Sign in
Sign in
Recover your password.
A password will be e-mailed to you.
ଓଡ଼ିଶାକୁ ଜ୍ଞାନର ରାଜଧାନୀ କରିବା ପାଇଁ ବଡ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ
ଓଡିଶା ସମେତ 6ଟି ରାଜ୍ୟର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ବିଶେଷ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା
• 5,718 କୋଟି ଟଙ୍କାର ବ୍ୟୟ ବରାଦକୁ ସିସିଇଏର ମଞ୍ଜୁରୀ
• ମୋଦୀ ସରକାରଙ୍କ ଜାତୀୟ ଶିକ୍ଷାନୀତି କ୍ରିୟାନ୍ଵୟନରେ ଦେବ ବଡ ସହାୟତା
ନୂଆଦିଲ୍ଲୀ (ଶାସକ…
ସମ୍ କୋଭିଡ ହସ୍ପିଟାଲରୁ ପୁଣି ସୁସ୍ଥ ହେଲେ ୮୬ ବର୍ଷୀୟା ମହିଳା
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସକୁ ପରାସ୍ତ କରିଛନ୍ତି ।
ଢେଙ୍କାନାଳର ୮୬…
ସରକାରୀ ବିଧିବ୍ୟବସ୍ଥାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଫୁ : ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି
କଳାହାଣ୍ଡି/ନହୁଷ ବାଗ :- ନର୍ଲା ବ୍ଲକ ସମନ୍ବିତ ଶିଶୁବିକାଶ ବିଭାଗ ଅଧୀନରେ ସରକାର ଙ୍କ ଜରିଆରେ ଗର୍ଭବତୀ ପ୍ରସୂତି ମାଁ , ଏବଂ କିଶୋରୀ ବାଳିକାଅପପୃଷ୍ଟି ଶିଶୁ ଏବଂ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁ ସମଗ୍ର ବ୍ଲକ ରେ ପାଖାପାଖି 6 ହଜାର ରୁ ଉର୍ଦ୍ଧ୍ବ ହିତାଧିକାରୀ ମାନଙ୍କୁ ପୃଷ୍ଟି ସାଧନ…
ବଡଧରଣର ମାଓ ଆକ୍ରମଣକୁ ପଣ୍ଡ କଲା ଛତିଶଗଡ଼ ପୋଲିସ ।
ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ସୀମାନ୍ତ ପଡୋଶି ଛତିଶଗଡ଼ ରାଜ୍ୟ ଦାନ୍ତେବାଡା ଜିଲ୍ଲାର DRG ଫୋର୍ସ ଦ୍ୱାରା କୁମ୍ବି ସମୟରେ ବିସ୍ଫୋରକ ନକ୍ସଲ ସାମଗ୍ରୀ ଜବତ । ଦନ୍ତେବାଡା DRG ଯବାନ କେରାଣ୍ଡୁଲ ଏବଂ ଫାର୍ଶପାଳ ସୀମା ଅନ୍ତର୍ଗତ ଗ୍ରାମ ଇନ୍ଦ୍ରିପାଲ ଜଙ୍ଗଲରେ ନକ୍ସଲ ବିରୋଧୀ…
ଦୀର୍ଘ ୭୦ବର୍ଷ ଧରି ସହରରେ ବାସ କରୁଥିବା ଗରିବ ଭୂମିହୀନଙ୍କୁ ପଟା ବଣ୍ଟନ।
ମାଲକାନଗିରି ( ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସଦର ମହକୁମା ସ୍ଥିତ ନଗର ଭବନ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ମାଲକାନଗିରି ପୌର ପରିଷଦ ଦ୍ୱାରା ଓଡିଶା ସରକାରଙ୍କ ସହାରାଞ୍ଚଳ ଜାଗା ମିଶନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆଦିବାସୀ ଉନ୍ନୟନ…
ଦୁଇ ଦିନ ଧରି ଜିଲ୍ଲାବ୍ୟାପି ଲଗାଣ ବର୍ଷା : ବଂଶୀଧାରା ନଦୀ ବିପଦ ସଙ୍କେତର ଉର୍ଦ୍ଧ୍ବରେ ପ୍ରବାହିତ : ଅଧିକାଂଶ ଅଞ୍ଚଳ…
