ଗୋଲାମୁଣ୍ଡା : ଯୌତୁକ ପାଇଁ ବଧୂ ହତ୍ୟା ସଂଦେହ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରୁ ନହୁସ ବାଗ :  ଯୌତୁକ ପ୍ରଥାକୁ ନେଇ ଓଡ଼ିଶାରେ ଅନେକ ବଧୂ ହତ୍ୟା ଘଟଣା ଘଟିଥିବା ବେଳେ ବର୍ତମାନ ପଶ୍ଚିମ ଓଡ଼ିଶାରେ ଏପରି ଘଟଣା ଦେଖିବାକୁ ମିଳୁଛି !ଏପରି ଏକ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେମରି ପଞ୍ଚାୟତ…

ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଲୟ ତାଲା ଖୋଲି ନଦେବା ପାଇଁ ସକାଳୁ ବସିଛନ୍ତି ଚାଷୀ

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଲୟ ତାଳା  ଖୋଲି ନଦେବା ପାଇଁ ସକାଳୁ ବସିଲେଣି ଚାଷୀ  । ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ ଦାବିରେ । ପଦ୍ମପୁର ଉପଖଣ୍ତର ଲଖମରା, ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀଙ୍କୁ ୨୦୧୯ – ୨୦ ବର୍ଷର ଖରିଫ ଫସଲ…

ଦେଶରେ ଛପନ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ଛପନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୩,୩୪୭ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୮୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୬, ୪୬ ,୦୧୧ ହୋଇଥିବା ବେଳେ ଏ ଯାବତ ଦେଶରେ…

ନାହିଁ ମୋବାଇଲ ଟାୱାର : ଯୋଗାଯୋଗ ବିଛିନ୍ନ,  ପିଲାଙ୍କ ଅନଲାଇନ ପାଠ ପଢ଼ା ଯାଇଛି ଚୁଲୀକୁ 

ଘୁ. ଉଦୟଗିରି: ଗଗନ କୁମାର ପ୍ରଧାନ: ନାହିଁ ମୋବାଇଲ ଟାୱାର I ଯାହା ପାଇଁ ଅନଲାଇନ ପାଠ ପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀ I କେବଳ ଏତିକିରେ ସୀମିତ ରହିନି ସମସ୍ୟା I ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବା ସକାଶେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ହେଲେ ଗଚ୍ଛ କିମ୍ବା…

କୋଲ ବିୟରିଂ ଖଣିର ଟ୍ରିବ୍ୟୁନାଲ ଝାରସୁଗୁଡ଼ାକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି ଜଣାଇଲେ ବରଗଡ଼ ସାଂସଦ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ କୋଲ ବିୟରିଂ ଖଣିର ଟ୍ରିବ୍ୟୁନାଲକୁ ଢେଙ୍କାନାଳରୁ ଝାରସୁଗୁଡ଼ାକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଛନ୍ତି।  ଝାରସୁଗୁଡ଼ା ଜିଲ୍ଲାରେ ସର୍ବବୃହତ କୋଇଲା ଖଣି ଝାରସୁଗୁଡ଼ାରେ ଅବସ୍ଥିତ। ମାତ୍ର ଏ ସଂପର୍କିତ ସମସ୍ତ ମାମଲା…

ସମସ୍ତ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। 

କାଲି ସଂସଦରେ ଦାବି କରିଥିଲେ ସୁରେଶ, ଆଜି ଘୋଷଣା କଲେ ସରକାର  ଝାରସୁଗୁଡ଼ା :(ସୁଭାଷ ସହାରେ)- ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଲୋକସଭାରେ କୋଭିଡ ହେଲ୍ପ ଡେସ୍କ ଖୋଲିବା ପାଇଁ ଦାବି କରିବାର ଚବିଶ ଘଣ୍ଟା ଭିତରେ ରାଜ୍ୟ ସରକାର ସମସ୍ତ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବା ପାଇଁ…

ଗଣ୍ତାବଜା କଳାକାରଙ୍କୁ ଚିହ୍ନଟ  କରି ପଞ୍ଜିକୃତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି 

  ପଦ୍ମପୁର: ପଦ୍ମପୁର ଉପଖଣ୍ତ ଝାରବନ୍ଧ  ବ୍ଲକର  ଲକ୍ଷେ ଘର ଗଣ୍ତା ସମାଜର ସଭାପତି ଶ୍ରୀ ଭୋଜରାଜ ବାଗ ଝାରବନ୍ଧ ବ୍ଲକ ବିଡିଓ ରୁନୁ ଲାକ୍ରାଙ୍କ ମାଧ୍ୟମରେ ଜିଲ୍ଲାପାଳ ବରଗଡ଼ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି  । ସୂଚନା ଅନୁସାରେ  ବରଗଡ଼ ଜିଲ୍ଲାର ହେଉଛି ଏକ କଲାଶିକ୍ତ ମାଟି । କଳା…

ଲାଞ୍ଚୁଆ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଝାରସୁଗୁଡ଼ା ଜିଲ୍ଲାପାଳ। 

ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡ଼ା ପୌରପାଳିକାର ଅର୍ବାନ ଡେଭଲପମେଣ୍ଟ ମିଶନର  ଅଧିକାରୀ ବି. ଈଶ୍ବର ରାଓଙ୍କ ବିରୋଧରେ ଲାଞ୍ଚ କାରବାର ତଥ୍ୟଭିତ୍ତିକ ରିପୋର୍ଟ କରିଥିଲା ଶାସକ ପ୍ରଶାସକ। ଏହି ନ୍ୟୁଜର ପ୍ରଭାଵ ବର୍ତ୍ତମାନ ପଡ଼ିଛି ଅଧିକାରୀଙ୍କ ଉପରେ। ଝାରସୁଗୁଡ଼ା ଜିଲ୍ଲାପାଳ ଏହି…

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅସହାୟ : ନିଜ ନିରାପତ୍ତା ପାଇଁ ପଦକ୍ଷେପ ନେଲେ ଲୋକେ  

ବାରିପଦାରେ ୭ ଦିନ ପର୍ଯ୍ୟନ୍ତ ସମସ୍ତ ବନ୍ଦ ରହିବ ସମସ୍ତ ଦୋକାନ ବଜାର  ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ସେପ୍ଟେମ୍ବର ୨୨ଠାରୁ  ୨୮ ପର୍ଯ୍ୟନ୍ତ ସିଜ ୱାର୍କ ଘୋଷଣା  ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ପାଇଁ କୌଣସି ଲକ ଡାଉନ ସଟ ଡାଉନ କରିପାରିବେ ନାହିଁ ଓ ସେଠି ପାଇଁ…

ପାଞ୍ଚ ଟି ଦୋକାନ ଓ ଗୋଟିଏ ବ୍ୟାଙ୍କ୍ ସିଲ୍। 

ଟିଟିଲାଗଡ, (ଗୌରବ ଦର୍ଜି)- ଟିଟିଲାଗଡ ରେ ଦିନକୁ ଦିନ କୋରୋନା ରୋଗୀ ଙ୍କ ବୃଦ୍ଧି କୁ ଦେଖି ଟିଟିଲାଗଡ ପ୍ରଶାସନ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନ ରେ ଛିଡ଼ା ହୋଇ ଅମାନିଆ ମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହର ର ବିଭିନ୍ନ…