Sign in
Sign in
Recover your password.
A password will be e-mailed to you.
ଶ୍ରେଣୀ ଗୃହ ବାହାରେ ପାଲିତ ହେଲା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ।
ଧର୍ମଗଡ ସୁଶାନ୍ତ ରାଉତ : କଲାହାଣ୍ଡି ଜିଲ୍ଳା ଜୁନାଗଡ ବ୍ଲକ ମାଟିଗାଁ ପଂଚାୟତ ଅଧିନସ୍ଥ ବୁଢ଼ୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀପ୍ରିୟା ମୁଦୁଲିଙ୍କ ତତ୍ବାବଧାନରେ ମହାତ୍ମା ଗାନ୍ଧୀ ଓ ଲାଲଵାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଲନ କରାଯାଇଛି। କିନ୍ତୁ ଅତ୍ୟନ୍ତ…
କୃଷି ବିଲକୁ ବିରୋଧ କଲେ କୃଷକ ସଂଗଠନ,ବିଲକୁ ସମର୍ଥନ କରି ଚାଷୀଙ୍କ ପାଖକୁ ଯିବେ ବିଜେପି ନେତା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶରେ ନୂତନ କୃଷି ବିଲକୁ ନେଇ ଝଡ଼ ଥମିବାର ନାମ ନେଉ ନାହିଁ। ସାରା ଦେଶରେ ଏହାକୁ ନେଇ କୃଷକମାନଙ୍କ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଗୋଟିଏ ପଟେ ଅନ୍ନଦାତା ଏହାକୁ ନେଇ ସରକାରଙ୍କ ନିଦ ହଜାଇ ଦେଇଛନ୍ତି ତ ଅନ୍ୟ ପଟେ କେନ୍ଦ୍ରର ବିଜେପି ସରକାର…
ହାଇୱା ଗାଡ଼ିରୁ ଡିଜେଲ ଚୋରି ଅଭିଯୋଗରେ ଜଣେ ଗିରଫ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ହାଇୱା ଗାଡ଼ିରୁ ଡିଜେଲ ଚୋରି କରିବା ଅଭିଯୋଗରେ ଝାରସୁଗୁଡ଼ାର ବଡ଼ମାଲ ପୋଲିସ ଜଣକୁ ଗିରଫ କରିଛି। ସୂଚନାନୁସାରେ, ବଡ଼ମାଲ ଥାନା ଅନ୍ତର୍ଗତ ତୁମ୍ବେକେଲା ଗ୍ରାମର ଲବ ବାଗଙ୍କ ୨୮ ବର୍ଷ ବୟସ୍କ ପୁଅ ସୂର୍ଯ୍ୟ ବାଗ ବୃନ୍ଦାମାଲର ରେଲୱେ ଷ୍ଟେସନ ପାଖରୁ ଏକ ହାଇୱା…
ଶେଷରେ ପ୍ରଶାସନିକ ହସ୍ତକ୍ଷେପ ପରେ ଅନଶନକାରୀ ଉଠିଲେ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଗତ ଚାରିଦିନ ଧରି ଏକ୍ଜିକ୍ୟୁଟିଭ ସିକ୍ୟୁରିଟି ସଂସ୍ଥାର ୧୬୮ ଜଣ ଅନଶନକାରୀ ଅନଶନରୁ ବିରତ ହୋଇଛନ୍ତି। ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ମଧ୍ୟସ୍ଥତାରେ ଅନଶନକାରୀମାନେ ନିଜର ଅନଶନ ଭାଙ୍ଗିଛନ୍ତି।
ସୂଚନାଯୋଗ୍ୟ ଯେ ଆଜି ବିଜେପି ଜିଲ୍ଲା ସଭାପତି…
ଝାରସୁଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଦେଶର ଦୁଇ ଜଣ ମହାନ ବରପୁତ୍ରଙ୍କ ଜନ୍ମଦିନ ପାଳନ ହେଉଛି। ଏହି ଅବସରରେ ଝାରସୁଗୁଡ଼ାରେ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି।
ଜିଲ୍ଲାପାଳ ସରୋଜ କୁମାର ସାମଲ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,…
ବିଜୁ ଯୁବ ଜନତା ଦଳ ପକ୍ଷରୁ ପଦଯାତ୍ରା ଏବଂ ଜନ ସଚେତନତା ଯାତ୍ରା।
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ବିଜୁ ଯୁବ ଜନତା ଦଳ ସମ୍ବଲପୁର ପକ୍ଷରୁ ଜିଲ୍ଲା ସଭାପତି ଲକ୍ଷ୍ମୀ ମହାପାତ୍ର ଙ୍କ ନେତୃତ୍ୱରେ ଆଜି ସମ୍ବଲପୁର ମହାନଗର ନିଗମ ୱାର୍ଡ଼ ନମ୍ୱର୍ ୧୨ ରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଜନ ସମ୍ପର୍କ ପଦ ଯାତ୍ରା ସହ…
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ-
http://www.youtube.com/watch?v=oKLGV9IK93k
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର…
ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମହାରାଜାଙ୍କ ହୀରକ ଜୁବଲି କୁଷ୍ଠ-ନିବାରଣ କେନ୍ଦ୍ର ପରିସରରେ “ରୟାଲ…
http://www.youtube.com/watch?v=0mBZq7Cj1gs
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ୧୫୦ ତମ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ସମାଜ ସେବା ଓ ସ୍ୱଚ୍ଛତା ଦିଗରେ କାର୍ଯ୍ୟରତ ଯୁବକ ସଂଘ "ରୟାଲ ଗାଏଜ" ପକ୍ଷରୁ ସଫେଇ ,ବୃକ୍ଷ…
ପବିତ୍ର ଗାନ୍ଧୀ ଜୟନ୍ତୀରେ ” ପ୍ରତିବାଦ ଦିବସ ” ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ…
ସମ୍ବଲପୁର(ରମାକାନ୍ତ ବିଶ୍ବାଳ )- ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଜି ଭାରତୀୟ ସାମ୍ବାଦିକ ସଂଘର ଆହ୍ବାନ କ୍ରମେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦାବୀ ରେ ପ୍ରଧାନମନ୍ତ୍ରୀ ଓ…
ହାଥରସ୍ ଗଣବଳାତ୍କାରର ଘଟଣା ଓ ରାହୁଲ ଗାନ୍ଧୀ ଙ୍କୁ ଆକ୍ରମଣ ପ୍ରତିବାଦରେ ସମ୍ବଲପୁର ରେ କଂଗ୍ରେସର ବିକ୍ଷୋଭ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅଖିଳ ଭାରତ କଂଗ୍ରେସ କମିଟିର ପୁର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ୍ ଗଣବଳାତ୍କାରର ମୃତ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଉତ୍ତର ପ୍ରଦେଶ ପୋଲିସ ସେମାନଙ୍କୁ ଅପମାନିତ କରିବା ସହିତ ଆକ୍ରମଣ କରିଛି। ରାହୁଲ…