Sign in
Sign in
Recover your password.
A password will be e-mailed to you.
ବିଜୁ ଜନତା ଦଳର ପକ୍ଷରୁ “ଜନସଚେତନତା ଅଭିଯାନ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ। : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ଠାରେ ବିଜୁ ଜନତା ଦଳ ତରଫରୁ କରୋନା ଜନସଚେତନତା ଓ ମାସ୍କ ବଣ୍ଟନ ଓ ଓଡିଶା ମୋ ପରିବାରର ଜୀବନ ବିନ୍ଦୁ , ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶାର ମାନ୍ୟବର…
ସଂପ୍ରସାରିତ ହେଲା କୋଭିଡ ଚିକିତ୍ସା ସୁବିଧା: ଜାରି ହେଲା ନୂଆ ହେଲ୍ପଲାଇନ ନମ୍ବର।
ଝାରସୁଗୁଡ଼ା :(ସୁଭାଷ ସହାରେ) -କୋଭିଡ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥାକୁ ସଂପ୍ରସାରିତ କରାଯାଇଛି। ରୋଗୀଙ୍କ ସଂପର୍କୀୟମାନେ ଚିକିତ୍ସା ବିଷୟରେ ପୂର୍ବରୁ କୌଣସି ତଥ୍ୟ ପାଇବାକୁ ସକ୍ଷମ ହେଉ ନ ଥିବା ବେଳେ ବର୍ତ୍ତମାନ କୋଭିଡ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ଏକ…
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଜନଶୁଣାଣି ଲୋକଙ୍କ ମୌଳିକ ଅଧିକାର ବିରୋଧୀ
ପୁନଶ୍ଚ କରାଯାଉ ଜନଶୁଣାଣି: ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ।
ଝାରସୁଗୁଡ଼ା :(ସୁଭାଷ ସହାରେ) - ଗତ ୩୦ ସେପ୍ଟେମ୍ବରରେ ଝାରସୁଗୁଡ଼ାର କୁରେଇବଗାଠାରେ ବେଦାନ୍ତ ସପକ୍ଷରେ ରାଜ୍ୟ ପରିବେଶ ସୁରକ୍ଷା ବୋର୍ଡ଼ ଦ୍ବାରା ଅନୁଷ୍ଠିତ ହୋଇଥିବା ଜନଶୁଣାଣିର ବିରୋଧ କରିଛି ଝାରସୁଗୁଡ଼ା ଜିଲ୍ଲାର ଆଞ୍ଚଳିକ…
“ନୂତନ କୃଷକ ଆଇନ କୃଷକ ବିରୋଧୀ, କମ୍ପାନୀ ସ୍ୱାର୍ଥରେ ”
ନୂତନ କୃଷକ ଆଇନକୁ ରାଜବୋଡାସମ୍ବର କୃଷକ ସଂଗଠନର ବିରୋଧ, ଆନ୍ଦୋଳନ ପାଇଁ ଚେତାବନୀ ।
ପଦ୍ମପୁର-କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନ ବିରୋଧରେ ଚାଷୀମାନେଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଲି ହେଉଛନ୍ତି । ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ…
ମହାରଥୀଙ୍କ ମହାଯାତ୍ରା : ମହାରଥୀଙ୍କୁ ପ୍ରସାଦଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର - ପିପିଲିର ବିଧାୟକ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶୋକବାର୍ତ୍ତାରେ ଶ୍ରୀ ହରିଚନ୍ଦନ ଜଣାଇଛନ୍ତି ‘ମାନନୀୟ ପ୍ରଦୀପ ମହାରଥୀ ଏମିତି ଚାଲିଯିବା ମତେ ମର୍ମାହତ…
ବୁଲା ଗୋରୁଗାଈଙ୍କର ପାଇଁ ବଢ଼ିବାରେ ଲାଗିଛି ଟ୍ରାଫିକ ସମସ୍ୟା
ସମସ୍ୟା ଉପରେ ଅଧିକାରୀ ମାନଙ୍କର ସହିତ ଆଲୋଚନା କଲେ ଉପଜିଲ୍ଲାପାଳ ।
ବରଗଡ :- ଆଜି ବିଶ୍ୱ ପ୍ରାଣୀ ଦିବସ ।ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କର ଅଫିସରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ତଥା ବିଜ୍ଞାପିତ ଅଂଚଳର ପରିଷଦର ଅଧିକାରୀ ମାନଙ୍କୁ ନେଇ…
ବଦାନ୍ୟ ବନ୍ଧୁ : ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନହିତକର କାର୍ଯ୍ୟକ୍ରମ
ଧୁମାଭଟା ଗୁରୁକୁଳ ସପ୍ତର୍ଷି ସେବାଶ୍ରମର ଅନ୍ତେବାସୀ ମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ
ବରଗଡ଼ :ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟକ୍ରମ ହାତକୁ…
ଜନପ୍ରିୟ ନେତା ପ୍ରଦୀପ ମହାରଥୀଙ୍କ ସ୍ମୁତିରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର
ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ମୋ ପରିବାର ତରଫରୁ ବିଶିଷ୍ଟ ରାଜନେତା ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର…
ରାଜ୍ୟର ପ୍ରମୁଖ ଚାରି ସ୍ୱାସ୍ଥ୍ୟନୁଷ୍ଠାନର ନିର୍ଦ୍ଦେଶକଙ୍କ ସହ କୋଭିଡ୍ ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ…
• ଆରଏମଆରସି, ଆଇସିଏଫଏମଡି,ଏମ୍ସ, ଆଇଏଲଏସ ରାଜ୍ୟ ସରକାରଙ୍କ ସହ ମିଶି ଭଲ କାମ କରୁଛନ୍ତି
• କୋଭିଡ୍ ପରିଚାଳନାରେ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ
• ଟୀକା ନଆସିବା ପର୍ଯ୍ୟନ୍ତ ମାସ୍କ ,ସାମାଜିକ ଦୂରତା ବଜାୟ ରଖିବା,ହାତ…
ସୋନପୁର ରୁ ତାମିଲନାଡୁ ଶ୍ରମିକ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ ।
http://www.youtube.com/watch?v=6zn1U6q8iCY
ମାଲକାନଗିରି:( ବି ଶ୍ରୀନିବାସ ପାତ୍ର)ଓଲଟି ପଡିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ ଗତ କାଲି ରାତିରେ ଏହି ବସ ଟି ମାଲକାନଗିରି ସହର ଦେଇ ସୋନପୁର ରୁ ତାମିଲନାଡୁ ଯାଉଥିବା ବେଳେ ଚମ୍ପାଖାରି ନିକଟରେ ଓଲଟି ପଡିଥିଲା। ଏହି ବସ ରେ ୨୭ଜଣ…