ନଅଁଗାଁ (କ) ପେକ୍ସ ସମ୍ପାଦକଙ୍କ ଉପରେ କାର୍ଯ୍ୟନୁଷ୍ଠାନ

ଆଗଲପୁର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ନଅଁଗାଁ (କ) ପେକ୍ସ ସଂମ୍ପାଦକ ରଞ୍ଜନ କୁମାର ସାହୁ ଓ ଡିଇଓ ରମେଶ ଚନ୍ଦ୍ରଖମାରୀ ଚାଷୀ ଙ୍କୁ ଶୋଷଣ କରୁଥିବା ଅଭିଯୋଗ ନେଇ  କିଛିଦିନ ପୂର୍ବେ  ବଲାଙ୍ଗିର ଜିଲ୍ଲାପାଲ୍, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଲୋଇସିଂହା…

ସ୍ୱଚ୍ଛ  ଭାରତ ଯୋଜନାରେ ହୋଇଛି କି ଅସ୍ୱଚ୍ଛ କାମ !!!!

କାହିଁକି ଯୁବନେତାଙ୍କୁ ତଥ୍ୟ ଦେବାକୁ ପଛାଉଛି ପ୍ରଶାସନ  ବିଜେପୁର- ଜନସାଧାରଣ ନିଜ ଅଞ୍ଚଳର ସରକାରୀ ଯୋଜନା ମାଧ୍ୟମରେ ହୋଇଥିଲା ଉନ୍ନୟନ ମୂଲକ କର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଜାଣିପାରିବେ ବୋଲି ସୂଚନା ଅଧିକାର ଆଇନ ପ୍ରଣୟନ କରିଛନ୍ତି । ସେହି ସୂଚନା ଅଧିକାର ଆଇନ ଅନୁସାରେ ବିଜେପୁର…

ସଡକ ଦୁର୍ଘଟଣାରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଗୁରୁତର

ଚିକିତ୍ସା ପାଇଁ ନିଆଗଲା ରାୟପୁର  ବରଗଡ :- ଆଜି ଦିପହର ପ୍ରାୟ ବାର ଘଣ୍ଟା ସମୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ ସେ ଚଳାଉଥିବା ସ୍କୁଟରରୁ ପଡିଯାଇ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା…

ଏବର୍ଷ ବି ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ , କାରଣ କୋଭିଡ

ଭୁବନେଶ୍ୱର: ଗତ କିଛି ବର୍ଷଧରି କୌଣସି ନା କୌଣସି କାରଣରୁ ଜନ୍ମଦିନ, ହୋଲି ଆଦି ଇତ୍ୟାଦି ପାଳିବା ବନ୍ଦ କରୁଥିବା ବେଳେ ଏବର୍ଷ ଜନ୍ମଦିବ ମଧ୍ୟ ପାଳିବେନି ମୁଖ୍ୟମନ୍ତ୍ରୀ । କୋଭିଡ଼ ସକ୍ରମଣ କୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ…

କିସରେ  ପଢ଼ିବେ ମାଲକାନଗିରିର ଦୁଇ ଅସହାୟ ଶିଶୁ

ଭୁବନେଶ୍ୱର/ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‍ ଅନ୍ତର୍ଗତ ଜିଆଙ୍ଗ ପଞ୍ଚାୟତ ତେଲଗାବେଡ଼ା ଗ୍ରାମର ଅସହାୟ ଦୁଇଭାଇଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍ । ଦୁଇ ଭାଇଙ୍କୁ ସେମାନଙ୍କ ବାପା ମଆ ବିକ୍ରି କରି ଅନ୍ୟତ୍ର ଚାଲିଯିବା ପରେ ବଡ଼ ଭାଇ ବିକ୍ରି ହୋଇଥିବା…

ବାଲେଶ୍ୱର ସଦର ଉପ-ନିର୍ବାଚନ ଖବର:  ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ନାମାଙ୍କନ ପତ୍ର ଦାଖଲ

ବାଲେଶ୍ୱର(ଶାସକ ପ୍ରଶାସକ) : ସଦର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସକାଳେ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସେ ବିଜେପି ସଦର…

ବିଜେପି ପ୍ରଚାର କମିଟି ବୈଠକ :ଉପ-ନର୍ବାଚନ ରଣନୀତି ଉପରେ ଗୁରୁତ୍ୱ

ବାଲେଶ୍ୱର,(ଶାସକ ପ୍ରଶାସକ ): ବାଲେଶ୍ୱର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପ୍ରଚାର କମିଟିର ଏକ ବୈଠକ ସ୍ଥାନୀୟ ସୂରଜ ହୋଟେଲ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହିତ ଚଳିତ ଉପ-ନିର୍ବାଚନର ରଣନୀତି ଓ…

କଂଗ୍ରେସର ପ୍ରାର୍ଥୀ ଚୟନକୁ ବିରୋଧ

ବାଲେଶ୍ୱର(ଶାସକ ପ୍ରଶାସକ ): ସଦର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ କ୍ରମଶଃ ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି କର୍ମକର୍ତ୍ତାଙ୍କ ସମେତ ସଦର ନିର୍ବାଚନମଣ୍ଡଳୀରେ ବହୁ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ଜନୈକ ଅନାମଧେୟ ମହିଳାଙ୍କୁ…

ମମତା କୁଣ୍ଡୁଙ୍କ ପ୍ରାର୍ଥିତ୍ୱକୁ ଜିଲ୍ଲା କଂଗ୍ରେସର ସ୍ୱାଗତ

ବାଲେଶ୍ୱର(ଶାସକ ପ୍ରଶାସକ) : ନିକଟ ଅତୀତରେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଗ୍ରହଣ ସହ ବାଲେଶ୍ୱର ସଦର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ଭାବେ ମନୋନୀତ ହୋଇଥିବା ସମାଜସେବୀ ମମତା କୁଣ୍ଡୁଙ୍କୁ ଆଜି ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ…

5718 କୋଟି ଟଙ୍କାର ‘ଷ୍ଟାର୍ସ’ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

• ସ୍କୁଲ ଶିକ୍ଷାରେ ସୁଧାର ଲାଗି ବିଶ୍ୱ ବ୍ୟାଙ୍କ ସହାୟତାରେ ହେବ କାର୍ଯ୍ୟକାରୀ • ପ୍ରକଳ୍ପରେ ଓଡ଼ିଶା ସମେତ ଛଅଟି ରାଜ୍ୟ ସାମିଲ ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ବିଶ୍ୱ ବ୍ୟାଙ୍କ ଠାରୁ 500 ନିୟୁତ ଆମେରିକୀୟ ଡଲାର (ପାଖାପାଖି 3700 କୋଟି ଟଙ୍କା) ଅର୍ଥରାଶି ସହାୟତାରେ 5718 କୋଟି…