ବଦଳିଲେ ଝାରସୁଗୁଡା ଏସପି 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ବଦଳିଲେ ଝାରସୁଗୁଡା ଏସପି | ପୋଲିସ ବିଭାଗରେ ରାଜ୍ୟ ସରକାର କରିଥିବା ବଡ଼ ଧରଣର ଅଦଳବଦଳ କ୍ରମରେ  ଝାରସୁଗୁଡ଼ା ଏସପି ରାହୁଲ ପି ଆରଙ୍କୁ ଯାଜପୁରକୁ ବଦଳି କରାଯାଇଛି | ଭଦ୍ରକର ଆଇୟୁସିଏଡବ୍ଲୁର ଅତିରିକ୍ତ ଏସ ପି ବିକାଶ ଚନ୍ଦ୍ର ଦାସ,ଓପିଏସଙ୍କୁ ଝାରସୁଗୁଡ଼ା ଜିଲ୍ଲାର କାର୍ଯ୍ୟକାରୀ ଏସପି ଭାବରେ ନିଯୁକ୍ତ କରାଯାଇଛି।

 

Leave A Reply

Your email address will not be published.