ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ର ମିଳିତ ସହଯୋଗରେ ସରେଇକେଲା ପଞ୍ଚାୟତ ର ସୁକୁଳିପାହାଡ଼ ଗ୍ରାମର ଗରିବ ଓ ଅର୍ଥନୈତିକ ଅନଗ୍ରସର ଶ୍ରେଣୀ ର ଜନସାଧାରଣ ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଯୋଗଦାନ କରି ଶିବିର କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏ.ଏସ.ଆଇ ସତ୍ୟାନନ୍ଦ ଭୋଇ ,ଜିତେନ୍ଦ୍ର ଦାଶ ଯୋଗଦାନ କରି ଶୀତ ବସ୍ତ୍ର ବିତରଣ କରଯାଇଥିଲା।ଏଭଳିଆ ସେବା କାର୍ଯ୍ୟକ୍ରମ କୁ ଅଞ୍ଚଳରେ ପ୍ରଶଂସା କରାଯାଇଥିଲା ଜଗଦଲପୁର ଥାନା ର ପୋଲିସ କର୍ମଚାରୀ ତଥା ବରଗଡ଼ D.V.H ବଣ୍ଟନ କାର୍ଯ୍ୟ ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.