ପ୍ରେମ ଜାଲରେ ଫସାଇ ପ୍ରତାରିତ କଲେ ବିବାହିତ। ପୋଲିସ ଦ୍ବାରା ଗିରଫ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ପ୍ରଥମେ ପ୍ରେମର ଅଭିନୟ, ପରେ ଶାରୀରିକ ଶୋଷଣ ଓ ପରେ ପ୍ରତାରଣା। ଏହିପରି ଏକ ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲାର ବନହରପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟି ପୁଣି ଥରେ ପ୍ରେମକୁ ବଦନାମ କରାଯାଇଛି। ଥାନାରେ ଯୁବତୀଙ୍କ ଦ୍ବାରା ଅଭିଯୋଗ ହେବା ପରେ ଅଭିଯୁକ୍ତ ବିବାହିତ ଯୁବକ ମହାବୀର ଗୋପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମେହେର ।

Leave A Reply

Your email address will not be published.