Sign in
Sign in
Recover your password.
A password will be e-mailed to you.
ମୟୂରଭଞ୍ଜରୁ ନୂଆ ୧୭୧ ପଜିଟିଭ ଚିହ୍ନଟ , ଆକ୍ରାନ୍ତ ସଂଖ୍ୟା ୬, ୭୫୯ କୁ ବୃଦ୍ଧି
ଚଳିତ ସେପ୍ଟେମ୍ବରରେ ବାରିପଦା ପୌରପରିଷଦରେ ଆକ୍ରାନ୍ତ ସଖ୍ୟା ୮୦୫ରେ ପହଁଞ୍ଚିଛି
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍ଥାନୀୟ ସଂସ୍ପର୍ଶରୁ ୧୬୭ ଏବଂ ଭୂବନେଶ୍ୱର ଓ କଟକଠାରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣଙ୍କୁ ମିଶାଇ ମୋଟ ୧୭୧ ନୂଆ କରୋନା ପଜିଟିଭ ଚିହ୍ନଟ…
୯ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ପୂର୍ବାହ୍ନ ସାଢେ଼ ୧୦ ସମୟରେ ବାରିପଦା ଟାଉନ ଥାନା ଏସଆଇ ରଞ୍ଜନ କୁମାର ବେହେରା ଅନ୍ୟ କପୁଲିସ କର୍ମଚାରୀଙ୍କ ସହ ସହରରେ ପେଟ୍ରୋଲିଂ କରୁଥିବା ସମୟରେ କୁଳିଅଣା ଥାନା ସାନପଳଶା ଗ୍ରାମର ଶ୍ୟାମସୁନ୍ଦର ମଢ଼ୁଆଳ ଏକ ପ୍ଲାଷ୍ଟିକ ବେଗ ଭିତରେ କିଛି ଧରି…
ଚାଷୀଙ୍କ ଅପେକ୍ଷା ନିଜ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବିରୋଧୀ ଦଳ – ଧର୍ମେନ୍ଦ୍ର ପ୍ରଧାନ
କୃଷି ବିଲକୁ ସଂସଦରେ ବିରୋଧୀଙ୍କ ବିରୋଧ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍
• କଂଗ୍ରେସ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ସବୁ ସଂସ୍କାରକୁ ବିରୋଧ କରିଆସୁଛି
• ସଂସଦରେ କୃଷି ବିଲ ପାରିତ ଦ୍ୱାରା ବିରୋଧୀଙ୍କ ଚାଷୀ ବିରୋଧୀ ଅସଲ ମୁଖା ପଦାରେ ପଡ଼ିଛି
ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ…
କରୋନାକୁ ହରାଇଲେ ୯୧ ବର୍ଷୀୟ ବରିଷ୍ଠ ନାଗରିକ…
ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଫେରିଲେ ଘରକୁ.
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ…
ସମ୍ବଲପୁରୀ-କୋଶଲି ଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ସଂଭାବନା ସୃଷ୍ଟି କରିଛି ଶିକ୍ଷାନୀତି ।
‘ଜାତୀୟ ଶିକ୍ଷାନୀତି-୨୦୨୦’ ଉପରେ ୱେବନିଅର ସେମିନାର
ପଦ୍ମପୁର(ଶାସକ ପ୍ରଶାସକ )- ସଂପ୍ରତି କେନ୍ଦ୍ର ସରକାରଙ୍କ ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷା ତଥା ଆଂଚଳିକ ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ଗୁରୁତ୍ୱ ଆରୋପ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ…
ବୀମାରୁ ବଂଚିତ ଚାଷୀ, ପ୍ରଶାସନ ଉଦାସୀନ
ପଦ୍ମପୁର-ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଳକ ଅନ୍ତର୍ଗତ ଲଖମରା, ବାଦିକଟା,ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ୨୦୧୯ - ୨୦ ବର୍ଷର ଖରିଫ ଫସଲ ବୀମା ଏ ପର୍ଯ୍ୟନ୍ତ ପାଇ ନାହାଁନ୍ତି । ଏହି ଖରିଫ ଫସଲ ବୀମା ପାଇବା ପାଇଁ ଚାଷୀ ମାନେ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ମାନଙ୍କୁ…
କରୋନା ଆତଙ୍କଠୁ ବଳାଇ ଯାଉଛି ମୃତ୍ୟୁ ଯନ୍ତ୍ରଣା
ପୁଅଙ୍କୁ ନେଇଗଲା କରୋନା, ପୁଅଙ୍କୁ ଝୁରି ଆଖି ବୁଜିଦେଲେ ବାପା
ବଲାଙ୍ଗିର/ ନିରୋଜ ମିଶ୍ର : କରୋନା ଓ ଅନ୍ୟାନ୍ୟ ରୋଗ କାରଣରୁ ବଲାଙ୍ଗିର ଜିଲାରୁ ଜଣେ ପରେ ଜଣେ ଆଖି ବୁଜୁଛନ୍ତି। ଶନିବାର ବଲାଙ୍ଗିର ସହରର ଜଣେ ଯୁବ ବ୍ୟବସାୟୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ଆଉ ରବିବାର ଦୁଃଖ ଦୁଇ…
ଚର୍ଚ୍ଚାରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ଗାଡି ଜବତ, ହେଲେ ଯୁଆଡ଼ି ଫେରାର
ପଦ୍ମପୁର-ପଦ୍ମପୁର ଉପଖଣ୍ଡର ସୀମାନ୍ତବର୍ତୀ ଅଞ୍ଚଳର ଝାରବନ୍ଧ ଥାନା ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଝାରବନ୍ଧ ଥାନା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ଖବର ପାଇ ଝାରବନ୍ଧ ପୋଲିସ ଘୁଚାପାଳି ଜଙ୍ଗଲ ଭିତରେ…
ଅନଲାଇନ ଶିକ୍ଷାଦାନର ବିକଳ ଚିତ୍ର : ଗଛ ଉପରେ ପିଲାଙ୍କ ଅସୁରକ୍ଷିତ ପାଠପଢା
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବୈଶ୍ୱିକ ମହାମାରୀ କୋରୋନା ଯୋଗୁଁ ବହୁମାତ୍ରାରେ ପ୍ରଭାବିତ ହୋଇଛି ପାଠପଢା। ଦୀର୍ଘ ୭ମାସ ହେଲା ସ୍କୁଲ, କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରିଲାଗିବା ଫଳରେ ପିଲାଙ୍କ ଉଜ୍ଜ୍ୱଳ…
ବୁଡି ଅଞ୍ଚଳର ସୁରକ୍ଷା ପାଇଁ ପୋଲାଭରମ ପ୍ରକଳ୍ପ ବିରୋଧରେ “ପାପ” ପକ୍ଷରୁ ସଚେତନା କାର୍ଯ୍ୟକ୍ରମ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ ନୀତି ନିୟମକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର ନିର୍ମାଣ କରି ଆସୁଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆଜି…