Sign in
Sign in
Recover your password.
A password will be e-mailed to you.
ଚଳନ୍ତି କାରରେ ନିଆଁ । ( SEE THE VIDEO)
http://www.youtube.com/watch?v=ElzG1RqZ5dU
ମାଲକାନଗିରି ଜାତୀୟ ରାଜପଥ 326 ରାସ୍ତା ଉପରେ ଜଳିଗଲା କାର । ମାଲକାନଗିରି ଜିଲ୍ଲାରେ ଏମ୍ଭି 16 ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇଗଲା । କାର ଟି ମୁଖ୍ୟ ରାସ୍ତା କଡରେ ଥିବା ବେଳେ ହଠାତ ସେଥିରେ ନିଆ ଲାଗି ଯାଇଥିଲା ।…
ବିଛିନ୍ନାଂଚଳରେ ଗରଜିଲା ସିପିଆଇଏମ: ବାର ଦଫା ଦାବି ନେଇ ବିକ୍ଷୋଭ ।
ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଚିତ୍ରକୋଣ୍ଡା ଚଳିତ ମାସ ସେପ୍ଟେମ୍ବର ୧୭ ରୁ ୨୧ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବା ବେଳେ ନିମ୍ନଲିଖିତ ଦାବି ଗୁଡ଼ିକୁ ନେଇ ଦେଶବ୍ୟାପି ପ୍ରତିବାଦ ବିକ୍ଷୋଭ ସଂଗଠିତ କରିବା ପାଇଁ ସିପିଆଇଏମ ର ଓଡିଶା ରାଜ୍ୟ କମିଟି …
କୋଭିଡରେ ପ୍ରାଣ ହରାଇଲେ କୋଭିଡ ଯୋଦ୍ଧାଙ୍କ ମା
ପାଇକମାଳ(ଶାସକ ପ୍ରଶାସକ) : କୋଭିଡ ନିୟନ୍ତ୍ରଣରେ ନିୟୋଜିତ କୋଭିଡ ଯୋଦ୍ଧା ତଥା ପାଇକମାଳ ସରକାରି ଚିକିତ୍ସାଳୟର ଫାର୍ମାସିଷ୍ଟି ଚିତ୍ତ ରଂଜନ ଦାଶଙ୍କ ମାତା ସୁମତି ଦାଶଙ୍କ ମୃତ୍ୟୁ କୋଭିଡ ଯୋଗୁ ହୋଇଥିବା ଜଣାପଡିଛି | ତାଙ୍କୁ ୭୭ ବର୍ଷ ହୋଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
ନୂଆପଡା ଜିଲ୍ଲାରେ କାର୍ଯ୍ୟରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ ସ୍ୱଦ୍ଧାଦେବ ସିଂ
ନୂଆପଡା(ଅମିତ ପୁରୋହିତ) ; ନୂଆପଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ସ୍ୱଦ୍ଧାଦେବ ସିଂ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ମଧୁସ୍ମିତା ସାହୁ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀମତୀ ସିଂ ମୟୁରଭଞ୍ଜ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ ।…
କାକା ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଝିଆରୀ
ନୂଆପଡା.(ଅମିତ ପୁରୋହିତ ); ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ବହଲପଦର ଗାଁରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଯାଇଛି । କାକା ହୋଇ ନିଜ ଝିଆରୀକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ଝିଆରୀ ର ପରିବାର ଲୋକେ କାକା ବିରୁଦ୍ଧରେ ଖଡିଆଳ ଥାନାରେ ଏତଲା ଦେଇଛନ୍ତି । ହେଲେ ପୋଲିସ…
ମୁହଁରେ ମାସ୍କ , ହାତରେ ସାନିଟାଈଜ଼ାର : ହକ ପାଇଁ ଚାଷୀଙ୍କ ସ୍ୱର ଜୋରଦାର
ଫସଲ ବୀମା ପ୍ରଦାନ ଦାବୀ ନେଇ ରାଜରାସ୍ତାରେ ଚାଷୀ ।
ପଦ୍ମପୁର : ମୁହଁରେ ମାସ୍କ ହାତରେ ସାନିଟାଇଜର ଏବଂ ସାମାଜିକ ଦୂରତାକୁ ବଜାୟରଖି ନିଜ ହକ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ । ୨୦୧୯-୨୦୨୦ ମସିହାର ଖରିଫ ଫସଲ ବିମା ପାଇବା ପାଇଁ ପଦ୍ମପୁର ଉପଖଣ୍ଡ ପାଇମାଲ ବ୍ଲକର…
ବିଜେପୁର ବ୍ଲକରେ ବାଟ ହୁଡ଼ିଛି ୫-ଟି
କୁମ୍ଭକର୍ଣ୍ଣ ନିଦରେ ବିଜେପୁର ବ୍ଲକ ପ୍ରଶାସନ,ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ
ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି ତଥା ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି କିନ୍ତୁ କେତେକ ବ୍ଲକ ସ୍ତରୀୟ ଅଧିକାରୀଙ୍କ…
ଆଜି ଭାରତରେ କରୋନା ୯୩,୩୩୭ /୧,୦୫୩
ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ପଂଚାବନ ଲକ୍ଷ
୮୦.୧୨% ସୁସ୍ଥ, ୧୮.୨୮% ସକ୍ରିୟ ଆକ୍ରାନ୍ତ ଓ ୧.୬୦%ମୃତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ତେପନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ…
ଅଳ୍ପକେ ବର୍ତିଲେ ୩୦ଜଣ ଯବାନ , ନଦୀରେ ବୋହିଗଲା ବସ । (See Video)
ମାଲକାନଗିରି/ବି ଶ୍ରୀନିବାସ ପାତ୍ର : ମାଓବାଦୀ ଙ୍କ ଗଡ଼ବୋଲି ବିବେଚିତ ହେଉଥିବା ଛତିଶଗଡ଼ ର ବିଜାପୁର ଅଞ୍ଚଳରେ ରେ ଘଟିଛି ଏକ ଦୁର୍ଘଟଣା । ୩୦ ଜଣ ଡି.ଆର.ଜି ଜବାନ ନକ୍ସଲ ଅପରେସନ ସାରି ନିଜ ବେସ କେମ୍ପ କୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲ…
ଜନ ସଂପର୍କ ଅଭିଯାନର ଚତୁର୍ଥ ଦିନରେ ରାଜନୈତିକ ବ୍ୟକ୍ତି ଓ ସାମ୍ବାଦିକ
ଟିଟିଲାଗଡ଼, ( ଗୌରବ ଦର୍ଜି) -ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଟିଟିଲାଗଡର ଗତ ସେପ୍ଟେମ୍ବର ୧୮ ତାରିଖ ରୁ ଆରମ୍ଭ ହୋଇଛି ଯାହା ୨୭ ତାରିଖ ରେ ସମାପ୍ତ ହେବା। ପ୍ରଥମ ଦିନ ରୁ ବିଭିନ୍ନ ସାମାଜିକ ଦଳ, ପୂଜା ପ୍ରତିଷ୍ଠାନ ର ମୁଖ୍ୟ ଆଦି ଙ୍କୁ…