http://www.youtube.com/watch?v=GqYpu5PYwic
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଣ୍ଡାମାନ ସାଗରର ସୃଷ୍ଟ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ-ସାଗରରେ ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତିକରି ବର୍ତ୍ତମାନ ଦକ୍ଷିଣ ପୂର୍ବରେ ଅବପାତ ହେବା ଏବଂ ଲଘୁଚାପ ଜନିତ…
ମାନବ ସେବା ସଂଘ ‘ମୁକ୍ତିପଥ’ ତରଫରୁ ୫୧ତମ ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ।
ଝାରସୁଗୁଡ଼ା:(ସୁଭାଷ ସହାରେ) ଆଜି ମାନବ ସେବା ସଂଘ ପକ୍ଷରୁ ପୁଣି ଏକ ଅଚିହ୍ନା ମୃତ ଦେହର ସଂସ୍କାର ହିନ୍ଦୁ ନୀତି ନିୟମ ଅନୁଯାୟୀ କରାଯାଇଛି। ଏହା ସହିତ ଏହି ସଂସ୍ଥା ଦ୍ବାରା ଏପର୍ଯ୍ୟନ୍ତ ସର୍ବମୋଟ ଏହିପରି ୫୧ ଜଣଙ୍କ ମର ଶରୀରର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଛି।
ସୂଚନା ଅନୁଯାୟୀ, ଏକ…
ଜିଲ୍ଲା ଦିବ୍ୟାଙ୍ଗ ସ୍କୁଲ ପକ୍ଷରୁ ସ୍ଵଚ୍ଛତାପକ୍ଷ ଅବସରରେ ସଫେଇ ଅଭିଯାନ
ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା ବୁରୋମାଲ ବୁଡାପଡା ଉପକଣ୍ଠରେ ଥିବା ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟରେ ସାମାଜିକ ନ୍ୟାୟ ଓ ସଶକ୍ତି କାରଣ ମନ୍ତ୍ରାଳୟ, ଭାରତ ସରକାରଙ୍କ ନିର୍ଦେଶ କ୍ରମେ ସ୍ବଚ୍ଛତାପକ୍ଷ ପାଇଁ ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ବୁଡ଼ାପଡା, ସ୍ବାମୀ ବିବେକାନନ୍ଦ ସମାଜ…
୨୫ ବର୍ଷ ପରେ ପୁଲିସ କର୍ମଚାରୀଙ୍କୁ ମିଲିଲା ନ୍ୟାୟ
ଚାକିରିରୁ ବହିଷ୍କୃତ ହୋଇଥିବା ପୁଲିସ ରାଇଟର କନଷ୍ଟେବଳଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୃର୍ଣ୍ଣ ରାୟ
ବଲାଙ୍ଗିର :(ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଚାକିରିରୁ ବହିଷ୍କୃତ ହୋଇଥିବା ପୁଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ…
ପୁଣି ଜନସେବା ପାଇଁ ପ୍ରଶଂସିତ ହେଲା ସଂକଳ୍ପ ପରିବାର
ଗୋଟେ ଦିନରେ ଚାରିଜଣ କୋରୋନା ରୋଗୀ ଙ୍କର ଶବ ସତ୍କାର ସଂକଳ୍ପ ପରିବାର
ବରଗଡ :- କରୋନା ସମୟରେ ଆପଣାର ଲୋକ ବି ପର ହୋଇ ଯାଉଛନ୍ତି । ସରକଙ୍କର ଅନେକ ପ୍ରୟାସ ସତ୍ୱେ ଆଜି କୋରୋନା ରୋଗୀ ଅନେକ ସ୍ଥାନରେ ଠିକ ଭାବରେ ସେବା ପାଇବାରୁ ବଞ୍ଚିତ । ଏହି ଭଳି ସମୟରେ କୋରୋନା ରୋଗୀର ମୃତଦେହ ର ଅବସ୍ଥା…