କାର୍ଯ୍ୟକାରିଣୀ ଅବସରରେ କର୍ମକର୍ତ୍ତା ଓ ନେତାଙ୍କୁ ଧର୍ମେନ୍ଦ୍ରଙ୍କ “୪-ସ” ମନ୍ତ୍ର 

ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓ ଆତ୍ମନିର୍ଭର ଓଡ଼ିଶା ପାଇଁ ଆସନ୍ତୁ ଅକ୍ଳାନ୍ତ ପରିଶ୍ରମ କରିବା - ଧର୍ମେନ୍ଦ୍ର ପ୍ରଧାନ •  ବିଜେପି ଆଜି ଦେଶରେ ବୃହତ ବଟ୍ଟବୃକ୍ଷର ରୂପ ନେଇଛି  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ କରିବା • ସାଢେ ୪ କୋଟି…

ଗଞ୍ଜାମ ଜିଲ୍ଲାପାଳଙ୍କ ଲୋକ ପ୍ରତିନିଧି ଓ ଅଧିକାରୀଙ୍କୁ କରୋନା ସମ୍ପର୍କରେ ପରାମର୍ଶ

ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେପ୍ଟେମ୍ବର ୪ ତାରିଖ ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟ ରେ ବୁଗୁଡ଼ାରେ ପହଞ୍ଚି ବୁଗୁଡା ସହରର ନିକୁଞ୍ଜ ମୋହନ କ୍ଳବ ପରିଶରରେ ଆୟୋଜିତ ବୈଠକରେ ତ୍ରିସ୍ତରୀୟ ପାଞ୍ଚାୟତର ଲୋକ ପ୍ରତିନିଧି ବୃନ୍ଦ…

ବାହାରିଲା କଳା ଫଳ, ପାସରେ ଆଗରେ ବରଗଡ଼

 ପାସ ହାର ରହିଛି ୬୭.୫୬% ନବରଂଗପୁର ଜିଲ୍ଲା ଗତବର୍ଷ ପରି ସବା ପଛରେ   ଜଣେ ମାତ୍ର ପାଇଛନ୍ତି ୯୦%ରୁ ଉର୍ଧ୍ବ  ଭୁବନେଶ୍ବର : ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ  । ପାସ ହାର ରହିଛି ୬୭.୫୬%। ବାଳକଙ୍କ ମଧ୍ୟରେ ପାସ ହାର ୫୭.୫୩% ହୋଇଥିବା ବେଳେ…

ରାୟପୁର ସଡକ ଦୁର୍ଘଟଣାରେ ଆଠ ମୃତ :  ଘଟଣା ସ୍ଥଳରେ ମନ୍ତ୍ରୀ ସୁଶାନ୍ତ ସିଂ

ଗଞ୍ଜାମ ରୁ ସୁରଟ ଯାଉଥିବା NL 03 B 0987 ନମ୍ବର ବସ ଛତିଶଗଡ଼ ରେ ଦୁର୍ଘଟଣା ଗ୍ରସ୍ତ ବରଗଡ :- ଆଜି ଭୋରରୁ ଗଞ୍ଜାମ ସୁରଟ କୁ ଯାଉଥିବା ଏକ ବସ ଛତିଶଗଡ଼ର ରାୟପୁର ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବର୍ତ୍ତମାନ ସୁଦ୍ଧା ଆଠ ଜଣ ଙ୍କ ମୃତ୍ୟୁ ହୋଇଥିବା ଓ 5 ଜଣ…

ଆଗାମୀ ନିର୍ବାଚନ ପାଇଁ ନଡ୍ଡା ଦେଲେ ଟାର୍ଗେଟ : ୫୦% ଭୋଟରେ ଓଡିଶାରେ ବିଜେପି ସରକାର ଗଢିବାକୁ କାର୍ଯ୍ୟକର୍ତାଙ୍କୁ…

ରାଜ୍ୟ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅଭିଭାଷଣ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫ୍ୟୁ ’ ଜରିଆ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୁୟସୀ ପ୍ରଶଂସା କରିଛନ୍ତି   ଜାତୀୟ…

ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡିଶାର ଦୁଇ ଶିକ୍ଷକ : ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର– ଚଳିତବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ତାପସ କୁମାର ମହାନ୍ତି ଓ ବସନ୍ତ କୁମାର ସାହୁଙ୍କ ସମେତ ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଶ୍ରୀ ପ୍ରଧାନ…

ରେଢାଖୋଲ କିସିଣ୍ଡା ଥାନା ସାମ୍ନାରୁ  ୫୨ କେଜି ଗଞ୍ଜେଇ ସହ ୯୭,୫୦୦ଟଙ୍କା ଜବତ, ଜଣେ ଗିରଫ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନୀରାୟଣ ସାହୁ  : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍  କିସିଣ୍ଡା ପୋଲିସ ଥାନା ସାମ୍ନାରୁ ୫୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଯୋଗ୍ୟ, ଯେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କଥା କିସିଣ୍ଡା ପୋଲିସ୍ କୌଣସି…

ଆଜି ରାଜ୍ୟରେ କରୋନା ୩୫୪୩/୭ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି  ୩୫୪୩  ଜଣ କରୋନା ପଜିଟିଭ |  ଆଜି ରାଜ୍ୟରେ ୩୨୧୯   ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧ ରେ  ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ   …

ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ରବୀନ୍ଦ୍ର ଭୋଇଙ୍କ ଦେହାନ୍ତ

ଭୁବନେଶ୍ୱର : ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ରବୀନ୍ଦ୍ର ଭୋଇଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ରାଜ୍ୟ ପଞ୍ଚାୟତି ରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା  ବିଧାୟକ ଶ୍ରୀ ଭୋଇଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଉପରମୁହାଁ ଭୁତାଣୁ , ଟପିଲା ୪୦ ଲକ୍ଷ  

୨୪ ଘଣ୍ଟା ଭିତରେ ସାରା ଦେଶରେ  ୮୬,୪୩୨ /୧,୦୮୯    ମୃତ୍ୟୁ ଛୁଇଁବ ଛୁଇଁବ ହେଲାଣି ୭୦ ହଜାର  , ଦିନକରେ ନମୁନା ଯାଞ୍ଚ ହୋଇଛି ସାଢେ ଦଶ ଲକ୍ଷରୁ ଊର୍ଧ୍ଵ ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ  ୮୬,୪୩୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ…