ଆରମ୍ଭ ହେଲା ଝାରସୁଗୁଡ଼ାରେ RTPCR ଟେଷ୍ଟ ପ୍ରକ୍ରିୟା। ପଶ୍ଚିମ ଓଡ଼ିଶାରେ ପ୍ରଥମ। 

ଝାରସୁଗୁଡ଼ା : (ସୁଭାଷ ସହାରେ )-ବହୁ ପ୍ରତିକ୍ଷିତ ଓ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା RTPCR ଟେଷ୍ଟ ବର୍ତ୍ତମାନ ଝାରସୁଗୁଡ଼ାରେ ହୋଇପାରିବ। ଏଥିପାଇଁ ପୂର୍ବରୁ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ବିଟ୍ କରି ମଧ୍ୟ…

ବିସ୍ମୟ : ମାତ୍ର ତିନି ବର୍ଷର ଶିଶୁ, ଦେଖ ହୋ କି କରାମତି ତାର

ଝାରସୁଗୁଡ଼ା : (ସୁଭାଷ ସହାରେ ) ବୟସ ମାତ୍ର ତିନି ବର୍ଷ। ମାତ୍ର କାର୍ଯ୍ୟ ଯେ କୌଣସି ବୟସ୍କ ଲୋକଙ୍କ ଆଖି ଖୋସି ଦେବ। ମା'ଙ୍କ ସହ ଗାଧୋଇ ଯିବା ବେଳେ ପହଁରିବା ଅଭ୍ୟାସ କରୁ କରୁ ବର୍ତ୍ତମାନ ପୋଖରୀର ଚାରିପଟେ ଅନାୟାସରେ ପହଁରି ଆସି ପାରୁଛି।  ଝାରସୁଗୁଡ଼ା ଲଖନପୁର ବ୍ଲକର ଭଅଁରାଚକାର ଗାଁର…

କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଆଇନକୁ ଅମରା ଗ୍ରାମର ଚାଷୀକୁଳଙ୍କ ସ୍ୱାଗତ : ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

http://www.youtube.com/watch?v=a40l4CJZkhU  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଆଇନକୁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅମରା ଗ୍ରାମର ଚାଷୀ ମାନେ ସ୍ୱାଗତ କରିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଲାଲଗଡରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ଲାଲଗଡ ରେ ଜିଲ୍ଲାପାଳ ।  ପ୍ରଥମ ଥର କରି ମାଲକାନଗିରି ସ୍ବାଭିମାନ ଅଂଚଳ ରେ ପହଁଚିଲା ପୁରା ଜିଲ୍ଲା ପ୍ରଶାସନ।  ସ୍ବାଭିମାନ ଅଂଚଳର ଅତି ମାଓ ପ୍ରବଣ ଯୋଡାମ୍ବ ଠାରେ ଆଜି ହଠାତ ଜିଲ୍ଲାପ୍ରଶାସନ ର ସୁଅ ଛୁଟି ଥିଲା । ଜିଲ୍ଲାପାଳ ମନୀଷ ଅଗ୍ରୱାଲ…

କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନଙ୍କ ଦେହାନ୍ତ 

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନ ଆଉ ନାହାନ୍ତି | କିଛି ସମୟ ଅସୁସ୍ଥ ଥିବା ଶ୍ରୀ ପାଶ୍ବାନଙ୍କ ଆଜି 74 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି |   ଗୁରୁବାର ସନ୍ଧ୍ୟାରେ  ତାଙ୍କର ଦେହାନ୍ତ ହୋଇଥିବା  ତାଙ୍କ ପୁଅ ଚିରାଗ ପାସୱାନ ଟ୍ୱିଟ କରିଛନ୍ତି। 

ଡ଼ବ୍ଲ୍ୟୁଓଡିସିକୁ  ସ୍ୱଂୟଶାସିତ କରି ବାର୍ଷିକ ହଜାରେ କୋଟି ଦିଅନ୍ତୁ  ରାଜ୍ୟସରକାର :ପ୍ରଦୀପ ପୁରୋହିତ

ପଶ୍ଚିମ ଓଡିଶା ବିକାଶରେ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ ବାଧକ ସାଜିଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ ପ୍ରସଙ୍ଗ   ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ କରିବା ପାଇଁ ଦାବୀ  ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଥଇଥାନର…

ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ: ମାନେକା ଗାନ୍ଧୀ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର  ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି । ପ୍ରତ୍ୟେକ ମହିଳା…

ପ୍ରଧାନମନ୍ତ୍ରୀଙ୍କ କରୋନା ମୁକାବିଲା ଜନ ଆନ୍ଦୋଳନରେ ସାମିଲ ହେବାପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର 

• ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ହାତକୁ ସଫା ରଖିବା ପାଇଁ ନିବେଦନ • ନିଜକୁ କରୋନାରୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ କରିବା • କରୋନା ଟୀକା ନଆସିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଭୁବନେଶ୍ୱର(ଶାସକ ପ୍ରଶାସକ) - କରୋନା ସଂକ୍ରମଣକୁ ରୋକିବା ପାଇଁ…

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ  ଆଇନ ୨୦୨୦କୁ ଓଡ଼ିଶା ରିସର୍ଚ୍ଚ ସ୍କଲାର ଆସୋସିଏସନର ସ୍ୱାଗତ 

ସମୟୋଚିତ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା  ନିଯୁକ୍ତି ପ୍ରକ୍ରିୟାରେ  ଆସିବା ସ୍ୱଚ୍ଛତା, ପ୍ରିୟାପ୍ରୀତୀତୋଷଣ ଓ ଫେଭରେଟିଜିମ ହ୍ରାସ ପାଇବ  ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଇବାକୁ ସଂଘର ଦୃଢ ଦାବି  …

ନୂତନ ବିଡ଼ିଓଙ୍କୁ ଆମ୍ବେଦକର ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ଧର୍ମଗଡ ସୁଶାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ ଯୋଗଦେଇ ଥିବା ନୂତନ ବିଡ଼ିଓ ଶରତ କୁମାର ସେଠି ଙ୍କୁ ଏସ.ସି.,ଏସ.ଟି, ଓବିସି ମିଳିତ ମଞ୍ଚ ଧର୍ମଗଡ ତରଫରୁ ପୁଷ୍ପଗୁଚ୍ଛ ସହ ବାବାସାହେବ ଆମ୍ବେଦକର ଙ୍କ ଫଟୋଚିତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  .ଏହା …