Sign in
Sign in
Recover your password.
A password will be e-mailed to you.
ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲ୍ଲା କୁମାରଙ୍କ ୬ ଦିନିଆ ଓଡିଶା ଗସ୍ତ
ଭୁବନେଶ୍ୱର – ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲ୍ଲା କୁମାର ଆସନ୍ତାକାଲି ମଙ୍ଗଳବାର ଇଣ୍ଡିଗୋ ବିମାନ ଯୋଗେ ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ସିଧା ପୁରୀ ଅଭିମୁଖେ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ୱରରେ ରାତ୍ରୀଯାପନ କରିବେ ।…
ବିଜୁଳି ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଏବଂ ଜିଲ୍ଲାରେ ଘନଘନ ବିଜୁଳି ବିଭ୍ରାଟ ବନ୍ଦ କରିବା ଦାବୀ
http://www.youtube.com/watch?v=vGEypjmMLU4
ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ବିଜୁଳି ଶୁଳ୍କ ବୃଦ୍ଧି…
ତିର୍ତୋଲ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ବିଜେଡି ଓ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ବିଜେପିରେ ସାମିଲ
ରାଜ୍ୟର ସ୍ୱାର୍ଥ ପାଇଁ ଶାସକ ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ମନୋମୁଖୀ ଶାସନ ବିରୁଦ୍ଧରେ ବିଜେପିର ଏହି ଲଢେଇ ଜାରୀ ରହିବ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶାସକ ବିଜେଡିର ଏହି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ଭାରତୀୟ ଜନତା ପାର୍ଟୀ…
ମୁଦ୍ରା ନୋଟ୍ ମାଧ୍ୟମରେ କରୋନା ଭୂତାଣୁ ବିସ୍ତାର ହୋଇପାରେ କି?
ଆରବିଆଇ ଦ୍ୱାରା ଏହାର ଉତ୍ତର କ’ଣ ଦିଆଯାଇଛି ଜାଣନ୍ତୁ |
ନୂଆଦିଲ୍ଲୀ(ଏଜେନ୍ସି) : ଯଦି ଆପଣ ଭାବୁଛନ୍ତି ଯେ ମୁଦ୍ରା ନୋଟ୍ କରୋନା ଭୂତାଣୁ ବିସ୍ତାର କରେ ନାହିଁ, ତେବେ ତାହା ସମ୍ପୂର୍ଣ ଠିକ ନୁହେ | ଯେ କୌଣସି ପ୍ରକାରର ଜୀବାଣୁ କିମ୍ବା ଭୁତାଣୁ ମୁଦ୍ରା ନୋଟ ମାଧ୍ୟମରେ ବିସ୍ତାର ହୋଇପାରେ।…
ମୁରବି ବିହୀନ ଓଡ଼ଗାଁଏନ୍ଏସି : ପରିମଳ ପରିଚାଳନାର ବୋପାମା ନାହାନ୍ତି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦ ପରିମଳ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ରାସ୍ତା ଉପରେ ଦିନ ଦିନ ଧରି ପଡି ରହୁଥିଲା ବେଳେ ମଲା ଗୋରୁ ଗାଇଙ୍କୁ ମଧ୍ୟ ଏନ୍ଏସି କର୍ତ୍ତୁପକ୍ଷ ସଠିକ ସମୟରେ ଉଠାଉ ନଥିବାରୁ ଏହା…
ଦେଶ ସହ ତାଳ ଦେଇ କମୁଛି କରୋନାର ପ୍ରଭାବ, ହେଲେ ତଥାପି ସ୍ଥିତି ଉଦ୍ବେଗମୁକ୍ତ ନୁହେଁ
ଦେଶରେ ୬୬ ଲକ୍ଷ, ରାଜ୍ୟରେ ୨.୩୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଭାରତରେ ୭୪,୪୪୨ ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୨୬୧୭ ଜଣ
ଆଜି ଦେଶରେ ପ୍ରାଣ ହରାଇଛନ୍ତି ୯୦୩ , ଓଡ଼ିଶାରେ ୧୭
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ୬୬ ଲକ୍ଷ ଟପିଛି…
ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇ ମାନବିକତା ଦେଖାଇଲା ମାଲକାନଗିରି ପୋଲିସ ।
ମାଲକାନଗିରି (B Srinibas Patra) : ସୋନପୁର ଜିଲ୍ଲାରୁ ତାମିଲନାଡୁ ପ୍ରବାସୀ ଶ୍ରମିକ ଙ୍କୁ ତ୍ରିଚୁର ସୁତାକଳ ରେ କାମ ପାଇଁ ଯିବା ସମୟରେ ମାଲକାନଗିରି ଠାରୁ ୫କିମି ଦୂର ଚମ୍ପଖାରୀ ରେ ପ୍ରବାସୀ ଶ୍ରମିକଙ୍କ ଗାଡି ମଧ୍ୟରାତ୍ରୀରେ ଦୁର୍ଘଟଣା ଘଟିଥିଲା । ସେମାନଂକ ମଧ୍ୟରୁ ୫ଜଣ ଆହତ ହେଇଥିଲେ…
ଯନ୍ତ୍ରଣାରେ ଛଟପଟ 4ବର୍ଷର ଶିଶୁ-:ଅର୍ଥ ସାଜିଛି ବାଧକ : ଅଣ୍ଟାରେ ବଢୁଛି ମାଂସ ପିଣ୍ଡୁଳା ।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )-ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଭାଲୁଗାଡିଆ ଗ୍ରାମର ଚାରି ବର୍ଷର ଶିଶୁ ଶ୍ରୀତମ ରାଉତ । ଶରତ ରାଉତ ଏବଂ ମିନତୀ ରାଉତଙ୍କ ପୁଅ ଶ୍ରୀତମ ଙ୍କ ଏକ ମାଂସ ପିଣ୍ଡୁଳା ଦିନକୁ ଦିନ ବୃଦ୍ଧି ପାଉଛି ।ଯେଉଁ ବୟସରେ ସାଙ୍ଗ ସାଥୀଙ୍କ ସହ ହସଖୁସିରେ…
ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡିର ଜୀବନବିନ୍ଦୁ, ୪୦ ୟୁନିଟ ସଂଗୃହିତ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ )- ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜେଡିର " ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ" କାର୍ଯ୍ୟକ୍ରମରେ ଆଜି ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଶାନ୍ତିନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା |…
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି ।
ଏହି ଅବସରରେ ଦୁଇ…