ଅଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ – ୨୦୨୦ ପାଳିତ

ନୂଆପଡା.(ଅମିତ ପୁରୋହିତ); ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଅଖିଳ ଭାରତୀୟ ସ୍ୱାୟତ ଶାସନ ଦିବସ-୨୦୨୦ ପାଳିତ ହୋଇଯାଇଛି । ସ୍ଥାନୀୟ ଇନ୍ଡୋର ଷ୍ଟାଡିୟମରେ ଏନେଇ କୋଭିଡ-୧୯ ନିଦେ୍ର୍ଧଶନାମାକୁ କଡାକଡି ପାଳନ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ କି ଏନ.ଏ.ସି…

ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ : କୃତଜ୍ଞତା ଜଣାଇଲେ ଅରୁଣ 

ହାକ ହୋଇଥିବା ଆକାଉଣ୍ଟରୁ ଦୂର ହେଲା ଅସଙ୍ଗତି ଭୁବନେଶ୍ୱର : ଆଜି କରୋନା ପଜିଟିଭ ଚିହ୍ନଟ ହୋଇ ହୋମ ଆଇସୋଲେସନରେ ଥିବା କୃଷି ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼  ଅରୁଣ ସାହୁଙ୍କ  ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଉ ମୁଖ୍ୟମନ୍ତ୍ରୀଙ୍କ ଶୁଭକାମନା ପାଇଁ  କୃତଜ୍ଞତା…

ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହେବ ନୂଆ ଶିକ୍ଷା ନୀତି

ମୋଦି ସରକାରଙ୍କ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ •ଗ୍ରାମାଞ୍ଚଳ ଓ ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର  କରିବ ପ୍ରଧାନମନ୍ତ୍ରୀଙ୍କ ନୂଆ ଶିକ୍ଷା ନୀତି-ଧର୍ମେନ୍ଦ୍ର ପ୍ରଧାନ • ଛାତ୍ରଛାତ୍ରୀମାନଙ୍କ ସାମୂହିକ ଓ ବୌଦ୍ଧିକ କ୍ଷମତାକୁ…

ବୁଗୁଡା ତହସିଲଦାରଙ୍କୁ ଘେରାଉ, ମାମଲା ରୁଜୁ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟାଣ ଓଟରା କରିବା ନେଇ ଏକ ମାମଲା ରୁଜୁ…

ବନ୍ୟା କ୍ଷତିଗ୍ରସ୍ତ ପରିବାରମାନଙ୍କୁ କ୍ଷତିପୂରଣ ଦାବି କଲା ବ୍ରଜରାଜନଗର ବିକାଶ ମଞ୍ଚ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ବନ୍ୟା ଯୋଗୁଁ ଭୀଷଣ କ୍ଷତିଗ୍ରସ୍ତ ହୋଇଛନ୍ତି ଲୋକେ। ଅନେକଙ୍କ ଘରଦ୍ବାର ଭାଙ୍ଗି ଯାଇଛି। ଅନେକଙ୍କ ଚାଷ ମଧ୍ୟ ଉଜୁଡ଼ି ଯାଇଛି। ଏମାନଙ୍କୁ ତତ୍କାଳ ଆର୍ଥିକ କ୍ଷତିପୂରଣ ଦାବିରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବି…

ବର୍ଷା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ୍ ଯୋଗାଇଲେ ସ୍ବାସ୍ଥ୍ୟମନ୍ତ୍ରୀ!

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳରେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ପୌରପାଳିକାର ସୀମାରେ ପାଖାପାଖି ୫୦ ଟି ଝୁମ୍ପୁଡ଼ି ସାହି ରହିଛି। ଅନବରତ ଭୀଷଣ ବର୍ଷା ଯୋଗୁଁ ପାଖାପାଖି ୭୦୦ ଘର ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ…

ଯୁବ ଆଇନଜୀବିଙ୍କ ଅକାଳ ବିୟୋଗ

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ବରିଷ୍ଠ ଆଇନଜୀବି ଶ୍ରୀ ସୁରେଶ ପଟ୍ଟନାୟକଙ୍କ ବଡ ପୁଅ  ନଳନୀକାନ୍ତ ପଟ୍ଟନାୟକ (ସୁବନ) ଗତ ୨୨.୮.୨୦୨୦  ତାରିଖ ସନ୍ଧ୍ୟାରେ ଅକାଳ ବିୟୋଗ ହୋଇଥିଲା । ସେଜଣେ ମେଳାପୀ ତଥା ପରୋପକାରୀ ବନ୍ଧୁ ଥିଲେ। ଶ୍ରୀ…

ପାରଳାଖେମୁଣ୍ଡି ପୌରପରିଷଦରେ ସ୍ୱାୟତ୍ତ-ଶାସନ ଦିବସ-୨୦୨୦ ପାଳିତ

http://www.youtube.com/watch?v=8RfGVbf4n1Q ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରପରିଷଦରେ ସ୍ୱାୟତ୍ତ-ଶାସନ ଦିବସ-୨୦୨୦ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ , କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଭୃତି ନିରାଡ଼ମ୍ବର…

ବେନିୟମ ଭାବେ ୱେସ୍କୋ ଲୁଟୁଛି ଲକ୍ଷ ଲକ୍ଷ ଟଙ୍କା !

ବିଭାଗର ଅବହେଳାରେ ଲୋକେ ଅତିଷ୍ଠ ,ତଥାପି ବଦଲୁନି ଦଦରା ଖୁଣ୍ଟ ଓ ଛିଣ୍ଡା ତାର ଝାରସୁଗୁଡା : ସୁବାଷ ସାହାରେ - ବିଦ୍ୟୁତ ବିଭାଗର ଅବହେଳା ଦିନକୁ ଦିନ ବଢ଼ିବଢି ଚାଲିଛି । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଗ୍ରୀଡ଼ ଅନ୍ତର୍ଗତ ଖୁନ୍ତାମାଲ ରୁ ଏକ ଘଟଣା ସାମନାକୁ ଆସିଛି । ଯାହାକୁ ଦେଖିଲେ ଏ…

ଝାରସୁଗୁଡ଼ାରେ ସେକ୍ସ କାରବାର। ଅପହୃତାଙ୍କ ଉଦ୍ଧାର ପରେ ଗିରଫ ହେଲେ ବିଧବା ମହିଳା। 

ଝାରସୁଗୁଡ଼ା:(ସୁଭାଷ ସହାରେ) ଝାରସୁଗୁଡ଼ା ପୋଲିସ ଦ୍ବାରା ଜଣେ ବିଧବା ସ୍ତ୍ରୀ ଯୌନ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଜଣେ ନାବାଳିକାଙ୍କୁ ମହିଳା ଜଣକ ଅପହରଣ କରିନେଇ  ଜଣେ ଦୁଷ୍କର୍ମକାରୀ ପାଖରେ ଛାଡ଼ି ଦେଇଥିଲେ। ଉକ୍ତ ନାବାଳିକା ଉଦ୍ଧାର ହେବା ପରେ…