Sign in
Sign in
Recover your password.
A password will be e-mailed to you.
ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି
file photo
କୋଭିଡ ମହାମାରୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ହେବ ସହାୟକ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଗୃହ ମନ୍ତ୍ରଣାଳୟର ଅନଲକ 5.0 ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର…
ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ : ବିଜ୍ଞପିତ ଫଳ ଓ ପନିପରିବାର ରେଳ ପରିବହନ ଭଡ଼ାରେ 50 ପ୍ରତିଶତ ସବ୍ସିଡି…
"ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍ପାତି ଆଦି ଫଳ ତଥା ବିନ୍ସ, କଲରା, ବାଇଗଣ, ସିମଳା ଲଙ୍କା, ଗାଜର, ଫୁଲକୋବି, କଞ୍ଚାଲଙ୍କା,…
ଜିଲ୍ଲାର ବିଭିନ୍ନ ସ୍ଥାନରେ “ବିଶ୍ୱ ହାତଧୁଆ” ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ବିଶ୍ୱ ହାତଧୁଆ " ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ସଚେତନତା କାର୍ଯ୍ୟମାନ ଅନୁଷ୍ଠିତ ହୋଇଯାଇଛି ।ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ଲୋକଙ୍କୁ ହାତଧୁଆ ଉପରେ…
ଦିନବେଳା ସହରକୁ ଭାରିଯାନ ପ୍ରବେଶ ନିଷେଧ କରିବା ପାଇଁ ଟିଟିଲାଗଡ ବିକାଶ ସେନା ର ଦାବି।
ଟିଟିଲାଗଡ , ( ଗୌରବ ଦର୍ଜୀ)- ଟିଟିଲାଗଡ ବଲାଙ୍ଗୀର ଜିଲ୍ଲା ର ଏକ ମୁଖ୍ୟ ସହର। ଏହି ସହର ମଧ୍ୟ ଦେଇ ଯାଇଛି ଜାତୀୟ ରାଜପଥ ୫୯। ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ବଡ଼ ବଡ଼ ଟ୍ରକ୍ ଓ ଭାରିଯାନ ଯିବା ଆସିବା କରୁଛି। କିନ୍ତୁ ସହର ମଧ୍ୟରେ ଏହି ରାସ୍ତା ପୂର୍ବରୁ ହିଁ ସଂକୀର୍ଣ୍ଣ ଥିଲା।…
ଟିଟିଲାଗଡ ରେ ଜାଗା ମିଶନରେ ମନ୍ତ୍ରୀଙ୍କ ଜମିପଟ୍ଟା ବିତରଣ।
ଟିଟିଲାଗଡ, (ଗୌରବ ଦର୍ଜୀ)- ଓଡ଼ିଶା ର ବିଭିନ୍ନ ସ୍ଥାନରେ ଅନେକ ଲୋକ ବିନା ଜମି ପଟ୍ଟା ରେ ଅନେକ ବର୍ଷ ଧରି ବସ ବାସ କରି ଆସୁଛନ୍ତି। ସେମାନଙ୍କ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଜାଗା ମିଶନ ଆରମ୍ଭ କରିଛନ୍ତି। ରାଜ୍ୟ ର ବିଭିନ୍ନ ସ୍ଥାନରେ ଜାଗା ମିଶନ ରାଜ୍ୟ ସରକାର ଙ୍କ ତରଫ ରୁ ଅନୁଷ୍ଠିତ…
ଆରମ୍ଭ ହେଲା ଓଡ଼ିଶା ସରକାରଙ୍କ ଜାଗା ମିଶନ ଯୋଜନା : ଝାରସୁଗୁଡ଼ା ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର…
ଝାରସୁଗୁଡ଼ା :(ସୁଭାଷ ସହାରେ) -ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଘୋଷିତ ଯୋଜନା "ଜାଗା ମିଶନ " ଆଜି ଝାରସୁଗୁଡ଼ାରେ ଆରମ୍ଭ ହୋଇଯାଇଛି। ଏହି ଯୋଜନା ଅନୁଯାୟୀ ସରକାରୀ ଜାଗାରେ ଘର କରି ରହିଥିବା ଓ ଭୂମିହୀନ ପରିବାରମାନଙ୍କୁ ଜାଗା ପ୍ରମାଣପତ୍ର ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ…
ପିଲାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି ପିସିସି ସଭାପତି : ମନ୍ତ୍ରୀ ପ୍ରତାପ ଜେନା
ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା ପ୍ରସଙ୍ଗ
ସ୍ବର୍ଗତ ଶରତ କରଙ୍କ ପ୍ରତି ସମ୍ମାନ ଥିଲା, ରହିଛି ଓ ରହିବ
ଯାହା ହୋଇଛି ସ୍ବର୍ଗତ କରଙ୍କ ପରିବାରର ଇଛା ଓ କୋଭିଡି ପ୍ରଟୋକଲକୁ ମାନି ହୋଇଛି
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତନ ବାଚସ୍ପତି…
କରୋନା ସମୟରେ ଆସହାୟଙ୍କୁ ରିଲିଫ ବଣ୍ଟନ ।
ଆଠମଲ୍ଲିକ/ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ ଏଲ.ବି.କେ. ବୌଦ୍ଧ ର ସହାୟତା ରେ ଗରିବ , ଅସହାୟ,ଭିନ୍ନକ୍ଷମ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ବେଲାଦୁଲା , ବରଡ଼ାକଟା , ଗୌତମପୂର , ବାସୁଦେବ ପୁର , ନାରାୟନ…
ମାଲକାନଗିରି ସହରରେ ଚଢ଼ାଉ ସମୟରେ ୧୫ଲକ୍ଷ ମୁଲ୍ୟର ସାଇଜ କାଠ ସହ ଆସବାବ ଜବତ କଲା ବନବିଭାଗ ।
ମାଲକାନଗିରି(ବି ଶ୍ରୀନିବାସ ପାତ୍ର) ବନବିଭାଗର ଚଢ଼ାଉ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାଇଜ ପଟ୍ଟା ଆସବାବପତ୍ର ଜବତ । ଆଜି ସକାଳ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରେସ୍ ଙ୍କ ଆଦେଶରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ବାସୁଦେବ ନାୟକ ତାଙ୍କ ୧୫ ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ଙ୍କ ସହ…
ଏନଏସି ଦୋକାନ ଘର ବଣ୍ଟାରେ ଅନିୟମିତତା : ବିଡ଼ିଓ- ବିଧାୟକଙ୍କୁ ଲିଖିତ ଅଭିଯୋଗ
ଘୁ.ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୋକାନ ଗୃହ ବଣ୍ଟନରେ ଅନିୟମିତତା ହୋଇ ଥିବା ଅଭିଯୋଗ ହୋଇଛି I ଏହି ଘଟଣାକୁ ନେଇ ସ୍ଥାନୀୟ ଦୋକାନୀ ଗୋଷ୍ଠିଉନ୍ନୟନ ଅଧିକାରୀ, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଧାୟକଙ୍କୁ ଲିଖିତ ଭାବେ ଅବଗତ…