Sign in
Sign in
Recover your password.
A password will be e-mailed to you.
ବିଜୁ ଛାତ୍ର ଜନତା ଦଳ ଜ଼ିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତି ଙ୍କ ପିଏଚଡି ଡିଗ୍ରୀ ହାସଲ l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜ଼ିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି l ମଙ୍ଗଳବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋୖଖିକ କରାଯାଇ ବାଣିଜ୍ୟ ବିଭାଗ ର ଛାତ୍ର ସିଦ୍ଧାନ୍ତ ମହାନ୍ତି ଙ୍କୁ ପିଏଚଡି ଡିଗ୍ରୀ…
ଭିସୁଟ: ଏମର୍ଜିଂ ଟେକ୍ନୋଲୋଜି କର୍ମଶାଳା ଉଦଘାଟିତ l
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ଭିସୁଟ ଇନଫର୍ମେସନ ଟେକ୍ନୋଲୋଜି ବିଭାଗ ପକ୍ଷରୁ ଟିକ୍ୟୁପ-୩ ସହଯୋଗରେ ଅନଲାଇନ ସାପ୍ତାହିକ 'ଏମର୍ଜିଂ ଟେକ୍ନୋଲୋଜି: ଥିଓରୀ ଆଣ୍ଡ ଆପ୍ଲିକେସନ(ଏଟା-୨୦୨୦)' ଶୀର୍ଷକ କର୍ମଶାଳା ଗୁଗଲ ମିଟ୍ ପ୍ଲାଟଫର୍ମ ରେ ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଭିସୁଟ…
ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଟିକାକୁ ଲାଗିଛି ସାମୟିକ ଝଟକା
ଭାରତରେ ଏହି ଟୀକାର କ୍ଲିନିକାଲ ପରୀକ୍ଷା ହୋଇପାରେ ବିଳମ୍ବ
ଉତ୍ପାଦନ ଏବଂ ମାର୍କେଟିଂ ଦାୟିତ୍ୱରେ ଅଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ
ଓଡିଶାକୁ ଆସିବାର ଅଛି ଏହି ଟୀକା , ହୋଇପାରେ ସାମାନ୍ୟ ବିଳମ୍ବ
ସେରମର ସିଇଓ ଆଦର ପୁନାୱାଲାଙ୍କ ସହ ଆଲୋଚନା କରିଥିଲେ…
ଜନ୍ତୁ ଶିକାର ଅଭିଯୋଗରେ ୩ ଗିରଫ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ କିସିଣ୍ଡା ରେଞ୍ଜ୍ ଅଧିନସ୍ଥ ଜେମାଜୁରୀ ଗାଁ ନିକଟସ୍ଥ କେନ୍ଦୁମୁଣ୍ଡାଠାରେ ଶିକାରୀମାନେ ଜନ୍ତୁ ଶିକାରପାଇଁ ବିଦ୍ୟୁତ୍ ତାର ବିଛାଉଥିବାର ବନ ବିଭାଗ ଖବର ପାଇ ଚଢଉ କରି ୩ ଜଣଙ୍କୁ ଗିରଫ କରିଛି…
ଦେବଝରଣ ଠାରେ ଇକୋ ପର୍ଯ୍ୟଟନ ଉଦ୍ୟାନ ଲୋକାର୍ପିତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :- ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ୍ କୟାକୁଦ୍ ପଞ୍ଚାୟତ ଦେବଝରଣ ଡ୍ୟାମ ଠାରେ , ଓଡିଶା ସରକାର ଙ୍କ ଜଳ ସମ୍ପଦ ବିଭାଗ କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ପାରିପାର୍ଶ୍ୱିକ ଉନ୍ନୟନ ଅନୁଦାନ ୫୬.୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ…
ଆଜି ରାଜ୍ୟରେ ୩୭୪୮ କୋଭିଡି ପଜିଟିଭ
କରୋନାରେ ପ୍ରାଣ ହରାଇଲେ ୧୧ ଜଣ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୩୭୪୮ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ପ୍ରାଣହାନୀ ଘଟିଛି | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୦ ଜଣ ସଂଗରୋଧରୁ ଓ ୧୫୩୮ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି…
ଏପଟେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଏସଓପି ଜାରି, ସେପରି ଅଥୟ ଭୁତାଣୁ
୨୪ ଘଣ୍ଟା ଭିତରେ ଆକ୍ରାନ୍ତ ନବେ ପାଖାପାଖି, ମୃତ୍ୟୁ ବି ଏଗାର ଶହ ଉପରେ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଏପଟେ ଭାରତ ସରକାର କିଛି ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଭାରତରେ କରୋନା ସଂକ୍ରମଣ ପରିସ୍ଥିତିକୁ ଗୁରୁତର କରୁଛି । ଆଜି ବି ଲଗାମ ଛଡ଼ା…
ଅନୁଭବଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାଂସାରୀକ ଜୀବନରେ ଝଡ଼ ଉଠିଛି । ଏଥିରୁ ଫାଇଦା ଉଠାଇବା ନିମନ୍ତେ ଆଗେଇ ଆସିଛି ବିଜେପି । ବିଜେଡ଼ି ମା କୁ ସମ୍ମାନ ନାରା ଦେଉଥିବା ବେଳେ ସାଂସଦ ଅନୁଭବ ବିଜେଡ଼ିର…
ହୋପ ଅଫିସ ଭିତରେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନାଠାରୁ ମାତ୍ର ୨୦୦ ମିଟର ଦୂର ୱାଡର଼୍ ନମ୍ବର ୮ ସହରସାହିସ୍ଥିତ ହୋପ କାର୍ଯ୍ୟାଳୟରୁ ବାରିପଦା ଟାଉନ ଥାନା ପୁଲିସ କାଲି ରାତିରେ ଏକ ଯୁବତୀଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ପରିଚୟ ଅମ୍ରିତା ଦାସ ହୋଇଥିବା ବେଳେ ଘର…
ଦିନିକିଆ ଗଜପତି ଗସ୍ତରେ ଉତ୍ତରପ୍ରଦେଶ ବିଧାନପରିଷଦ ସଦସ୍ୟ ଶ୍ରୀଯୁକ୍ତ ଧୀରମାନ ଧର୍ମବୀରସିଂ ଅଶୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍ତରପ୍ରଦେଶ ବିଧାନପରିଷଦ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଧୀରମାନ ଧର୍ମବୀରସିଂ ଅଶୋକ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଅତିଥିଭବନ ରେ ପହଞ୍ଚି ଗଜପତି ଜିଲ୍ଲା ବହୁଜନ ସମାଜ ପାର୍ଟି ର ସମସ୍ତ…