ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ, ଯାଇଛି ୯ ଜଣଙ୍କ ଜୀବନ 

ଦ୍ବୀନଗରୀରୁ କେବଳ ୧୨୪୭, ସତର ଜିଲ୍ଲାରେ ତିନି ଅଙ୍କରେ  କରୋନା ଆକ୍ରାନ୍ତ  ମୋଟ ଆକ୍ରାନ୍ତ  ୧୮୪୧୨୨, ସୁସ୍ଥ ହୋଇସାରିଲେଣି ୧୪୫୬୭୫    ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ଆଜି ପ୍ରାଣ ହରାଇଛନ୍ତି ୯ ଜଣ କରୋନା ରୋଗରେ | ଆଜି…

ସଂସଦରେ ପାରିତ କୃଷି ବିଲ୍ ଐତିହାସିକ – ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ • ଚାଷୀଙ୍କୁ ଆତ୍ମନିର୍ଭର କରିବ ନୂଆ କୃଷି ନିୟମ • କୃଷକଙ୍କୁ ସଶକ୍ତ କରିବା ସହ କୃଷି ଭିତିଭୂମିକୁ ମଜବୁତ୍ କରିବ • ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ…

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ସେପ୍ଟେମ୍ବର 18 ସୁଦ୍ଧା 9.79 ଲକ୍ଷ କର୍ମଦିବସ ସୃଷ୍ଟି କରିଛି ରେଳବାଇ

● ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି 6ଟି ରାଜ୍ୟରେ ସୃଷ୍ଟି ହୋଇଛି ଏହି କର୍ମଦିବସ ● ନିଜେ ରେଳ ମନ୍ତ୍ରୀ ପ୍ରକଳ୍ପଗୁଡିକର ଅଗ୍ରଗତି ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଯୋଜନାରେ ସୃଷ୍ଟ ନିଯୁକ୍ତି ସୁଯୋଗ ନୀରିକ୍ଷଣ କରୁଛନ୍ତି ● ପ୍ରକଳ୍ପ…

ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଜିସକାଳେ…

ପୋଖରୀରେ ବୁଡ଼ି ଜୀବନ ହରାଇଲେ ଯୁବକ। 

  ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ସହରର ବେହେରାମାଲର ସଂସ୍କୃତି ଭବନର ପଛପଟେ ଥିବା କୁଲ୍ହରମୁଡ଼ା ପୋଖରୀରେ ଏକ ୨୦ ବର୍ଷର ଯୁବକର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇ ଯାଇଛି । ଯୁବକ ଜଣକ ପୋଖରୀରେ ଥିବା ପଦ୍ମଫୁଲ ନାଡ଼ରେ ଛନ୍ଦି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆଜିସକାଳେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟସେବାରେ ଅବହେଳା। ଦୁଇ ଦିନରେ ୩ ମୃତ୍ୟୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଚିକିତ୍ସାର ଚରମ ଅବହେଳାର ଅଭିଯୋଗ ଆସିଅଛି। ଆସିଥିବା ରୋଗୀମାନଙ୍କ ଚିକିତ୍ସା ନ କରି ସେମାନଙ୍କୁ ପକାଇ ରଖାଯାଉଛି। ତେଣୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ମୃତ୍ୟୁ କବଳରେ ପଡ଼ୁଛନ୍ତି। ଗତ ଦୁଇ ଦିନରେ…

ଓଡିଶାର ପୁଞ୍ଜିକୁ ବିଶ୍ୱ ସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ଗ୍ଲୋବାଲ୍ ୱେଷ୍ଟର୍ଣ୍ଣ ଓଡିଶା ନୂଆଁଖାଇ ଭେଟଘାଟରେ  କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ • ସମ୍ବଲପୁରୀ ମାସ୍କକୁ ଅଧିକ ଜନାଦୃତ କରିବାକୁ ପଡିବ • ରଙ୍ଗବତି ଗୀତ ଦୀର୍ଘ ଦଶନ୍ଧି ଧରି ଦେଶ ଓ ବିଶ୍ୱରେ ଆଦୃତ ହୋଇପାରିଛି ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ଟେକ୍ସଟାଇଲ୍, ପର୍ଯ୍ୟଟନ ଏବଂ…

ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ପାଇଁ ସଂକଳ୍ପ ନେଲେ ବିଜେପି…

 ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମାଂଚଳ ଏବଂ ଜିଲ୍ଲା ମୁଖ୍ୟାଳୟର ପ୍ରମୁଖ ୭୦ଟି ସ୍ଥାନରେ କରାଗଲା ସଫେଇ କାର୍ଯ୍ୟକ୍ରମ  ସ୍ୱଚ୍ଛଭାରତ ଅଭିଯାନରେ ସଂପନ୍ନ ହେଲା ବିଜେପିର‘ସେବା ସପ୍ତାହ’ ଭୁବନେଶ୍ୱର,(ଶାସକ ପ୍ରଶାସକ) :ସୁସ୍ଥ ରହିବା ପାଇଁ ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରହିବା ନିହାତି…

ବଲ୍ଲଭ ଚରଣ ସାହୁଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

ବାରିପଦା (ଦିଲ୍ଲୀପ ମହାନ୍ତି )-ବାରିପଦା ପୌରପରିଷଦର ବିଶିଷ୍ଟ ସମାଜସେବୀ ବଲ୍ଲଭ ଚରଣ ସାହୁଙ୍କ ଏକାଦଶାହ ଉପଲକ୍ଷେ ଆଜି ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ ବାରିପଦା ରୋଟାରୀ ଭବନ ଠାରେ କୋଭିଡ ନିୟମ ପାଳନ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ   ହୋଇଯାଇଛି  । ବଳାଙ୍ଗୀ ମହୋତ୍ସବ କମିଟିର…

ବାଘ ମୁଣ୍ଡ, ଛାଲ ଓ ବାର୍ହା ମାଂସ ସହ ମାରଣାସ୍ତ୍ର ଜବତ ଓ ୩ ଗିରଫ

ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆମାନାରା ସେକସନର ଟିପାଝର ଗାଁ ରେ ବନ ବିଭାଗ ଚଢଉ କରି ବାଘ ମୁଣ୍ଡ, ଛାଲ ଓ କଞ୍ଚା ବାର୍ହା ମାଂସ ସହ  ବିପୁଳ ପରିମାଣରେ ମାରଣାସ୍ତ୍ର, ଫାସ ଜାଲ ଆଦି ଜବତ କରିଛି । ଏହି ପରିପ୍ରେକ୍ଷିରେ ୩ ଜଣଙ୍କୁ ଗିରଫ କରାଯାଇଛି ଓ ଏମାନେ…