ରେଢାଖୋଲ ରେ ସମ୍ବିଧାନ ଦିବସ ପାଳନ 

0

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ:  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଆମ୍ବେଦକର ସେବାସଙ୍ଘ ତରଫରୁ ରେଢ଼ାଖୋଲ କଦମ୍ବ ପଡିଆ ଠାରୁ ବାହାରି  ଆମ୍ବେଦକର ନଗର ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ଦିବସ ପାଳିତ କରିଥିଲେ।ଏହି ଦିବସରେ ସଙ୍ଘର ସଭାପତି ଶୁସାନ୍ତ କୁମାର ନାଗ ସଭାପତିତ୍ୱ କରି ଭାରତୀୟ ସମ୍ବିଧାନର  ସଂକଳ୍ପ ପଠନ କରିଥିଲେ ।ଏହି ଦିବସରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ବିଜେଡ଼ି Nac ସଭାପତି   ବିଜେଡି ମହିଳା ନେତ୍ରୀ ସମାଜସେବୀ ଅପର୍ଣ୍ଣା ବାଘ ,ବିଜେପି ନଗର ସଭାପତି ରାମନୁଜ ମହାପାତ୍ର,MP ନଗର ସଦସ୍ୟ ଶିବରାମ ସାହୁ,କଂଗ୍ରେସ ଜିଲ୍ଲା ସଭାପତି ଗୌରୀ ପାତ୍ର, ଆପ ଜିଲ୍ଲା ସଭାପତି ଆନନ୍ଦ ସାମଲ ,ଆମ୍ବେଦକର ୱେଲଫେଆର କମିଟି ସଭାପତି ପ୍ରକାଶମୁଖୀ,ଭୀମଭୋଇ ରିଶର୍ଚ୍ଚ ସଭାପତି ଅଖୁଯ ମହାକୁଡ଼ ଉପଦେଷ୍ଟା ଶରତ ନାଏକ,ବିନୋଦ ମହାନନ୍ଦ,ଗୋକୁଳାନନ୍ଦ, ଜଗା ଭାଇ ,ମନୋଜ ବାଘ,ସୁଭଦ୍ର ସାଗର,ଶମ୍ଭୁ ଭେସରା ପ୍ରମୁଖ ଉପସ୍ଥିତ ରହି ଏକ ଭାଇଚାରା ରେ ଦିବସକୁ ପାଳନ କରିଥିଲେ।ଶେଷରେ ସଙ୍ଘ ର ସମ୍ପାଦକ ନନ୍ଦୁ ମିରି ଧନ୍ୟବାଦ  ଅର୍ପଣ କରିଥିଲେ।

Leave A Reply

Your email address will not be published.