ବଦଳିଲେ ଜିଲ୍ଲାପାଳ : ପ୍ରଶାସନିକ ଅଦଳବଦଳ 

ଭୁବନେଶ୍ୱର : ବଦଳିଛନ୍ତି ଅନେକ ଜିଲ୍ଲାର ଜିଲ୍ଲାପାଳ | ପ୍ରଶାସନିକ ସ୍ତରରେ କରାଯାଇଛି ବଡ ଧରଣର ଅଦଳବଦଳ | ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | ଯାଜପୁର ଜିଲ୍ଲାପାଳ ଥିବା ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗର…

ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟ ୫ ମାଓ ମୃତ 

କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସୁର୍କି ଜଙ୍ଗଲ ରେ ମାଓ ଅପରେସନ । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓଏସଓଜି ମିଳିତ ଅପରେସନ । ଅପରେସନରେ ଗୁଳିବିନିମୟ ବେଳେ ୫ମାଓବାଦୀ ନିହତ । କଳାହାଣ୍ଡିର ସୁର୍କି  ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।  ଏନେଇ ଅଧିକ ଫୋର୍ସ ପଠାଯାଇଥିବା…

ଶପଥ ନେଲେ ଦୁଇ ସୂଚନା କମିଶନର ବିକ୍ରମ ସେନାପତି ଏବଂ ଦିଲ୍ଲୀପ ବିଷୋୟୀ

ଭୁବନେଶ୍ୱର (ଶାସକ ପ୍ରଶାସକ ) :  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଶ୍ରୀ ବିକ୍ରମ ସେନାପତି ଏବଂ ଶ୍ରୀ ଦିଲ୍ଲୀପ କୁମାର ବିଷୋୟୀଙ୍କୁ ରାଜ୍ୟ ସୂଚନା କମିଶନର ଭାବରେ ଶପଥ ପାଠ କରାଇଛନ୍ତି। ରାଜଭବନର ଅଭିଷେକ ହଲରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନିଲ କୁମାର ମିଶ୍ର ତଥା ଅନ୍ୟ…

“ଆସନ୍ତା ସପ୍ତାହ ମଧ୍ୟରେ ପରିସ୍ଥିତିରେ ଉନ୍ନତି ଆସିବ” :  ମୁଖ୍ୟମନ୍ତ୍ରୀ

http://www.youtube.com/watch?v=zOcdNjlE10c  କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍‌ ମୁତୟନ, ଅଧିକ ଆଇସିୟୁ ବେଡ଼   ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ  ଭୁବନେଶ୍ବର(ଶାସକ ପ୍ରଶାସକ) :…

ଖବର ପ୍ରକାଶନ ପରେ ସାଂସଦ ସୁରେଶ ପୂଜାରୀଙ୍କ ତତ୍ପରତା

ଯୋଖିପାଲି ଗ୍ରାମ ହେବ ସାନିଟାଇଜ : ଲାଗିବ ଟ୍ରାନ୍ସଫର୍ମର, ଦୂର ହେବ ପାନୀୟ ଜଳ ସମସ୍ୟା. ଭୁବନେଶ୍ୱର : ଖବର ପ୍ରକାଶନ ପରେ ଯୋଖିପାଲି ଗ୍ରାମର ସମସ୍ୟାର ସମାଧାନ ନିମନ୍ତେ  ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ ,ଯୋଖିପାଲିର କର୍ମକର୍ତ୍ତା ମାନେ ବରଗଡ଼ ସାଂସଦ ଶ୍ରୀମାନ…

ଭଦ୍ରକ ଜିଲ୍ଲାରୁ ୪ ଜଣ ବ୍ୟକ୍ତି ଦାନ କଲେ ପ୍ଲାଜମା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଭୁବନେଶ୍ୱର, (ଶାସକ ପ୍ରଶାସକ ) : ପ୍ଲାଜମା ଥେରାପି ଦ୍ୱାରା କୋଭିଡ-୧୯ ସଂକ୍ରମିତ ଗୁରୁତର ରୋଗୀମାନେ ସୁସ୍ଥ ହେଉଥିବା ପରିପ୍ରେକ୍ଷୀରେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବା ପାଇଁ ଆଗଭର ହେବାକୁ…

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ : ୧୮ଜଣ ଜନପ୍ରତିନିଧି ବୈଠକ ବର୍ଜନ 

ଗୁଣପୁର /ସିଦ୍ଧାର୍ଥ ଦାଶ - ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଅର୍ଥ କମିଶନ ଏବଂ ରାଜ୍ୟ ସରକାରଙ୍କ ଅର୍ଥ କମିଶନ ପକ୍ଷରୁ ଆସିଥିବା ଅନୁଦାନ କିଭଳି ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ ହୋଇ ପାରିବ ସେନେଇ ଏହି…

ରମ୍ପେଲା ଇବ ସେତୁ ଉପର ଦୁର୍ଘଟଣା: ବ୍ରିଜ ଉପରୁ ହୀରାକୁଦ ଜଳଭଣ୍ଡାରକୁ ଖସିଲା ହାଇୱା 

 ୨ ମୃତ, ଡ୍ରାଇଭର ମୁର୍ମୁଷ ଭାବେ ଉଦ୍ଧାର l  ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜ଼ିଲ୍ଲା ସିମାବର୍ତ୍ତୀ  ରମ୍ପେଲା ଇବ ବ୍ରିଜ ଉପରୁ ମଙ୍ଗଳବାର ଅପରାହ୍ନରେ ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ହୀରାକୁଦ ଜଳଭଣ୍ଡାର ଭିତରକୁ ଖସିପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇ…

ଧନକଉଡା ବ୍ଲକ ଜୋନ-୨ କଂଗ୍ରେସ ସଭାପତି ଉପେନ୍ଦ୍ର ଦେବତାଙ୍କ ପରଲୋକ l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜ଼ିଲ୍ଲା  ଧନକଉଡା ବ୍ଲକ ଜୋନ-୨ କଂଗ୍ରେସ ସଭାପତି ଉପେନ୍ଦ୍ର ଦେବତା (୬୭)  କଲାମାଟି ଗାଁ ମୁଳ ବାସିନ୍ଦା ଙ୍କ  ବରଗଡସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ପରଲୋକ ହୋଇଛି। ତାଙ୍କ ଶବକୁ କଳାମାଟି ଗ୍ରାମକୁ ଅଣାଯାଇଥିବାବେଳେ, ଅଞ୍ଚଳରେ ଶୋକର ଛାୟା…

ସମ୍ବଲପୁର ରେ ଜାତୀୟ ପୁଷ୍ଟିସାଧନ ସଚେତନତା ସପ୍ତାହ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ସହରର ରେମେଡ ଠାରେ ଜାତୀୟ ପୁଷ୍ଟିସାଧନ ସଚେତନତା ସପ୍ତାହ ଆଜି ପାଳିତ ହୋଇଯାଇଛି। ନଗର ଭ୍ରାମ୍ୟମାଣ ସ୍ୟାସ୍ଥ୍ୟ ୟୁନିଟ ଓ ରେମେଡ-୨ ମହିଳା ଆରୋଗ୍ୟ ସମିତି ଆନୂକୁଲ୍ୟରେ ଅାୟୋଜିତ କାର୍ଯ୍ୟକ୍ରମରେ ସୁସ୍ଥ ଶରୀର ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଖାଦ୍ୟ…