Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ଗଠିତ ହେଲା କରଣୀ ସେନାର ଶାଖା। ନିଯୁକ୍ତ ହେଲେ ପ୍ରଥମ ପ୍ରଦେଶ ଅଧ୍ୟକ୍ଷ।
ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ାରେ ଗଠିତ ହେଲା କରଣୀ ସେନା ଶାଖା। ଏହାସହ ଏହାର ପ୍ରଥମ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରେମ ପ୍ରକାଶ ସିଂହ ଓରଫ ମଣ୍ଟୁ ସିଂହ। ନବନିଯୁକ୍ତ ସଭାପତି ମଣ୍ଟୁ ସିଂହ ପ୍ରଥମରୁ ହିଁ ଉଦ୍ଧବ ଠାକରେ ସରକାର ପ୍ରତି ଆକ୍ରଣାମଣାତ୍ମକ ମନୋଭାବ ପୋଷଣ କରି…
ବରଗଡ଼ ସାଂସଦଙ୍କ ବକ୍ତବ୍ୟ କୋଭିଡ ମୁକାବିଲା ‘ନେଇ ଓଡ଼ିଶା ସରକାର ଫେଲ” : ପ୍ରତିକ୍ରିୟା ରଖିଲେ ବିଭିନ୍ନ…
ଝାରସୁଗୁଡ଼ା :(ସୁଭାଷ ସହାରେ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଗତକାଲି ସଂସଦରେ ଓଡ଼ିଶାରେ କୋଭିଡ ମୁକାବିଲା କରିବାରେ ସଂପୂର୍ଣ୍ଣ ଫେଲ ହୋଇଛନ୍ତି ଏବଂ ଏହାର ଦାୟୀତ୍ୱ କେନ୍ଦ୍ର ସରକାର ନିଜ ହାତରେ ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଓଡ଼ିଶାରେ କୋରୋନା ରୋଗୀଙ୍କ ଯେପରି…
” ଏନଆଇଏନଏଲ କର୍ମଚାରୀଙ୍କୁ ପ୍ରାପ୍ୟ ତୁରନ୍ତ ମିଳୁ, ଲାଭ ପ୍ରଦାନକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ସହ ଏନଆଇଏନଏଲର…
ମୁଖ୍ୟ ସଚିବ ଓ ଖଣି -ଇସ୍ପାତ ସଚିବଙ୍କୁ ପତ୍ର ଲେଖିଲେ ବିଧାୟକ ପ୍ରୀତିରଞ୍ଜନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼(ଏନଆଇଏନଏଲ)ର କର୍ମଚାରୀ ଓ ଶ୍ରମିକଙ୍କ ୭ମାସର ଦରମା ମିଳିବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶିଳ୍ପ ଏବଂ ଖଣି ଓ ଇସ୍ପାତ…
ବିଡ଼ିଓ, ତହସିଲଦାର ଓ ନେତାଙ୍କୁ କରୋନା : ସରକାରୀ କାର୍ଯ୍ୟକ୍ରମ ଠପ୍
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସାରା ଜିଲ୍ଲାରେ କରୋନାର ଭୟାବହତା ବୃଦ୍ଧି ପାଇ ଚାଲିଥିବା ବେଳେ ଓଡ଼ଗାଁ ବ୍ଳକ ଅଂଚଳ ଏବେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଠାରେ କରୋନା ଆକ୍ରାନ୍ତ ଦେଖା ଦେଇଛି । ଆଜି ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇ…
କରୋନାରେ ବରିଷ୍ଠ ନେତା ନୃସିଂହ ରାଉତଙ୍କ ପରଲୋକ
ଓଡ଼ଗାଁ( ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲାରେ କରୋନା ତାର କାୟା ବିସ୍ତାରୀ ଚାଲିଥିବା ବେଳେ ଆଜି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତ ବରିଷ୍ଠ ନେତା ନୃସିଂହ ଚରଣ ରାଉତଙ୍କର ମୃତ୍ୟୁ ଘଟିଛି । ସେ କିଛିଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ…
ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ, କରୋନା ସଚେତନତା, ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଳକରେ ନେହେରୁ ଯୁବ କେନ୍ଦ୍ର ସହାୟତାରେ ବୃକ୍ଷ ରୋପଣ , କରୋନା ସଚେତନତା , ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଗୁଡିକ…
ବାର୍ହା ମାଂସ ଭୋଜି କରୁଥିବା ସମୟରେ ୨ଶିକାରୀ ଗିରଫ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମରେ ବାରହା ମାଂସ ଭୋଜି କରୁଥିବା ସମୟରେ ବନବିଭାଗ ୨ ଜଣ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି।
ସୂଚନା ଯୋଗ୍ୟ ଯେ, ଗତ କାଲି ରେଢାଖୋଲ ବନଖଣ୍ଡ ଗୋଗୁଆ ଗ୍ରାମର ନରୋତ୍ତମ ସାହୁ ଓ…
କେନ୍ଦ୍ର କ୍ୟାବିନେଟ୍ ୬ଟି ରବି କୃଷିଜାତ ସାମଗ୍ରୀ ଉପରେ ଏମଏସପି ବୃଦ୍ଧିକୁ ମଞ୍ଜୁରି
ଏମଏସପିକୁ ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ମୋଦି ସରକାର - ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରକୁ ଧନ୍ୟବାଦ
• କେନ୍ଦ୍ର ସରକାର ଆଗାମୀ ରବି ଫସଲ ପାଇଁ ଏମଏସପି ବୃଦ୍ଧି କରିଛନ୍ତି…
ଓଡିଶା ବନ୍ୟା ପ୍ରପୀଡିତଙ୍କ ପାଇଁ ଦିଲ୍ଲୀରୁ ପଠାଗଲା ରିଲିଫ ସାମଗ୍ରୀ
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ପତକା ଦେଖାଇ ଯାତ୍ରାର କଲେ ଶୁଭାରମ୍ଭ
ନୂଆଦିଲ୍ଲୀ / ଭୂବନେଶ୍ୱର(ଶାସକ ପ୍ରଶାସକ): ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ନୂଆଦିଲ୍ଲୀସ୍ଥିତ…
ଅମାନିଆ ହେଲା ବୁଢ଼ାବଳଙ୍ଗ : ଟାପୁରେ ଜଳବନ୍ଦୀ ଦୁଇ ଯୁବକ
ବୁଢ଼ାବଳଙ୍ଗ ନଦୀରେ ହଠାତ୍ ଆସିଲା ପ୍ରାୟ ୧୦ ଫୁଟ ଉଚ୍ଚରେ ପାଣି
୨ ଯୁବକ ସହ ୨ ଛେଳି ଏକ ପଥର ଟାପୁରେ ଜଳବନ୍ଦୀ
ବାରିପଦା(ଦିଲ୍ଲୀପ ମହାନ୍ତି)- ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ନଦୀରେ ହଠାତ୍ ୧୦ ଫୁଟରୁ ଅଧିକ…