେ ୭୮,୫୧୨ କୋଭିଡ ପଜିଟିଭ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି ଦେଶରେ ପଞ୍ଚତିରିଶି ଲକ୍ଷ ଟପି ଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ଟପିଛି ଛତିଶି ଲକ୍ଷ | ଆଉ ଗ୍ରାଫ ଉପରମୁହାଁ | ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୮,୫୧୨ କୋଭିଡ…
ଆସନ୍ତା ସେପ୍ଟେମ୍ବର ପୋଷଣ ମାସଭାବେ ପାଳିତ ହେବ
ଏହି ମାସକୁ ଗଣପୁଷ୍ଟିସାଧନ ସଚେତନତା ଦିଗରେ ବିନିଯୋଗ କରାଯିବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆସନ୍ତା ସେପ୍ଟେମ୍ବର ମାସଟିକୁ ପୋଷଣ ମାସଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.08.2020) ତାଙ୍କର ମନ୍କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ…
ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ : ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା
ଭୁବନେଶ୍ୱର (ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ 30 ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର୍ଯ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ…
କରୋନା କରାଇଲା ପୁନର୍ମିଳନ
http://www.youtube.com/watch?v=RfkQ_JEcu30
୩୫ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଗଜପତି ଜିଲ୍ଲାର ଜଗପତି କାର୍ଯୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗପତି କାର୍ଯୀ ଯିଏକି ପ୍ରାୟ ୩୫ ବର୍ଷ ତଳେ ପେଟପାଟଣା ପାଇଁ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ…