Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ବିରଳ ପରିଚୟ ସୃଷ୍ଟି କରିଥିଲେ - ଧର୍ମେନ୍ଦ୍ର ପ୍ରଧାନ
• ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଅପୂରଣୀୟ କ୍ଷତି
• ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ
ଭୁବନେଶ୍ୱର - ପିପିଲି ବିଧାୟକ ତଥା…
ବେଆଇନ କରତକଲରେ ବନବିଭାଗର ଚଢ଼ଉ : ମୂଲ୍ୟବାନ କାଠସହ ମେସିନ ,ଟ୍ରାକ୍ଟର ଜବତ ।
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅଁଏଲାଭଟା ଗ୍ରାମରେ ବହୁଦିନରୁ ଚାଲୁଥିଲା ବିପୁଳ ଚୋରା କାଠକାରବାର ଖବର ପାଇ ବନବିଭାଗ ଚଢ଼ାଉକରିଥିଲା , ସେଠାରେ ବିପୁଳ ପରିମାଣର ସାବୁଆନକାଠ ଜବତ କରିଛି ବନବିଭାଗ । ବନବିଭାଗ କିଛିଦିନ ପୂର୍ବରୁ ଖବର ପାଇଁଥିଲା ତାର ସୂତ୍ରରୁ ବିପୁଳ କାଠ…
ହୃଦରୋଗରେ ପୀଡିତା ଝିଅକୁ ସାହାହେଲା ପ୍ରଶାସନ
ବରଗଡ :- ଝିଅର ବୟସ ୨୨ । ହେଲେ ସେ ଦେଖା ଯାଉଛି ଏକ ଛୋଟ ଝିଅ ପରି କାରଣ ତାର ରହିଛି ହୃଦରୋଗ । ଝିଅଟି ହେଉଛି ପଦ୍ମପୁର ବ୍ଲକ ବୁଢାମାଲ ଗ୍ରାମପଞ୍ଚାୟତ ଅଧିନସ୍ଥ ଖଇରପାଳି ଗ୍ରାମର ଅବିନ ବରିହା ଙ୍କର ଝିଅ ଜାନକୀ ବରିହା । ଅବିନ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବା କାରଣରୁ ଝିଅର…
ଶେଷରେ ହାରିଗଲେ ମହାରଥୀ ଜୀବନ ଯୁଦ୍ଧରେ
ଭୁବନେଶ୍ୱର : ସତରେ ଯୁଦ୍ଧରେ କଣ ସେ ହାରିଗଲେ !! ସମସ୍ତଙ୍କୁ ଛାଡି ଚାଲିଗଲେ !!! ସହଜରେ ବିଶ୍ୱାସ କରି ହେଉନି ଯେ ନିଜ କଥାରେ , ନିଜ ଯୁକ୍ତିରେ ଓ ନିଜ ଦାମ୍ଭିକତା ଆଗରେ ସମସ୍ତଙ୍କୁ ସ୍ତବ୍ଧ ଚକିତ କରି ଦେଉଥିବା ମଣିଷଟା ଆଜି ନିସ୍ତେଜ ଓ ନିର୍ଜୀବ ପାଲଟି ଯାଇଛି | ସମସ୍ତଙ୍କ ଠୁ ମୋହ…
ବିଜୁ ଯୁବ ଜନତା ଦଳର ଜିଲ୍ଲା ଏବଂ ଜୋନ୍ ସଭାପତି ମାନଙ୍କ ସହ ସାଂଗଠନିକ ବୈଠକ
ଜିଲ୍ଲା- ବ୍ଲକସ୍ତରୀୟ ନୂତନ କମିଟି ଗଠନ ନିମନ୍ତେ ଭର୍ଚୁଆଲ ବୈଠକରେ ଆଲୋଚନା
ଭୁବନେଶ୍ୱର (ଶାସକ ପ୍ରଶାସକ) : ବିିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ ଏବଂ କ୍ରୀୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ…
ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର
ସମ୍ ଅଲ୍ଟିମେଟ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର(ଶାସକ ପ୍ରଶାସକ) : ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର । ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ…
ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ…
• ରାଜ୍ୟର କରୋନା ସଂକ୍ରମିତଙ୍କ କାମରେ ଏହି ପ୍ଲାଜମା ଲାଗିପାରିଲେ, ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ
• ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବା ସହ ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ
ଭୁବନେଶ୍ୱର/କଟକ - କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ…
ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର ପ୍ରଧାନ
‘ନୂତନ କୃଷିନୀତି’ ଉପରେ ସାମ୍ବାଦିକ ସମ୍ମିଳନୀ
ନୂଆ ନିୟମରେ ଏମ୍ଏସପି ବନ୍ଦ ହୋଇଯିବ ବୋଲି ଅପପ୍ରଚାର ସମ୍ପୂର୍ଣ୍ଣ ମିଥ୍ୟା
ନୂତନ କୃଷି ନୀତି ଦ୍ୱାରା ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ
ନୂଆ ବିଧେୟକ ଚାଷୀ ଓ ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବ
୧୦…
ବୁଗୁଡା ଏନଏସି ରେ ବିଜେଡି ର ମିଶ୍ରଣ ପର୍ବ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗାନ୍ଧୀ ଜୟନ୍ତୀ ଦିବସରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ଏନଏସି ର ବିଚିତ୍ର…
ପିସ୍ତଲ ମୁନରେ ୪ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଲୁଟ।
ବୁଗୁଡ଼ା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡ଼ା ଥାନା ଅଞ୍ଚଳରେ ଗତ କାଲି ଅକ୍ଟୋବର ୨ ତାରିଖ ମଧ୍ୟାହ୍ନରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କାର ରୂପା ଛଡ଼ାଇ ନେଇଥିବା ନେଇ ବୁଗୁଡା ଥାନାରେ ଅଭିଯୋଗ ହୋଇଛି। ଜଗନ୍ନାଥ ପ୍ରସାଦ ଥାନା ଖମାରପଲ୍ଲୀ ଗ୍ରାମର ରୂପା ଅଳଙ୍କାର…