Sign in
Sign in
Recover your password.
A password will be e-mailed to you.
“ତ୍ୟାଗକୁ ମନ୍ତ୍ର କରି ଅସହାୟ ଓ ବିପନ୍ନଙ୍କ ସେବାରେ ବ୍ରତୀ ହୁଅନ୍ତୁ ”
ବିଜୁ ଯୁବ ଛାତ୍ର ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ଭର୍ଚୁଆଲ୍ ସାଙ୍ଗଠନିକ ସମୀକ୍ଷା ବୈଠକରେ ବବିଙ୍କ ପରାମର୍ଶ
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଭର୍ଚୁଆଲ୍ ସମୀକ୍ଷା ବୈଠକ ହୋଇଯାଇଅଛି । ଆଜି ଓଡିଶାର କେନ୍ଦ୍ରାପଡା, ନୟାଗଡ, ଢେଙ୍କାନାଳ…
ସ୍ତ୍ରୀ ସହ ଝଗଡା କରି ବିଷ ପିଇଲେ ସ୍ୱାମୀ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବଡବାହାଳ ପଞ୍ଚାୟତର ଖଣ୍ଡହତା ଗ୍ରାମରେ ଜଣେ ଲୋକ ବିଷ ପିଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି I ସୂଚନା ଯୋଗ୍ୟ ଯେ,ଖଣ୍ଡହତା ଗ୍ରାମର ପ୍ରହଲ୍ଲାଦ ମାଝୀ( ୫୨) ତାଙ୍କ ସ୍ତ୍ରୀଙ୍କ ସହ ରବିବାର…
ଏଥର ପୁରା ଖୋଲାମେଲା, ଦାୟିତ୍ବହୀନ ହେଲେ ଗଲା !!
ରାଜ୍ୟ ସରକାର ଜାରି କଲେ ଗାଇଡ଼ ଲାଇନ
ନା ରହିଲା ନାଇଟ କର୍ଫ୍ୟୁ , ନା ଅଛି ସପ୍ତାହାନ୍ତ ଲକ ଡାଉନ
୨୧ରୁ ଖୋଲିବ ଓପନ ଏୟାର ଅଡିଟୋରିଅମ
ଭୁବନେଶ୍ୱର : ଏଥର ପୁରା ଢିଲା, ମାନେ ପୁରା ଖୋଲା ମେଳା ହୋଇଯାଇଛି ବଜାର ରାଜ୍ୟ ସରକାରଙ୍କ ଅନଲକ ୪ ଗାଇଡ଼ ଲାଇନ ଜାରି ହେବ…
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ : ସମୀକ୍ଷା ପରେ ଘୋଷଣା କଲେ ସହାୟତା
http://www.youtube.com/watch?v=zNzelsoX3MU
କ୍ଷତିଗ୍ରସ୍ତ ପରିବାରକୁ ୫୦ କେଜି ଚାଉଳ ଓ 50୦ ଟଙ୍କା ଏବଂ ନିୟମାନୁଯାୟୀ ଅନ୍ୟ ସହାୟତା
ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ବନ୍ୟାଦୁର୍ଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ୱର (ଶାସକ…
ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନ : ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ହେବ ପରୀକ୍ଷା
ସେପ୍ଟମ୍ବର ୩୦ ସୁଦ୍ଧା ସରିବ ୟୁ.ଜି. ଏବଂ ପି.ଜି. ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା
ଅକ୍ଟୋବର ୩୧ ତାରିଖ ସୁଦ୍ଧା ପ୍ରକାଶ କରାଯିବ ସମସ୍ତ ପରୀକ୍ଷା ଫଳ
ଅଫଲାଇନ୍, ଅନ୍ଲାଇନ୍, ବ୍ଲେଣ୍ଡେଡ୍ (ଅନ୍ଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍ , ଓପନ୍ ବୁକ୍ ଏବଂ ଓ.ଏମ୍.ଆର୍ ଆଦି ଯେ କୌଣସି…
ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାର କୃଷି କୃଷକ କଲ୍ୟାଣ, ମତ୍ସ୍ୟ ପଶୁସମ୍ପଦ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ନିଜେ ଆଜି ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇ ଛନ୍ତି | ସେ ବର୍ତ୍ତମାନ ହୋମ ଆଇସୋଲେସନ ରେ ଅଛନ୍ତି | ସେ ଭଲ ଅଛନ୍ତି ଆଉ ତାଙ୍କ ସହ…
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି
ଗୁରୁତର ଭାବେ ଅସୁସ୍ଥ ହୋଇ ଗତ କିଛି ଦିନ ଧରି ଚିକିତ୍ସିତ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି | ଏ ବିଷୟରେ ତାଙ୍କ ପୁତ୍ର ନିଜେ ଟୁଇଟ କରି ସୂଚନା ଦେଇଛନ୍ତି |
ଭାଲୁ ଆକ୍ରମଣରେ ଆହତଙ୍କ ପରିବାରକୁ ସହାୟତା ଯୋଗାଇଦେଲା ପ୍ରଶାସନ
ପାଇକମାଲ :- ଗତ 29 ତାରିଖ ଦିନ ପାଇକମାଲ ବ୍ଲକ କେରମେଲାବାହାଲ ନିବାସୀ ପ୍ରକାଶ ଚନ୍ଦ୍ର ନାଗ ସକାଳୁ ନିଜ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ ର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ପଦ୍ମପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ରେଫର କରାଯାଇଥିଲା । ଏହି ଖବର…
ନାଳରୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଏବଂ ଅନୁଗୋଳ ଜିଲ୍ଲା ସୀମାନ୍ତର ଟୁସର ପଞ୍ଚାୟତ ଓରଡା ଗ୍ରାମ ଗରଗଡିଆ ନାଳରେ ଆଜି ଜଣେ ଅଜଣା ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଛି । ଏହି ମୃତଦେହଟି ନାଳ ପାଣିରେ ଭାସି ଆସିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ…
ଲୋକପ୍ରତିନିଧିଙ୍କ ଅନୁପସ୍ଥିତିରେ ମନମାନି କରୁଛନ୍ତି ସରକାରୀ ଅଧିକାରୀ।
http://www.youtube.com/watch?v=Cd26NeD7Y8g
ପୌରପାଳିକାରେ ମନମୁଖୀ ହେଉଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ।
ଭୁବନେଶ୍ୱର (CITIZEN REPORTER) :ସମସ୍ତ ବିଜ୍ଞାପିତ ପରିଷଦ ଅଞ୍ଚଳ, ପୌରପାଳିକା ଓ ପୌର ପରିଷଦ ମାନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଯିବା ପରେ ଦେଢ଼ ବର୍ଷ…