କେନ୍ଦ୍ର କୃଷିନୀତି କୁ ବିରୋଧ ସିପିଆଇ ଏମ୍ ଓ ଅଖିଳ ଭାରତ କୃଷକ ସଂଘ ତରଫରୁ  ବିକ୍ଷୋଭ ପ୍ରଦର୍ଶନ ।

ମାଲକାନଗିରି(ବି ଶ୍ରୀନିବାସ ପାତ୍ର )- ଜିଲ୍ଲା ସିପିଆଇ ଏମ୍ ଓ ଅଖିଳ ଭାରତ କୃଷକ ସଂଘ ଙ୍କ ମିଳିତ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ଆଇନ ନୀତିକୁ  ବିରୋଧ କରି ରାସ୍ତା ଅବରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ର ନେତୃତ୍ବ ନେଇଥିଲେ ଶ୍ରୀ ବ୍ରଜ ମାଝୀ ଜିଲ୍ଲା ସି ପି ଆଇ ଏମ୍ ସଭାପତି…

କମ ହେଉନାହିଁ ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହାହେଲେ ପ୍ରସୂତି ।

ମାଲକାନଗିରି /ବି ଶ୍ରୀନିବାସ ପାତ୍ର -ପୁଣି ଭାରରେ ବୁହା ହେଲେ ପ୍ରସୂତି। ଏପରି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ର ଦୁର୍ଗମ ଅଂଚଳରେ ଥିବା ପାଡାଲପୁଟ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଦେବକୀ ମୁଦୁଲି(୨୭) ଙ୍କ ପ୍ରସବ…

ଗଛକୁ ପିଟିଲା ବାଇକ୍ ,ଦୁଇ ମୃତ

ଦିଲ୍ଲିପ ମହାନ୍ତି, ବାରିପଦା: ମୟୂରଭଂଜ ଜିଲ୍ଲା ସୀମାନ୍ତ ତିରିଂ ଥାନା ଅନ୍ତର୍ଗତ ଭିତରଆମଦା ପଞ୍ଚାୟତର ଫଟାଟାଙ୍ଗର ଗାଁର ଦେଓରାୟତି ଛକରେ ଶୁକ୍ରବାର ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଆକାଶିଆ ଗଛରେ ବାଇକ୍ ପିଟି ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ…

ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ହିରାଲାଲ ବେହେରା ମନୋନୀତ l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ବିଜୁ ଯୁବ ଜନତା ଦଳ ର ରାଜ୍ୟ କର୍ମକର୍ତ୍ତା ଙ୍କ ନାମ ଆଜି ଘୋଷଣା ହୋଇଛି l ଏହି ଅବସରରେ ସମ୍ବଲପୁର ର ସକ୍ରିୟ ଯୁବ ନେତା ହୀରାଲାଲ ବେହେରା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି  l ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ…

ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ପାଇଲେ ଡ଼. ସିଦ୍ଧାନ୍ତ ମହାନ୍ତି l 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )- ବିଜୁ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ସହିତ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା ହୋଇଛି। ସମ୍ବଲପୁର  ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ପଦ ପୁଣି ଥରେ ଡ଼. ସିଦ୍ଧାନ୍ତ ମହାନ୍ତି ପାଇଛନ୍ତି। ପୂର୍ବରୁ ଶ୍ରୀ ମହାନ୍ତି ଦଳର ଛାତ୍ର ସଙ୍ଗଠନ କୁ …

ସରକାର ହାତ ଟେକିଦେଇଛନ୍ତି, ବ୍ୟବସାୟୀ ହାତ ମିଳାଇଲେ

ଝାରସୁଗୁଡ଼ା ଦୋକାନ ମାଲିକ ସଂଘର ଏକ ସପ୍ତାହ ପାଇଁ ବନ୍ଦ ଘୋଷଣା।  ଝାରସୁଗୁଡ଼ା :(ସୁଭାଷ ସହାରେ) - ଆସନ୍ତା କାଲିଠାରୁ ଝାରସୁଗୁଡ଼ା ଦୋକାନ ବଜାର ଏକ ସପ୍ତାହ ନିମନ୍ତେ ବନ୍ଦ ରହିବ। ଝାରସୁଗୁଡ଼ା ଜିଲ୍ଲା ବ୍ୟବସାୟୀ ସଂଗଠନର  ମିଳିତ ନିଷ୍ପତ୍ତି ଅନୁଯାୟୀ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଔଷଧ…

ଜିଲ୍ଲା କୃଷକ ସଂଗଠନର ନୂତନ କୃଷି ବିଧେୟକକୁ ବିରୋଧ। ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ସ୍ମାରକପତ୍ର। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ନୂତନ କୃଷି ବିଧେୟକ ସଂସଦର ଉଭୟ ଗୃହରେ ଗୃହୀତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହୋଇଯିବ। ଏହା ପରେ କୋଟି କୋଟି କୃଷକମାନଙ୍କ  ଭାଗ୍ୟ ଲେଖା ହେବ କର୍ପୋରେଟ ଦ୍ବାରା। କୃଷି ସାମଗ୍ରୀ ଉପରେ ନିର୍ଭର କରୁଥବା ଦେଶର ଜନତାଙ୍କୁ…

ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୦ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ। 

ଝାରସୁଗୁଡ଼ା:(ସୁଭାଷ ସହାରେ) ଆଜି ମାନବ ସେବା ସଂଘ ପକ୍ଷରୁ ପୁଣି ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୦ଟି ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।  ସୂଚନା ଅନୁଯାୟୀ,…

ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇଟି ସଫଳ କିଡ୍‌ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର ।  ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ମମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି । ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର…

କୃଷି ରୁଣ ଛାଡ କରିବା, କୃଷି ଅଧ୍ୟାଦେଶ ବିଲ ବାତିଲ ଆଦି ୧୫ ଦଫା ଦାବିରେ ଆନ୍ଦୋଳନ 

ଗୁଣୁପୁରରୁ ମାଧବ ବିଡ଼ିକା :  ସିପିଆଇଏମ (ଲିବରେସନ)ର  ଗଣ ସଂଗଠନ ଅଖିଳ ଭାରତ କିସାନ  ମହାସଭା (A I K M)  ତରଫରୁ  କୃଷି ରୁଣ ଛାଡ କରିବା, କୃଷି ଅଧ୍ୟାଦେଶ ବିଲ ବାତିଲ କରିବା ,  କୃଷି ଦ୍ରବ୍ୟର ସହାୟକ ମୂଲ୍ୟ ଦୁଇ ଗୁଣ କରିବା, ପ୍ରାଇଭେଟ ମଣ୍ଡି ବନ୍ଦ କରିବା  , ନୁତନ ବିଦ୍ୟୁତ ସଂଶୋଧନ…