ମୋ ସରକାର କଣ ଏମାନଙ୍କ ପାଇଁ ନାହାନ୍ତି !

ମୁଣ୍ଡକୁ ଛାତ ଟିକେ କେବେ ଦେବେ ମୋ ସରକାର ଏ ଗରିବ ଦମ୍ପତିଙ୍କୁ  ଧର୍ମଗଡ ସୁଶାନ୍ତ ରାଉତ :  ଅତି ନିରୀହ ଗରିବ ବାସହୀନ ବ୍ୟକ୍ତି ଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା ,ସରକାର ଏଥି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା | ହେଲେ ଏବେବି ପ୍ରଶାସନର…

ଝାରବନ୍ଧ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ 

ଝାରବନ୍ଧ-ମନୋହର ଦାଶ :  ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧର ନୂତନ ତହସିଲଦାର ଭାବରେ ସୀମା ସବିତା କୁଲୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ତହସିଲଦାର ଅନୀଲ ହୋତାଙ୍କ ଠାରୁ ଶ୍ରୀମତୀ କୁଲୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀମତୀ କୁଲୁ ଭେଡେନ ଠାରେ ତହସିଲଦାର ଥିଲେ।…

 ମଣିଷ ପଣିଆ ଦେଖାଇଲେ ବିଧାୟକ ପ୍ରୀତିରଞ୍ଜନ 

ଦୁଇ ବାପାମା ଛେଉଣ୍ଡ ଛୁଆଙ୍କୁ ବଢ଼ାଇଲେ ସହୃଦୟତାର ହାତ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଚାରି ପ୍ରାଣୀ କୁଟୁମ୍ବରେ ଚାଲିଥିଲା ସଂସାର ଦୁଃଖେ ସୁଖେ | ପ୍ରଥମେ ବାପା , ତାପରେ ପରେ ମା ସତେ ଯେମିତି ହାତ ଧରାଧରି ହୋଇ ଚାଲିଗଲେ | ପିଲା ଦିଟା ଅନାଥ ହୋଇଗଲେ, ଦୁନିଆ କଣ ଜାଣିବା ପୂର୍ବରୁ…

ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୭୪ ୟୁନିଟ୍ ରକ୍ତ ସଂଗୃହୀତ 

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ "ରକ୍ତ ଅଭାବରୁ ଜୀବନ ହାନି ନ ହେଉ" ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି  ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୦ ମଞ୍ଚେଶ୍ଵର  ଶିଳ୍ପାଞ୍ଚଳ ଜଗନ୍ନାଥ ଲେପ୍ରୋସି କଲୋନୀ…

ଲାଞ୍ଜିଗଡ଼ ରୋଡ଼ ଓ ଆମ୍ବୋଦଳା  ଷ୍ଟେସନ ମଧ୍ୟରେ ମଧ୍ୟବର୍ତ୍ତୀ ବ୍ଲକ୍ ସିଗନାଲ୍ ସିଷ୍ଟମ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର (ଶାସକ ପ୍ରଶାସକ): ଟ୍ରେନ ପରିଚାଳନା କ୍ଷମତା ବୃଦ୍ଧିକରିବା ଟିଟିଲାଗଡ଼-ରାୟଗଡା ରେଳସେକ୍ସନ ଅନ୍ତର୍ଗତ ଲାଞ୍ଜିଗଡ଼ ରୋଡ଼ ଓ ଆମ୍ବୋଦଳା  ଷ୍ଟେସନ ମଧ୍ୟରେ ମଧ୍ୟବର୍ତ୍ତୀ ବ୍ଲକ୍ ସିଗନାଲ୍ ସିଷ୍ଟମ୍ କୁ ପାଇଁ ପୂର୍ବତଟ ରେଳପଥ  କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମ କରାଇଛି I  ଏହା ଦ୍ୱାରା…

“ଆଇନରେ କେଟେଟା ଫାଙ୍କ , ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ”

ଓଡିଶାରେ କେତେ ପ୍ରକାର ଆଇନ ଅଛି: ଜଗନ୍ନାଥ ସେନା ଆବାହକ ପୁରୀ,: କୋଭିଡ୍-୧୯ ନିୟମକୁ ଫୁ କରିଥିବା ବିଜେଡିର ଦୁଇ ହେଭିୱେଟ୍ ନେତାଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଏତଲା ଦେଇଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ରବିବାର ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ…

ଅବ୍ୟବହୃତ ସାଂସଦ ପାଣ୍ଠିରୁ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ସାଂସଦ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ଚାଲିଛି। ମାତ୍ର ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ ନ ଥିବାରୁ ଅନେକ ରୋଗୀଙ୍କ ପାଇଁ ସମସ୍ୟା ସାଂଘାତିକ ହେଉଛି। ତେଣୁ ଏହି ଦୁଇଟି…

ଛାତ୍ରୀଙ୍କ ନାମ ଲେଖାପାଇଁ ସହାୟତାର ହାତ ବଢ଼ାଇଲେ ସରପଂଚ

 ଗରିବ ଝିଅ ଟିନାକୁ ସ୍ନାତକରେ ନାମ ଲେଖାଇବାକୁ ସହାୟତା କଲେ ଟିଟିଲାଗଡ଼ ବ୍ଳକ ସିହିନି ସରପଞ୍ଚ ବୀରବର ସାହୁ ।  ଟିଟିଲାଗଡ / ଗୌରବ ଦର୍ଜୀ : ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଅନେକ ଲୋକଙ୍କ ଧନଜୀବନ ହାନି ହେବା ସହ ଜୀବନ ଜୀବିକା ମଧ୍ୟ ହରାଇ ବସିଲେଣି । "ଆଜିର ଛାତ୍ରୀ…

ମୁଣ୍ଡ ନେବାରେ ଥକୁନି କରୋନା, ଆଖି ବୁଜିଲେ  ଶିକ୍ଷୟତ୍ରୀ

ବଲାଙ୍ଗୀର/ନିରୋଜ ମିଶ୍ର :  ମୁଣ୍ଡ ନେବାରେ ଥକୁନି କରୋନା । ଲୋକେ ଆହୁରି ଆତଙ୍କିତ ହୋଇ ଉଠୁଛନ୍ତି । ସ୍ଥାନୀୟ ମନୋହରପୁର ପୋଲିସ ୟୁପି. ସ୍କୁଲର ଶିକ୍ଷୟତ୍ରୀ ନଳିନୀପ୍ରଭାବ ନାଏକ(୫୪)ଙ୍କ ଆଜି ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ସ୍ଥାନୀୟ ତୁଳସୀନଗର ନିବାସୀ ସଂପୃକ୍ତ…

ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ

ଭୁବନେଶ୍ୱର- ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ । ଯୋଗୀ…