“କେନ୍ଦ୍ର ସରକାର କଲେ ଜିଏସଟି ଚୋରି, ଚୋରିକୁ  ମୁଖ୍ୟମନ୍ତ୍ରୀ କରିଛନ୍ତି ସମର୍ଥନ”

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଂକ ଗୁରୁତର ଅଭିଯୋଗ  ଭୁବନେଶ୍ୱର(ଶାସକ ପ୍ରଶାସକ) - ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି । ସେ କହିଛନ୍ତି…

ନୂଆ ତମତରା ଗ୍ରାମରେ ବିଦ୍ୟୁତ ଜଳିବ ଆସନ୍ତା ମାସରେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ପଞ୍ଚାୟତର ତାମତରା ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ଯୋଜନାରେ ସରକାର ପ୍ରଥମ ଥର ପାଇଁ ଗତ ୨୦୦୭-୦୮ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଇଥିଲେ । କିନ୍ତୁ ୨୦୧୨-୧୩ ଆର୍ଥିକ ବର୍ଷରେ ଗ୍ରାମକୁ…

 ବିଧାନସଭାର ମୈାସୁମୀ ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳର ୱେବିନାରରେ  ବୈଠକ 

 ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ  ନେତା ଓ ପଦାଧିକାରୀ ସାମିଲ  ବିଜୁଳି ଦର ବୃଦ୍ଧି, ସାଂପ୍ରତିକ ମନୁଷ୍ୟକୃତ ବନ୍ୟା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ତୃଟିପୂର୍ଣ୍ଣ କୋଭିଡ-୧୯ ପରିଚାଳନା, ପ୍ରବାସୀ ଓଡିଆ ଶ୍ରମିକ ସମସ୍ୟା, ନୂତନ ଓଡିଶା…

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଆଉ ୯ଟି ‘ମା’ ଗୃହ’ ପ୍ରତିଷ୍ଠା କରାଯିବ    

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ  ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି,…

ଲଉଡିଦରହା ପଞ୍ଚାୟତରେ ନାହିଁ ମୋବାଇଲ ଟାୱାର।

ଲଉଡିଦରହା ରେ ପଞ୍ଚାୟତ ,ସେବାସମବାୟ ,ଆର ଆଇ ଅଫିସ ଥାଇ ସୁଦ୍ଧା ମୋବାଇଲ ଟାୱାର ଗଡୁନି । ଉପଭୋକ୍ତା ଇଣ୍ଟରନେଟ ସେବାରୁ ବଞ୍ଚିତ ,ପ୍ରଶାସନ ଦୃଷ୍ଟି ଦେବେ କି? ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତର ଲଉଡିଦରହା ଗ୍ରାମ ରେ…

କିଂଜିରକେଲା ଥାନାର ଅଜବ ନୀତି 

ଅଭିଯୋଗର ତିନିମାସ ପରେ ବି ହେଲାନି ମାମଲା ରୁଜୁ ସୁନ୍ଦରଗଡ଼ - ଜଣେ ବୃଦ୍ଧ ଆଦିବାସୀ ବ୍ୟକ୍ତି ନିଜ ଆକାଉଣ୍ଟରୁ  ୬୩,୪୬୨  ଟଙ୍କା ଚୋରି ହୋଇଥିବା ନେଇ ଜୁନ ୧୨ ତାରିଖରେ କିଂଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ଆଜିକୁ ତିନିମାସ ଅତିକ୍ରମ କରିଥିଲେ ସୁଦ୍ଧା ଥାନାରେ ମାମଲା…

ଟିମ ନଡ୍ଡା : ଓଡିଶାରୁ ୪ ଜଣ 

ବୈଜୟନ୍ତ ବଜାୟ ରଖିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ସମ୍ପାଦକ  ସଂସଦ ଅପରାଜିତା ଷଢଙ୍ଗୀ ଓ ସମ୍ବିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର  ନୂଆ ଦିଲ୍ଲୀ (ଶାସକ ପ୍ରଶାସକ ) : ବିଜେପିର ଜାତୀୟ ଟିମ ଘୋଷିତ ହୋଇଛି |  ଟିମ  ନଡ୍ଡାରେ ଓଡିଶାରୁ ୪…

ମାସ୍କ ସେନିଟାଇଜର ଲିପ୍ ଲେଟ ବଣ୍ଟନ। 

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ସହରରେ ଦିନ କୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଯାହା ସଚେତନତା ର ଅଭାବ ଯୋଗୁଁ ସଂକ୍ରମ ବ୍ୟାପୁଥିବା ପରିଲକ୍ଷିତ ହୁଏ। ଆଜି ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହୀନି ପକ୍ଷ୍ୟରୁ କରୋନା ସଚେତନତା କାର୍ଯ୍ୟକ୍ରମ…

ସାହସିକତା ପାଇଁ ମୂଷାକୁ ଗୋଲଡ଼ ମେଡାଲ

ନାମପେନ(ଏଜେନ୍ସି) :  ସାହାସିକତା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥାଏ | ହେଲେ ମୂଷାକୁ  ସାହାସିକତା ପାଇଁ ସ୍ବର୍ଣ୍ଣ ପଦକ ମିଳିବ କେବେ ଶୁଣିଛନ୍ତି !!! ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଓ ଅସ୍ୱାଭାବିକ ଲାଗିପାରେ | ହେଲେ ଏମିତି ହୋଇଛି | ଗୋଟାଏ ମୂଷା ଅନେକ ଲୋକଙ୍କ ଯବାନ…

ପୂର୍ବତନ ମନ୍ତ୍ରୀ ଙ୍କ ସହ ଶତାଧିକ ଚାଷୀ ବସିଲେ ଧାରଣରେ , ଫସଲ ବୀମା ରାଶି ପ୍ରଦାନ ଅନିୟମିତତା ପ୍ରତିବାଦରେ ତହସିଲ…

ଟିଟିଲାଗଡ , ସଇଁତଳା (ଗୌରବ ଦର୍ଜି):-କଥାରେ ଅଛି "ଚାଷ କାମ ଯାହାର କେଡେ ସୁଖ ତାହାର" ହେଲେ ଏହା ବିପରୀତ ହୋଇଛି "ଚାଷ କାମ ଯାହାର କେଡେ ଦୁଃଖ ତାହାର" । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଝିଙ୍କିଡୁଙ୍ଗୁରି ଗ୍ରାମ ପଞ୍ଚାୟତ ର ଶତାଧିକ ଚାଷୀ ମାନେ ପୂର୍ବତନ ମନ୍ତ୍ରୀ…