ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରୁ କାର୍ଯ୍ୟରତ ପିୟନଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରୁ ଜଣେ କାର୍ଯ୍ୟରତ ପିୟନଙ୍କ ମୃତଦେହ ଉଦ୍ଧାର କରାଯାଇଛି I ମୃତ ପିୟନ ଜଣକ ହେଲେ ଗଂଜାମ ଜିଲ୍ଲା ବ୍ରହ୍ମପୁର ଥାନା ଆଙ୍କଲିର ସନ୍ତୋଷ ପ୍ରଧାନ(୩୩) I ସୁଚନା ମୁତାବକ ମୃତ ବ୍ୟକ୍ତି…

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କୋଭିଡ ପଜିଟିଭ୍ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କୋଭିଡ ପଜିଟିଭ୍  ଚିହ୍ନଟ ହୋଇଛନ୍ତି | ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏ ବିଷୟ ଘୋଷଣା କରିଛନ୍ତି | ପରୀକ୍ଷା ପରେ ତାଙ୍କର କରୋନା…

କଫ ସିରପ ଓ ନିଶା ବଟିକା ଜାଲରେ ଝାରସୁଗୁଡ଼ା ଜିଲ୍ଲାର ଯୁବଗୋଷ୍ଠୀ : ଧରାପଡ଼ିଲେ ଦୁଇ ବ୍ୟବସାୟୀ।

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ କଫ ସିରପ ଓ ନିଶା ବିକାର ବିକ୍ରିର ମାତା ପ୍ରବଳ ଭାବରେ ବଢ଼ି ଚାଲିଛି। ବିଶେଷ କରି ଯୁବ ସମାଜ ଏହାର ଆକ୍ରମଣର ଶୀକାର ହେଉଛନ୍ତି। ଗତକାଲି ବ୍ରଜରାଜନଗର ପୋଲିସ ଏହି ଧନ୍ଦାରେ ସାମିଲ ଥିବା ଦୁଇ ଜଣଙ୍କୁ ଗିରଫ କରିଛି। …

କୁକୁର ଉପରେ ପେଟ୍ରୋଲ ଫିଙ୍ଗିବା ହେଲା କାଳ

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳର ରାମପୁରରେ ଆଜି ସକାଳେ ଏକ ଦମ୍ପତ୍ତି ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ଆଜି ସକାଳେ  ୮ ଟାରୁ  ୮ ଟା ୩୦ ମଧ୍ୟରେ ସ୍ବାମୀ ଗିରିବର ଦାସ (୫୦) ଓ ସ୍ତ୍ରୀ ଗୀତା ଦାସ (୪୫) ଘରେ ଥିବା ବେଳେ…

ଅସହାୟଙ୍କୁ ସହାୟ କିସ୍‍ ଫାଉଣ୍ଡେସନ୍‍

ଚାରି ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଭିନ୍ନ ସମୟରେ ବାପା-ମା ଛେଉଣ୍ଡ କିମ୍ବା ଅନ୍ୟ କୌଣସି କାରଣରୁ ଅସହାୟ ହୋଇପଡୁଥିବା ଗରିବ ପିଲାମାନଙ୍କୁ କିସ୍‍ ଫାଉଣ୍ଡେସନ୍‍ ସହାୟତା କରିଆସିବା ସହ ସେମାନଙ୍କର ଶିକ୍ଷା ଦାୟିତ୍ୱ ଗ୍ରହଣ କରିଆସୁଛି । ନିକଟରେ…

ପ୍ରଧାନମନ୍ତ୍ରୀ, ଧର୍ମେନ୍ଦ୍ର ଓ ଜୁଏଲ ଜଣାଇଲେ ଶୁଭେଚ୍ଛା, ହେଲେ ନବୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେନି ବୈଜୟନ୍ତ 

ନବୀନଙ୍କୁ ଜଣାଇଲେନି ସିନା, ଇନ୍ଦୋରର ବିଜେପି ସାଂସଦଙ୍କୁ ବୈଜୟନ୍ତ ଜଣାଇଛନ୍ତି ବାର୍ଥ ଦେ ଉଇଶ  ବଡ଼ ଭାଇ ନକଲେ ନାହିଁ, ବୈଜୟନ୍ତଙ୍କ ସାନଭାଇ  ଇମ୍ଫା ଏମଡି ଶୁଭ୍ରକାନ୍ତ ନବୀନଙ୍କୁ  ଜଣାଇଲେ ଶୁଭେଚ୍ଛା  ଭୁବନେଶ୍ୱର (ଶାସକ ପ୍ରଶାସକ) : ଏହା ଏକାନ୍ତ ବ୍ୟକ୍ତିଗତ କଥା | ଏଥିରେ କାହାର…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସହଯୋଗୀ 

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଜଣାଇଲେ ଜନ୍ମଦିନରେ ଶୁଭକାମନା ଭୁବନେଶ୍ୱର (ଶାସକ ପ୍ରଶାସକ) :  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ୭୪ ତମ  ଜନ୍ମ ଦିବସ | ଦେଶଜ ତଥା ରାଜ୍ୟରେ ଦେଖାଯାଇଥିବା ମହାମାରୀ କରୋନା କାରଣରୁ ଜନ୍ମଦିବସ ପାଳିବେ ନାହିଁ ବୋଲି…

କରୋନା ସଂକ୍ରମିତ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ:ଥାନାରେ ମାମଲା ରୁଜୁ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରୁ ଜଣେ ମହିଳା ଅସୁସ୍ଥ ହେବା ପରେ ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । ଏହି ସମୟରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ସେ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଥିଲା । ଏହା…

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ବିଦ୍ୟାଳୟରେ “ବିଶ୍ୱ ଧଳା ବାଡି ଦିବସ” କାର୍ଯ୍ୟକ୍ରମ ପାଳିତ

http://www.youtube.com/watch?v=XGFFxcT8X00  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ , ବଧିର ଓ ମାନସିକ ଅନଗ୍ରସର  ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟ ରେ "ବିଶ୍ୱ ଧଳା ବାଡି…

ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରନ୍ତୁ ଉଦ୍ୟୋଗ ସମୂହ – ଧର୍ମେନ୍ଦ୍ର ପ୍ରଧାନ

ଆଇସିସିର ‘ଆତ୍ମନିର୍ଭର ଭାରତ’ ଇ-ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ • ବନ୍ଦର ଆଧାରିତ ଅର୍ଥନୀତି ଓଡ଼ିଶା ପାଇଁ ହେବ ଗେମଚେଞ୍ଜର • ଆତ୍ମନିର୍ଭର ଭାରତ ନିର୍ମାଣରେ ଓଡ଼ିଶାର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା • ଓଡିଶାର ବିକାଶରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର ରହିବ ବଡ…