ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କଲେ…

 ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧ  ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ  ରାଜ୍ୟ ସରକାର…

“ଖାକି ପୋଷାକର ମର୍ଯ୍ୟାଦାକୁ ନଷ୍ଟ କରନାହିଁ”

ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ସଭିଏଁ ଦେଖିଲେ ପୁଲିସ ଅଧିକାରୀଙ୍କ ମାନବିକତା ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା…

ପ୍ରଣମ୍ୟ ଗୁରୁଜୀ

 (ଗୁରୁ ଦିବସ ଊପଲକ୍ଷେ) ଗୁରୁ ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ  କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | 'ଗୁ' ଶବ୍ଦର ଅର୍ଥ ଅନ୍ଧାର 'ରୁ' ଶବ୍ଦର ଅର୍ଥ ଆଲୁଅ | ଯିଏ ଅନ୍ଧାର ରୁ ଆଲୋକ କୁ…

ନବୀନ ପଟ୍ଟନାୟକଙ୍କୁ ମିଳିଲା “ହିରୋ ଟୁ ଆନିମଲସ” ସମ୍ମାନ  

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ମିଳିଛି "ହିରୋ ଟୁ ଆନିମଲସ" ସମ୍ମାନ | ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସ୍ବେଛାସେବୀ ସଂଗଠନ  ପିପୁଲ୍ ଫର ଏଥିକାଲ୍ ଟ୍ରିଟମେଣ୍ଟ  ଅଫ୍ ଆନିମଲସ୍ (ପେଟା) ଇଣ୍ଡିଆ ଲକ ଡାଉନ୍  ଓ ସଟ ଡାଉନ ସମୟରେ ପ୍ରାଣୀମାନଙ୍କ…

ଆଖି ବୁଜିଲେ କରୋନା ଯୋଦ୍ଧା  ଡ଼ ପନସାରୀ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ସହରର ଜଣାଶୁଣା ଡା.ସଜ୍ଜନ ପନସାରୀ (୫୬)  ଙ୍କ ଗୁରୁବାର ପରଲୋକ ହୋଇଛି l ଡା. ସଜ୍ଜନ ପନସାରୀ କରୋନା ଯୋଦ୍ଧା ଥିଲେ l ସ୍ୱର୍ଗତ ଡା. ପନସାରୀ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଶା ନିବାରଣ ବିଭାଗରେ କାର୍ଯ୍ୟ…

ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଜଣେ  ଗିରଫ 

 ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ: ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ଘୁ.ଉଦୟଗିରି ପୁଲିସ ଜଣକୁ ଗିରଫ କରିଛି I ଗିରଫ ଗଞ୍ଜେଇ ଚୋରା ଚାଲାଣକାରୀ ଜଣକ ହେଲେ ନାରାୟଣ ରାଣା I ଘଟଣା ଅନୁସାରେ ଗଞ୍ଜେଇ ବେପାରୀ ଜଣକ ଓଆର- ୦୫ଏଏ-୪୫୫୫ ନମ୍ବର ହୋଣ୍ଡା ସିଟି କାର ଯୋଗେ ଗତ କାଲି ସନ୍ଧ୍ୟାରେ…

 ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ।

ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ l ସମ୍ପୃକ୍ତ  ଡାକ୍ତରଙ୍କୁ  ବହିଷ୍କାର ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀରେ ରାଜରାସ୍ତା ଅବରୋଧ l …

୧୦ ଟି ଦଫାରେ ବିଧାୟକ ଗିରଫ ହେଲେ, ଏସଡିଜେଏମ କୋର୍ଟରୁ ଜାମିନ ପାଇଲେ 

ବାରିପଦା (ଦିଲ୍ଲୀପ ମହାନ୍ତି ) : ଆଇଟିଡିଏ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଅଭିଯୋଗରେ ୧୦ ଟି ଦଫାରେ ଗିରଫ ହେବା ପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଏସଡିଜେଏମ କୋର୍ଟରୁ ଜାମିନ ପାଇଛନ୍ତି |  ଜାମିନରେ ମୁକୁଳିବା ପରେ  ବିଧାୟକ ପ୍ରକାଶଙ୍କୁ  ଫୁଲମାଳ ପକାଇ ସ୍ୱାଗତ ଜଣାଇଥିଲେ…

 ଉପ-ଜିଲ୍ଲାପାଳ ନିଲମ୍ବିତ 

ବଲାଙ୍ଗୀର (ନିରୋଜ ମିଶ୍ର): ଆଜି ସଂନ୍ଧ୍ୟାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି ସରକାର  । ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ସଚିବାଳୟରୁ ମୁଖ୍ୟ ଶାସନ ସଚିବ ତାଙ୍କୁ ନିଲମ୍ବିତ କରିଥିବା ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଛି । ତେବେ ବିଗତ କିଛି ଦିନ ହେଲା…

ପ୍ରଧାନମନ୍ତ୍ରୀଙ୍କ ବୈଚାରିକ ଦର୍ଶନକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ନେଇ ଆୟୋଜିତ ଭର୍ଚୁଆଲ ‘ବୁଦ୍ଧିଜୀବୀ ସମ୍ମିଳନୀ'ରେ କେନ୍ଦ୍ରମନ୍ତ୍ରୀ • ଭାରତୀୟତାକୁ ସର୍ବବ୍ୟାପୀ ଦର୍ଶନର ରୂପ ଦେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନ • ସଂଗଠନ, ସମାଜ ଏବଂ ଦେଶକୁ ଭାରତୀୟତାର ବୈଚାରିକ ସୁଦୀର୍ଘ ପଥକୁ ଅଧିକ ପ୍ରଶସ୍ତ କରିବ •…