ଝାରସୁଗୁଡ଼ା ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ !

"ଗାନ୍ଧୀଜୀ କା ଚଷମା " ଓ "ସ୍ୱଚ୍ଛ ଭାରତ" ଗାନ୍ଧୀଜୀଙ୍କର ଏକ ସ୍ୱପ୍ନ" ଶୀର୍ଷକ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଝାରସୁଗୁଡା /ସୁବାଷ ସାହାରେ- ଝାରସୁଗୁଡା ସ୍ଥିତ ଘନଶ୍ୟାମ ହେମଲତା ବିଦ୍ୟା ମନ୍ଦିର ପରିସର ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଏକ ନିଆରା ଢଙ୍ଗରେ ପାଲନ କରାଯାଇଛି ।…

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ ସମ୍ବଲପୁରର ଯୋଶେଫ ତିର୍କୀ

ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି ସୁନ୍ଦରଗଡ଼(ଶାସକ ପ୍ରଶାସକ) : ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ…

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ଜାତିର ଜନକ ମହାତ୍ମା…

ଗୋହତ୍ୟାକାରୀକୁ ଗିରଫ ଦାବିରେ ଚନ୍ଦନଭାଟି ଫାଣ୍ଡି ଘେରାଉ। 

ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତ ମାସ ୨୬ ତାରିଖରେ ସଦର ବ୍ଲକ କୁସ୍ ମେଲ୍ ଗ୍ରାମରେ ଗୋଟିଏ ଜୀବନ୍ତ ଗାଈ କୁ ୪ଜଣ ଅଭିଯୁକ୍ତ ହତ୍ଯା କରୁଥିବା ବେଳେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ ର ଯିମା ଦେଇଥିଲେ। ଓ ଅନ୍ୟ ତିନିଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର…

ଗାନ୍ଧି ଜୟନ୍ତୀ ଉପଲକ୍ଷେ ବୁଗୁଡ଼ା ଏନଏସିରେ ବିଭିନ୍ନ କାର୍ଯ୍ୟକ୍ରମ

ବୁଗୁଡା /  ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ  ଶୁକ୍ରବାର ଅକ୍ଟୋବର ୨ ତାରିଖ ଦିନ ସଫେଇ କାର୍ଯ୍ୟ, ସହର ସଫା ରଖିବା ପାଇଁ ଶପଥ ପାଠ ଓ ସହର ସଫା ରଖିବା ପାଇଁ ସାଇକେଲ ରାଲି ପ୍ରଭୃତି କାର୍ଯ୍ୟକ୍ରମ ଏନଏସି…

ମୁଖ୍ୟମନ୍ତ୍ରୀଙ୍କର ଆହ୍ବାନ କ୍ରମେ ଅନୁଷ୍ଠିତ ହେଲା ଜୀବନବିନ୍ଦୁ କାର୍ଯ୍ୟକ୍ରମ:ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ :- ବର୍ତ୍ତମାନ ସମୟରେ ସାରା ଦେଶର ରକ୍ତ ଭଣ୍ଡାର ଗୁଡ଼ିକ ରେ ଦେଖାଦେଇଛି ରକ୍ତର ଅଭାବ । ଅନ୍ୟପଟେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ରାଜ୍ୟବାସୀଙ୍କୁ…

ଶିକ୍ଷକଙ୍କ ଅକାଳ ବିୟୋଗ

ଝାରବନ୍ଧ- ମନୋହର ଦାଶ:ବ ରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ର ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମ ର ଗୌଡ଼ମାଲ ୟୁ.ପି ସ୍କୁଲ ର ଶିକ୍ଷକ ତୀର୍ଥବାସୀ ଜଗତ(୪୨) ଙ୍କର ପରଲୋକ ହୋଇଯାଇଛି।ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ପଦ୍ମପୁର ମୁଖ୍ୟ ଚିକତ୍ସାଳୟ କୁ…

ବ୍ୟାପକ ମାତ୍ରାରେ କଫସିରଫ ଜବତ , ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ

ବରଗଡ :- ଯୁବ ସମାଜକୁ ନିଶାସକ୍ତ କରାଇ ବେଆଇନ ଭାବରେ ଟଙ୍କା ରୋଜଗାର କରିବା କିଛି ଖଳ ପ୍ରକୃତିର ଲୋକଙ୍କର ଅଭ୍ୟାସ ପାଲଟି ଗଲାଣି । କ୍ରମାଗତ ଭାବରେ ଏହି ଭଳି ବେଆଇନ ନିଶା କାରବାର କୁ ରୋକିବା ପାଇଁ   ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି । ଏହି କ୍ରମରେ…

ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବନି ମେଧାବୀ ଛାତ୍ର ରାହୁଲଙ୍କୁ

ସହାୟତାର ହାତ ବଢ଼ାଇଲେ ଅଚ୍ୟୁତ,  କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ ଭୁବନେଶ୍ୱର (ଶାସକ ପ୍ରଶାସକ) :ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତଙ୍କୁ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର…

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଆଗେଇ ଆସିବା ଦରକାର –…

• ଭୁବନେଶ୍ୱର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ • ଏକବିଂଶ ଶତାବ୍ଦୀରେ ଗାନ୍ଧୀଜୀଙ୍କ ବିଚାରରେ ଓଡ଼ିଶାକୁ ଆତ୍ମନିର୍ଭର କରିବାର ସକଳ୍ପ କରିବା • ହରେକୃଷ୍ଣ ମହତାବଙ୍କ ଇଞ୍ଚୁଡ଼ି ଠାରେ ଆନ୍ଦୋଳନ ବୃହତ୍ତମ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇଥିଲା • ଇରମରେ…