ଜଳିଗଲା ଧାନ ଅମଳ ଯନ୍ତ୍ର। 

0

 

ଝାରସୁଗୁଡ଼ା:(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ରିଙ୍କୁରି ଗ୍ରାମରେ ଧାନ ଅମଳ ଚାଲିଥିବା ବେଳେ ଧାନ ଅମଳ ଯନ୍ତ୍ର ଜଳି ଯାଇଥିବା ସୂଚନା ମିଳିଛି। ବିଲରେ ଧାନ ଅମଳ ଚାଲିଥିବା ବେଳେ ହଠାତ୍ ଯନ୍ତ୍ରଟିରେ ନିଆଁ ଲାଗି ଭୟଙ୍କର ଭାବରେ ଜଳି ଉଠିଥିଲା ।ଫଳରେ ଆଖପାଖରେ ଥିବା ଲୋକଙ୍କ ମଧ୍ୟରେ ଆଶଙ୍କା ଖେଳି ଯାଇଥିଲା ଏବଂ ଲୋକେ ଏପଟେ ସେପଟେ ଦୌଡ଼ାଦୌଡ଼ି ଆରମ୍ଭ କରିବା ଆରମ୍ଭ ହୋଇ ଯାଇଥିଲା। ନିଆଁ ଯୋଗୁଁ ହାରଭେଷ୍ଟରର ଅଧିକାଂଶ ଯନ୍ତ୍ରାଂଶ ଜଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.